ବରଗଡ଼

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ବନ୍ଧା ହେଲେ ସ୍ବାମୀ

ବରଗଡ଼,୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ବୁଙ୍ଗାପାଲି ଗ୍ରାମର ଅଞ୍ଜଳି ଭୋଇ ମୃତ୍ୟୁ ଘଟଣା ଭିନ୍ନ ମୋଡ ନେଇଛି। ମୃତ ଅଞ୍ଜଳିଙ୍କ ବାପା ଛତାଦେଇ ନିବାସୀ ରାଜେନ୍ଦ୍ର ପ୍ରଧାନଙ୍କ ଏତଲା ଆଧାରରେ ଅମ୍ବାଭୋନା ପୋଲିସ ସ୍ବାମୀ ବିଶ୍ୱନାଥ ଭୋଇଙ୍କ ବିରୋଧରେ…

ଚାଷୀମାନଙ୍କ ହକ୍‌ ଲାଗି ତହସିଲ ଅଫିସ ଘେରିବ ଜୟ କିଷାନ ଆନ୍ଦୋଳନ

ପାଇକମାଳ,୫।୧(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ନୃସିଂହନାଥ ନିଃସର୍ଗ ନିବାସଠାରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚାଷୀମାନଙ୍କ ହକ୍‌, ଅଧିକାର ପାଇଁ ଜୟ କିଷାନ ଆନ୍ଦୋଳନ ଦାବି ପୂରଣ ନ ହେବା…

ବରଗଡ଼ ଧନୁଯାତ୍ରା: ରିହର୍ସାଲ ଆରମ୍ଭ କଲେ କଳାକାର

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୧୫ତାରିଖରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚଳିତ ମାସ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଳାକାରମାନେ ମଧ୍ୟ ସେଥିରୁ ବାଦ୍‌ ପଡ଼ିନାହାନ୍ତି।…

ବର୍ଷର ଶେଷ ଦିନରେ ବଡ଼ ଦୁର୍ଘଟଣା: ୨ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ୍‌

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ନାଗେନପାଲି ଏଫସିଆଇ ଗୋଦାମ ସମ୍ମୁଖ ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ,ବରଗଡ଼ ମ୍ୟୁନିସିପାଲଟି ଅଧିନ ୱାର୍ଡ ନମ୍ବର-୩ ହାଟପଦା…

ନୃସିଂହନାଥଙ୍କୁ ନିମନ୍ତ୍ରଣ କଲେ ସେବାୟତ

ପଦ୍ମପୁର,୨୮।୧୨(ପ୍ରଦୀପ୍ତ ଦାଶ): ପୁରୀ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀରୁ ବଡ଼ଠାକୁରଙ୍କ ସେବାୟତମାନେ ଆସି ପ୍ରଭୁ ନୃସିଂହନାଥଙ୍କୁ ନିମନ୍ତ୍ରଣ କରିଛନ୍ତି। ନୂଆପଡ଼ାରୁ ନୃସିଂହନାଥଙ୍କ ମନ୍ଦିର ଅଭିମୁଖେ ଆସିଥିବା ସେବାୟତ…

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବରଗଡ଼,୨୭ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ତଲାକଟା ଗ୍ରାମରେ ଗତ ୨୦୧୯ ଜୁଲାଇ ୩୦ରେ ଛେଳିମାଂସ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଏହି ମାମଲାର ବିଚାର କରି ବରଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌…

ଗୋପପୁର ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୧୫ତାରିଖରୁ ଆରମ୍ଭ ହେବ। ଏହି ମହୋତ୍ସବରେ ମଥୁରା ନଗରୀ ପାଲଟୁଥିବା ବରଗଡ଼ ସହରର ହାଟପଦା ସଞ୍ଚାର ମଣ୍ଡଳୀରେ ଗତ ଶୁକ୍ରବାର ଶୁଭସ୍ତମ୍ଭ ସ୍ଥାପିତ ହୋଇସାରିଛି। ତେବେ ଗୋପପୁର ଯାତ୍ରା ବିନା ଧନୁଯାତ୍ରା…

ଗୋଡ଼ରେ ଘା’ ହେବାରୁ ଧାନବିଲରେ ବୃଦ୍ଧାଙ୍କୁ ଛାଡ଼ିଦେଲେ ପରିବାର ଲୋକେ

ବରଗଡ଼,୨୩ା୧୨(ପ୍ରେମାନନ୍ଦ ଖମାରୀ):ଅନ୍ଧବିଶ୍ୱାସ ଏବେ ବି ବଞ୍ଚିରହିଛି। ଆଉ ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷର ମାନବିକତା ମଧ୍ୟ ମରିଯାଉଛି। ବରଗଡ଼ ଜିଲା ଭଟଲି ବ୍ଲକ ଅଞ୍ଚଳରେ ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ବାମଗୋଡ଼ ପାଦରେ ଘା’…

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ) ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୪ ଜାନୁୟାରୀ ୧୫ରୁ ଆରମ୍ଭ ହେବ। ଏହି ମହୋତ୍ସବ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ରମରେ ପରମ୍ପରା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀରେ ଶୁଭସ୍ତମ୍ଭ ସ୍ଥାପନ…

ଶିବମନ୍ଦିର ଭିତରେ ନବଜାତ ଶିଶୁକନ୍ୟା ଛାଡ଼ି ପଳାଇଲେ

ସରଣ୍ଡା,୨୦ା୧୨(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରୁ ବୋରଓ୍ବେଲ୍‌ ଭିତରୁ ନବଜାତ ଶିଶୁ ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ବୁଧବାର ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ଶିବ ମନ୍ଦିରରୁ ଜଣେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି।…

୨ଜଣଙ୍କୁ ଦଳିଦେଲା ଦନ୍ତାହାତୀ

ଅତାବିରା/ଭେଡେନ,୧୭।୧୨(ହୃଷୀକେଶ ଖମାରୀ/ସୁଦନ ମହାକୁର): ବରଗଡ ଜିଲା ଅତାବିରା ଥାନା ଝିଲିମିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଝର୍ନିଆ ଟିକ୍ରା ଏବଂ ଭେଡେନ ଥାନା ବିଶିପାଲି ଗ୍ରାମରେ ରବିବାର ସକାଳୁ ଅଘଟଣ ଘଟିଯାଇଛି। ଦନ୍ତାହାତୀ ଦଳି ଦେବାରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ…

ଚାଷୀଙ୍କୁ ଭୟ ମେଘୁଆ ପାଗ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପଟେ ଧାନ ସଂଗ୍ରହ ପ୍ରକ୍ରିୟାକୁ ମଙ୍ଗଳବାର ୧୫ ଦିନ ପୂରିଛି। ଧାନ ସଂଗ୍ରହ ପାଇଁ ଜିଲାରେ ମଣ୍ଡି ଖୋଲିଛି। କିନ୍ତୁ ଟୋକନ କଟକଣା ଯୋଗୁ ଚାଷୀମାନେ ଧାନ ବିକ୍ରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri