ନୂଆଖାଇ ଛୁଟି ୩ ଦିନ କରିବାକୁ ଦାବି
ବରଗଡ଼, ୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ କୋଶଲ ଛାତ୍ର ସଂଗଠନ ନେତୃତ୍ୱରେ ଗୁରୁବାର ବିଭିନ୍ନ କଲେଜର ଛାତ୍ରୀଛାତ୍ର ଏବଂ ସଂଗଠନର ସଦସ୍ୟମାନେ ୩ଦଫା ଦାବି ନେଇ ଜିଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ସାର କଳାବଜାର, ବଢୁଛି ଚାଷୀ ଅସନ୍ତୋଷ
ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାର କଳାବଜାର ବର୍ତ୍ତମାନ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲାରେ ପର୍ଯ୍ୟାପ୍ତ ସାର ମହଜୁଦ ଥିବା କୃଷି ବିଭାଗ ସୂଚନା ଦେଉଛି। ଅନ୍ୟପକ୍ଷରେ ଚାଷୀମାନେ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ଗଲେ ସେମାନେ ସାର…
ଚାଷୀ ପଞ୍ଜୀକରଣରେ ଚଞ୍ଚକତା ଅଭିଯୋଗ
ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଝାରବନ୍ଧ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ କେତେକ ଲୋକ ଚାଷୀ ପଞ୍ଜୀକରଣରେ ଚଞ୍ଚକତା ଅବଳମ୍ବନ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ଗ୍ରାମର ଅନେକ ଚାଷୀ ବୁଧବାର ବରଗଡ଼ ସମବାୟ ଉପନିବନ୍ଧକ (ଡିଆରସିଏସ୍)ଙ୍କ…
କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି କଲା ସଂଯୁକ୍ତ କୃଷକ ସଙ୍ଗଠନ
ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ…
ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ୭ ଜଣଙ୍କୁ ଅଟକ ରଖି…
ବରଗଡ଼,୨୦ା୮(ପ୍ରେମାନନ୍ଦ ଖମାରୀ): ଜଣେ ନାବାଳିକାଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ୭ ଜଣ ଅଟକ ରହିଛନ୍ତି। ଭେଡେନ ଥାନାରେ ଉକ୍ତ ୭ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ଚଳାଇଛି। ଅଶ୍ଲୀଳ ଫଟୋ ଭାଇରାଲ ନେଇ ନାବାଳିକା ଜଣକ ମଙ୍ଗଳବାର…
ମହିଳା କର୍ମଚାରୀଙ୍କୁ ଅସଦାଚରଣ: ଗିରଫ ପରେ ନିଲମ୍ବିତ ହେଲେ ସହକାରୀ ଶାଖା ପରିଚାରକ
ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ)-ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କ, ସୋହେଲାର ଶାଖା ପରିଚାଳକ ପ୍ରଭଞ୍ଜନ ମାଝୀଙ୍କୁ ସୋମବାର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଅପରପକ୍ଷେ ସହକାରୀ ଶାଖା ପରିଚାଳକ ପ୍ରିୟଙ୍କା ବାରିକଙ୍କୁ ସୋହେଲା ଶାଖାର ଶାଖା ପରିଚାଳକଭାବେ ଅବସ୍ଥାପିତ କରାଯାଇଛି।…
ମଦ ବିକ୍ରି ବନ୍ଦ ଦାବି ତେଜିଲା
ପଦ୍ମପୁର,୧୮ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ପଞ୍ଚାୟତ ଢୋଲବନ୍ଧ ଓ ପାଖ ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଢୋଲବନ୍ଧର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସମେତ ଶତାଧିକ ଗ୍ରାମବାସୀ ପଦ୍ମପୁର ଉପଜିଲାପାଳ…
ସମସ୍ୟା ସମାଧାନ ଦାବିରେ ରଣହୁଙ୍କାର ଦେଲେ ଚାଷୀ
ବରଗଡ଼,୧୮ା୮(ପ୍ରେମାନନ୍ଦ ଖମାରୀ): କୃଷି ଏବଂ କୃଷକଙ୍କ ବହୁବିଧ ସମସ୍ୟା ନେଇ ବରଗଡ଼ ବିଜେଡି ସୋମବାର ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବିଜେଡି ପକ୍ଷରୁ ଏଠାରେ ବିରାଟ ଚାଷୀ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବରଗଡ଼ ସମେତ ଆଖପାଖ ଜିଲାର ହଜାର…
ବାୟୋପିକ ଫିଲ୍ମ ‘ବଡ଼ମା’ ପ୍ରିମିୟର ଶୋ ପ୍ରଦର୍ଶିତ
ବରଗଡ଼,୧୭।୮(ପ୍ରେମାନନ୍ଦ ଖମାରୀ) – ସ୍ବାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଉପରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷୀତ ବାୟୋପିକ ଫିଲ୍ମ ‘ବଡ଼ମା’ର ପ୍ରିମିୟର ଶୋ ରବିବାର ପ୍ରଦର୍ଶିତ ହୋଇଯାଇଛି। ପାର୍ବତୀ ଗିରିଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ଯଦୁମଣି ପ୍ରଧାନ…
ନିରୂପଣ ହେଲା ନୂଆଁଖାଇ ଲଗ୍ନ: ନିଶାର୍ଦ୍ଧ ପରେ ଗ୍ରାମ୍ୟଦେବୀ ସମଲେଇଙ୍କ ପୀଠରେ ଲାଗିବ ନବାନ୍ନ
ବରଗଡ଼, ୧୭।୮(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ରବିବାର ସାରେ ଲଗ୍ନ ନିର୍ଦ୍ଧାରୀତ ହୋଇଛି। ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ, ପଣ୍ଡିତ ସୁଧାଂଶୁ ଚରଣ ଦାଶ, ପଣ୍ଡିତ…
ସରକାରଙ୍କ ବଡ଼ ଘୋଷଣା : ନୂଆନୀତିରେ ସରକାର ଆଣିଲେ ପରିବର୍ତ୍ତନ
ବରଗଡ଼,୧୭।୮(ପ୍ରେମାନନ୍ଦ ଖମାରୀ) – ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ପଞ୍ଜୀକରଣ ନୀଚି ଜଟିଳ ହୋଇଥିବା ଅଭିଯୋଗ କରି ବିଭିନ୍ନ ଚାଷୀ ସଂଗଠନ ସମେତ ବିରୋଧୀ ରାଜନୈତିକ ଦଳ ଗୁଡିକ ସରକାରଙ୍କୁ ଘେରି ବସିଥିଲେ। ଏହାକୁ ନେଇ…
ରୋଜଗାର ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ
ବରଗଡ଼,୧୬ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଜଣେ ଯୁବକ ଘରକୁ ଫେରିବା ବାଟରେ ମୃତ୍ୟୁ ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ମୃତ ଯୁବକ ହେଲେ, ଉକ୍ତ ଗ୍ରାମର ନେହେରୁ ବାଗଙ୍କ ପୁଅ…
Archives


