ବରଗଡ଼

ବରଗଡ଼ରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଲା

ବରଗଡ଼ ଅଫିସ,୫ା୬: ବରଗଡ଼ ଜିଲାରେ ପୁଣି ୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅନ୍ତର୍ଗତ ସାତବନ୍ଧ, ଜାରିଂ କନପୁରୀ ଓ ବାନ୍ଦୁପାଲିର ଜଣେ ଲେଖାଏ ହୋଇଥିବା ବେଳେ ସମସ୍ତେ ତାମିଲନାଡୁ ଫେରନ୍ତା ବୋଲି ଜିଲା ସୂଚନା…

ବରଗଡ଼ରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୪ା୬ : ବରଗଡ଼ ଜିଲାରେ ପୁଣି ଜଣେ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ବିଜେପୁର ବ୍ଲକ ଅନ୍ତର୍ଗତ ଗଣ୍ଠିଆପାଲିର ଏବଂ ତାମିଲନାଡୁ ଫେରନ୍ତା ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଗୁରୁବାର ସୂଚନା…

୨୩ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ବରଗଡ଼ ଅଫିସ,୪ା୬: ବରଗଡ଼ ଜିଲା ସୋହେଲା ଥାନା ପୋଲିସ ବୁଧବାର ସନ୍ଧ୍ୟାରେ ୨୩ ଗ୍ରାମ ୩୭୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଜୁରଟିକ୍ରା ନିବାସୀ ଅର୍ସଦ ଓରଫ…

କଳା ଦିବସ ପାଳିଲେ ବିଦ୍ୟୁତ କର୍ମଚାରୀ

ବରଗଡ଼ ଅଫିସ୍‌/ସରଣ୍ଡା,୨।୬ ବରଗଡ଼ର ମିଳିତ ବିଦ୍ୟୁତ କର୍ମଚାରୀ ଏବଂ ଇଞ୍ଜିନିୟର୍ସ ଆସୋସିଏଶନର ଏକତା ମଞ୍ଚ ପକ୍ଷରୁ ସୋମବାର ଦିନକୁ କଳା ଦିବସ ଭାବେ ପାଳନ କରାଯାଇଛି । ବିଦ୍ୟୁତ ସଂଶୋଧନ ଆଇନ-୨୦୨୦ ଏବଂ ରାଜ୍ୟର ବିଦ୍ୟୁତ କ୍ଷେତ୍ର ଗୁଡ଼ିକର ପୁନଃ ଘରୋଇକରଣକୁ…

ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି

ବରଗଡ଼ ଅଫିସ୍‌,୨।୬ ବରଗଡ଼ ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଯାଇଛି । ବିଭିନ୍ନ ଦାବି ନେଇ ବରଗଡ଼ ଇଡକଲ୍‌ ମଜଦୁର ସଂଘ କାରଖାନା ସମ୍ମୁଖରେ ଧାରଣା ଦେଇଛି । ଲକ୍‌ ଡାଉନ୍‌ କଟକଣା ଲାଗୁ ହେବା ପରେ କାରଖାନାରେ ଶ୍ରମିକମାନଙ୍କୁ କାମ…

ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌/ସରଣ୍ଡା,୨।୬ ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ କେତେକ ମଣ୍ଡିରେ ଚାଷୀଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି । ମଣ୍ଡିରେ ପଡ଼ି ରହିଥିବା ଧାନକୁ ଦୀର୍ଘଦିନ ଧରି ମିଲର୍ସ ଉଠାଉ ନଥିବା ଯୋଗୁ ଚାଷୀମାନେ ହଟହଟାର…

ମାନବିକତା ଦେଖାଇଲେ ସରପଞ୍ଚଙ୍କ ସ୍ବାମୀ

ବରଗଡ଼ ଅଫିସ୍‌,୨।୬ ବାଟବଣା ହୋଇ ଫସି ରହିଥିବା ଝାଡ଼ଖଣ୍ଡର ପ୍ରବାସୀ ମା, ପୁଅଙ୍କୁ ସହଯୋଗ କରି ସୋମବାର ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ କାଂସଡ଼ା ପଞ୍ଚାୟତର ସରପଞ୍ଚ ସୁଷମା ସାହୁଙ୍କ ସ୍ବାମୀ ଯୁଧିଷ୍ଠିର ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି ।…

ବରଗଡ଼ରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଲା

ବରଗଡ଼ ଅଫିସ, ୧।୬: ବରଗଡ଼ ଜିଲାରେ ସୋମବାର ପୁଣି ୩ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅଞ୍ଚଳର ଏବଂ ତାମିଲନାଡୁ ଫେରନ୍ତା ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୋମବାର ନିଜ ଟୁଇଟ୍‌ କରି ସୂଚନା ଦେଇଛନ୍ତି।…

ଗାଁକୁ ପଶି ପାରିଲେନି, ପରିବା କିଆରୀରେ ତମ୍ବୁ ଟାଣି ଆଶ୍ରୟ ନେଲେ

ବରଗଡ଼ ଅଫିସ୍‌,୩୧ା୫-ବରଗଡ଼ ଜିଲା ପାଇକମାଲ ବ୍ଲକ ମିଠପାଲି ପଞ୍ଚାୟତ ଅନ୍ତର୍ଗତ ବୁଟୁରାଖମାର ଗ୍ରାମର ୨ଜଣ ତାମିଲନାଡ଼ୁରୁ ଫେରିବା ପରେ ହଟହଟାର ସମ୍ମୁଖୀନ ହୋଇଛନ୍ତି। ନିଜ ଅଞ୍ଚଳକୁ ଫେରି ସେମାନେ ଆଶ୍ୱସ୍ତି ଲାଭ କରିଛନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ନିଜ ଘରେ ପାଦ…

ବରଗଡ଼ରେ ପୁଣି ୬ ନୂଆ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା

ବରଗଡ଼ ଅଫିସ, ୩୦।୫: ବରଗଡ଼ ଜିଲାରେ ଶନିବାର ୬ ନୂଆଁ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଭେଡେନ ବ୍ଲକ ଏବଂ ଅନ୍ୟ ୨ଜଣ ଭଟଲି ବ୍ଲକ ଅଞ୍ଚଳର ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଶନିବାର…

ସୀମାନ୍ତରେ ଜୀବନ ହାରିଲେ ଆଉ ଜଣେ ପ୍ରବାସୀ

ବରଗଡ଼ ଅଫିସ,୨୮।୫: ବରଗଡ଼ ଜିଲା ସୀମାନ୍ତ ଲୁହୁରାଚଟିରେ ବୁଧବାର ରାତିିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ପାଖରୁ ଏକ ଆଧାର କାର୍ଡ଼ ମିଳିଛି। ହସ୍ତଗତ ହୋଇଥିବା ଆଧାର କାର୍ଡରୁ ତାଙ୍କ ପରିଚୟ ପଶ୍ଚିମବଙ୍ଗ ମାଲଦାର ୫୩ ବର୍ଷୀୟ ନୁରୁଲ ଇସଲାମ…

CORONAVIRUS UPDATE: ବରଗଡ଼ରେ ଦ୍ବିତୀୟ କରୋନା ପଜିଟିଭ୍‌ ଚିହ୍ନଟ

ବରଗଡ଼ ଅଫିସ, ୨୮।୫: ବରଗଡ଼ ଜିଲାରେ ଗୁରୁବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ବରପାଲି ବ୍ଲକ ଅଞ୍ଚଳର ୪୦ବର୍ଷୀୟ ପୁରୁଷ ଏବଂ ସେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି। ଏନେଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଟୁଇଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri