ଅପରାହ୍ନ ୪ଟା ୩୦ ସୁଦ୍ଧା ୭୧.୮୬ ପ୍ରତିଶତ ମତଦାନ
ବରଗଡ ଅଫିସ,୩।୪: ବରଗଡ ଜିଲା ଅତାବିରା ଏନ୍ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ୧୨ୱାର୍ଡ ବିଶିଷ୍ଟ ଏହି ଏନ୍ଏସିର ୧୬ଟି ବୁଥ୍ରେ ମତଦାନ ଚାଲିଛି। ଅପରାହ୍ନ ୪ଟା ୩୦ ମିନିଟ୍ ସୁଦ୍ଧା ଏଠାରେ ୭୧.୮୬ ପ୍ରତିଶତ ମତଦାନ ହୋଇଛି…
ସାଢ଼େ ୧୦ଟା ସୁଦ୍ଧା ୧୯ ପ୍ରତିଶତ ମତଦାନ
ସରଣ୍ଡା,୩ା୪(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ଏନ୍ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟା ସୁଦ୍ଧା ଏଠାରେ ୧୯ ପ୍ରତିଶତ ମତଦାନ ହୋଇଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି…
ଅତାବିରା ଏନ୍ଏସି ନିର୍ବାଚନ: ଚାଲିଛି ମତଦାନ
ସରଣ୍ଡା,୩ା୪(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ଏନ୍ଏସି ନିର୍ବାଚନ ପାଇଁ ସୋମବାର ସକାଳ ୮ରୁ ମତଦାନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁରହିବ। ଅତାବିରା ଏନ୍ଏସିର ୧୨ଟି ୱାର୍ଡରେ ମତଦାନ ପାଇଁ ମୋଟ୍ ୧୬ଟି ବୁଥ୍ କରାଯାଇଛି। ପ୍ରତି…
ବହୁଚର୍ଚ୍ଚିତ ସମର୍ଥ ହତ୍ୟା ମାମଲା: ଡେମୋ ଦେଖାଇଲେ ଅଭିଯୁକ୍ତ
ଭେଡେନ,୨।୪(ଡି.ଏନ.ଏ.): ଝାରସୁଗୁଡାର ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ପରେ ତିନିଦିନିଆ ରିମାଣ୍ଡରେ ଆଣିଛି। ସମର୍ଥଙ୍କୁ ହତ୍ୟା ପରେ ଯେଉଁ ଜାଗାରେ…
ବାପାଙ୍କୁ ଗୁଳିକରି ବନ୍ଧାହେଲେ ଅଭିଯୁକ୍ତ ପୁଅ
ବରପାଲି,୨।୪(ଡି.ଏନ୍.ଏ.): ବରଗଡ଼ ଜିଲା ବରପାଲି ଥାନା ଅଧୀନ ଚିନାଜୁରି ନିକଟସ୍ଥ କଦଳୀମୁଣ୍ଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଗଙ୍ଗାଜଳ ମେହେରଙ୍କୁ ପୁଅ ବିକ୍ରମ ଗୁଳିମାଡ଼ କରିବାରୁ ସେ ଆହତ ହୋଇଛନ୍ତି। ଆହତ ଗଙ୍ଗାଜଳଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ରରେ…
ଅତାବିରା ଏନ୍ଏସି ନିର୍ବାଚନ: ବୁଥ୍ରେ ପହଞ୍ଚିଲେ ପୋଲିଂ ଅଧିକାରୀ
ସରଣ୍ଡା,୨।୪(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ଏନ୍ଏସି ନିର୍ବାଚନ ପାଇଁ ସୋମବାର ଭୋଟ୍ ଗ୍ରହଣ କରାଯିବ। ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିବ। ଏଥିପାଇଁ ରବିବାର ପୋଲିଂ ଅଧିକାରୀମାନେ ଅତାବିରା ବ୍ଲକ ଅଫିସରୁ ଇଭିଏମ୍ ଓ ନିର୍ବାଚନ ସରଞ୍ଜାମ…
୨ ମାସର ଭତ୍ତା ଟଙ୍କା ଗାଏବ
ଭେଡେନ,୧।୪(ଡି.ଏନ୍.ଏ.): ସରକାର ଅସହାୟ ବୃଦ୍ଧାବୃଦ୍ଧ, ବିକଳାଙ୍ଗ ଏବଂ ବିଧବାମାନଙ୍କୁ ମାସିକ ୫ ଶହ ଏବଂ ୭୦ ବର୍ଷ ବୟସ ଟପିଲେ ୭ଶହ ଟଙ୍କା ଭତ୍ତା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ବିଗତ ଦିନରେ ଏହି ଟଙ୍କା ହିତାଧିକାରୀଙ୍କ ହାତକୁ ସିଧାସଳଖ ଦିଆଯାଉଥିଲା। ଏଥିରେ…
ନକଲି ସାର କାରଖାନା ଠାବ, ୯ ଗିରଫ
ବରଗଡ଼ ଅଫିସ୍,୧।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଧୀନ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲି ସାର କାରଖାନା ଠାବ କରିଛି । ସେଠାରୁ ଗୋଟିଏ ଟାଟା ପିକ୍ଅପ୍ ଭ୍ୟାନ୍ (ନଂ.ଓଡ଼ି୨୧ଏଚ୍/୫୯୫୪), ୨୫ କି.ଗ୍ରା ବିଶିଷ୍ଟ ୬୦…
ନକଲୀ ସାର କାରଖାନା ଠାବ: ୯ଗିରଫ
ବରଗଡ଼ ଅଫିସ୍,୩୧।୩: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲୀ ସାର କାରଖାନା ଠାବ କରିଛି । ସେଠାରୁ ଗୋଟିଏ ଟାଟା ପିକ୍ଅପ୍ ଗାଡ଼ି(ଓଡ଼ି୨୧ଏଚ୍ ୫୯୫୪), ୨୫କି.ଗ୍ରା ବିଶିଷ୍ଟ ୬୦ ପକେଟ୍…
ମା’ ସମଲେଶ୍ୱରୀଙ୍କ ଅନ୍ନପୂର୍ଣ୍ଣା ବେଶ
ବରଗଡ଼ ଅଫିସ୍,୩୧।୩: ଚୈତ୍ର ଶୁକ୍ଲପକ୍ଷ ମହାଦଶମୀ ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଶୁକ୍ରବାର ଅନ୍ନପୂର୍ଣ୍ଣା ବେଶରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ସହିତ ମା’ ସମଲେଶ୍ୱରୀଙ୍କ ଚୈତ୍ର ନବରାତ୍ର ପୂଜା ପୂର୍ଣ୍ଣାହୂତି ସହ ସମ୍ପନ୍ନ ହୋଇଛି। ଦିନ ୯ଟା ୧୦ମିନିଟରୁ…
ସଭିଙ୍କ ଏଜେଣ୍ଡା ବିକାଶ
ସରଣ୍ଡା, ୩୧।୩(ଡି.ଏନ.ଏ.): ଚଳିତ ଅତାବିରା ଏନ୍ଏସି ନିର୍ବାଚନକୁ ନେଇ ଚା’ ଖଟିରୁ ଆରମ୍ଭ କରି ଦୋକାନ ବଜାର, ରାସ୍ତାଘାଟ ସବୁଠି ଆଲୋଚନା। ଏନ୍ଏସିର ନଗରପାଳ ପଦବୀ ପାଇଁ ଏଥର ପ୍ରତ୍ୟକ୍ଷ ନିର୍ବାଚନ ହେବ। କାହା ମୁଣ୍ଡରେ ଭୋଟର ଢାଳିବେ ସୁନା କଳସ।…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ
ପାଇକମାଳ,୩୦।୩(ଡି.ଏନ୍.ଏ.): ବରଗଡ଼ ଜିଲା ପାଇକମାଳ-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ରଞ୍ଜିତପୁର ଛକ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରଞ୍ଜିତପୁର ଗ୍ରାମର ଯଶୋବନ୍ତ ମେହେର ଓ ଝାରବନ୍ଧ ଥାନା ବିଳାସପୁର ଗ୍ରାମର ଗୋପବନ୍ଧୁ…
Archives


