ମୁକେଶ ଜୈନ ଗିରଫ
ବାଲେଶ୍ୱର ଅଫିସ,୧୧।୭: ପୁରୀ ରଥଯାତ୍ରା ପ୍ରସଙ୍ଗରେ ରାୟ ଦେଇଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍.ଏ. ବୋବଡେଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନଙ୍କୁ ଗିରଫ କରାଯାଇଛି। କଟକ କ୍ରାଇମବ୍ରାଞ୍ଚ ମୁକେଶଙ୍କୁ ଦିଲ୍ଲୀରୁ…
ପ୍ରେମ ଆଗରେ ହାର ମାନିଲା ସୀମା ବିବାଦ: ବିଦେଶିନୀଙ୍କ ହାତ ଧରିଲେ କ୍ଷୀରୋଦ
ଖଇରା, ୧୧ା୭(ଡି.ଏନ.ଏ.)-ଭାରତ-ନେପାଳ ସୀମା ବିବାଦ ହେଉ କି କରୋନା ଲକଡାଉନ କଟକଣା ସବୁ ସମସ୍ୟା ପ୍ରେମ ଆଗରେ ହାର ମାନିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାଲେଶ୍ବର ଜିଲା ଖଇରା ବ୍ଲକ ଗୋଳିହା ଗ୍ରାମର କ୍ଷିରୋଦ ସିଅ ନାମକ ଯୁବକ ତାଙ୍କ ପ୍ରେମିକା…
ସ୍ବାବ୍ ଟେଷ୍ଟ ପାଇଁ ଡରୁଛନ୍ତି ଲୋକେ୍
ସିମୁଳିଆ,୧୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ଲକର ସଦର ମହକୁମା ମାର୍କୋଣା ପଞ୍ଚାୟତର ୬ନଂ. ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ରୂପେ ଘୋଷଣା କରାଯାଇ ରାସ୍ତା ସିଲ୍ କରାଯାଇଛି।…
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ବାବ୍ ରିପୋର୍ଟ ନେଗେଟିଭ୍
ବାଲେଶ୍ୱର ଅଫିସ, ୧୦।୭: ବାଲେଶର ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଗତ ୬ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।…
୩ ପିଲାର ବାପା ସହିତ ୨ ପିଲାର ମା’ ଫେରାର
ବାହାନଗା, ୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳର ଜଣେ ୨ ସନ୍ତାନର ମା’ ଜଣେ ୩ ସନ୍ତାନଙ୍କ ବାପା ସହ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଉଭୟେ ଫେରାର ହୋଇଯାଉଥିବା ବେଳେ…
ଶଟ୍ଡାଉନ୍ ପ୍ରଭାବରେ ରାସ୍ତାଘାଟ ଶୂନଶାନ: ସ୍ବାବ ନମୁନା ନେଗେଟିଭ୍ ଆସିବା ପରେ ଲୋକେ ଆଶ୍ୱସ୍ତ
ସଜନାଗଡ଼, ୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସଜନାଗଡ଼ ଏବଂ ଜଡ଼ିଦା ପଞ୍ଚାୟତରେ ଗୁରୁବାର ଉଭୟ ପଞ୍ଚାୟତର ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ କରି ଶଟ୍ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବରେ ରାସ୍ତାଘାଟ ଶୂନଶାନ୍ ହୋଇପଡିଛି। ନୀଳଗିରିରେ ରାଜ୍ୟର ପ୍ରଥମଥର ପାଇଁ ସ୍ଥାନୀୟ…
ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ
ବାଲିଆପାଳ,୮।୭(ସ୍ବ.ପ୍ର)- ବାଲେଶ୍ୱର ଜିଲାପାଳଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ବାଲିଆପଳ-ବସ୍ତା ମୁଖ୍ୟ ପୂର୍ତ୍ତରାସ୍ତା ପାର୍ଶ୍ୱ ନୟନଯୋଡ଼ିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱ ନୟନଯୋଡ଼ି ବିଭିନ୍ନ ଲୋକଙ୍କ ଦ୍ୱାରା ଜବରଦଖଲ କରାଯାଇଛି ା ନୟନଯୋଡ଼ିରେ ମାଟି ପକାଇ ବନ୍ଦ…
ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ନ ଦେଲେ ଆନ୍ଦୋଳନ: ଚେତାବନୀ ଦେଲା କ୍ରିୟାନୁଷ୍ଠାନ କମିଟି
ବାଲେଶ୍ୱର ଅଫିସ, ୮।୭-ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଦାବି କରାଯାଇଛି। ଏ ଦିଗରେ ଧ୍ୟାନ ଦିଆ ନ ଗଲେ ଜିଲାବାସୀଙ୍କ ସହଯୋଗରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଙ୍ଗଳବାର କମିଟି ଜିଲାପାଳଙ୍କ…
ବଢୁଛି ଆନ୍ତଃ ରାଜ୍ୟ ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ
ବସ୍ତା, ୭।୭(ଡି.ଏନ.ଏ.)-ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଜିଲା ଅଧୀନ ବସ୍ତା, ବାଲିଆପାଳ, ଜଳେଶ୍ୱର ଅଞ୍ଚଳରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି। ଅପରାଧୀମାନେ ଯୋଜନାବଦ୍ଧ ଭାବେ ଅପରାଧ ଘଟାଇ ପଶ୍ଚିମବଙ୍ଗ, ଝାଡଖଣ୍ଡରେ ଆଶ୍ରୟ ନେଉଛନ୍ତି। ବାରମ୍ବାର ଧରାପଡ଼ିଲେ ମଧ୍ୟ ସେମାନଙ୍କର…
ହୋମ କ୍ୱାରାଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ବାଲେଶ୍ୱର ଅଫିସ, ୬ା୭- କେନ୍ଦ୍ର ଏମଏସଏମ୍ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଚଳିତମାସ ୨ ଓ ୩ ତାରିଖରେ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକଙ୍କ ସହ ସରକାରୀ କାର୍ଯ୍ୟକ୍ରମ ଓ ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ଏକାଦଶାହ କାର୍ଯ୍ୟରେ ଯୋଗ…
ନୀଳଗିରି ବିଧାୟକଙ୍କୁ କରୋନା
ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଧାୟକ ନାୟକ ଗତ ୧ତାରିଖରେ କୌଣସି କାର୍ଯ୍ୟରେ…
କରୋନାରେ ଆକ୍ରାନ୍ତ ହେଲେ ବିଧାୟକ
ବାଲେଶ୍ୱର ଅଫିସ, ୬।୭: ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଜିଲାର ଏହି ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ-୧୯…
Archives


