ବାଲେଶ୍ୱର

ତାଳସାରି ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ଜିଲାପାଳ, ଏସ୍‌ପିଙ୍କୁ ଘେରିଲେ ଭୋଗରାଇବାସୀ

ଭୋଗରାଇ, ୨୬।୮( ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇର ତାଳସାରି ମେରାଇନ ଥାନା ଅଧୀନ ବହୁ ଚର୍ଚ୍ଚିତ ନାବାଳିକା ଛାତ୍ରୀ ଅଶ୍ଳୀଳ ଭିଡିଓ ଭାଇରାଲ ଓ ବ୍ଲାକ୍‌ମେଲିଂ ଘଟଣାରେ…

6 years ago

ବସ୍ତା ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି

ବସ୍ତା, ୨୫।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଶନିବାର ରାତିରୁ ବର୍ଷା ଲାଗି ରହିବାରୁ ବସ୍ତା ଡାକ୍ତରଖାନାରେ ରବିବାର ହଠାତ୍‌ ନର୍ଦ୍ଦମା ପାଣି ପଶିଯାଇଥିଲା। ଡାକ୍ତରଖାନା ପାଖ ଡ୍ରେନ୍‌ରେ ଅନାବନ ସାମଗ୍ରୀ…

6 years ago

ଅବହେଳିତ ସଂସ୍କୃତ ବିଦ୍ୟାଳୟ: ଦୁର୍ଦ୍ଦଶାରେ୧୧୯ ଅନ୍ତେବାସୀ

ଖଇରା, ୨୬ା୮(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡଗରପଡା ପଞ୍ଚାୟତ ପରୁଷୋତ୍ତମପୁର ଗାଁ ଶେଷମୁଣ୍ଡରେ ରହିଛି ଦୂରଦେଇ ସଂସ୍କୃତ ବିଦ୍ୟାଳୟ । ୩୧ବର୍ଷ ତଳେ ସଂସ୍କୃତ…

6 years ago

ପୁଣି ବିପଦସଂକେତ ଟପିଲା ଜଳକା

ବସ୍ତା, ୨୫।୮(ସ୍ବ.ପ୍ର.)-ଜଳକା ନଦୀରେ ରବିବାର ପୁଣି ବନ୍ୟାଜଳ ଆସି ବିପଦସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ା ବସ୍ତା ବ୍ଲକର ମଥାନୀଠାରେ ନଦୀର ବିପଦସଂକେତ ସ୍ତର ୫.୫୦ ମିଟର…

6 years ago

ନିର୍ମାଣ ହେଉନି ଭଗବାନପୁର-ବାମଡ଼ା ଲିଙ୍କ୍‌ ରୋଡ଼:କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିକାଶ ପରିଷଦର କର୍ମକର୍ତ୍ତା

ରୂପ୍‌ସା,୨୫।୮(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ରୂପ୍‌ସା-ବାଙ୍ଗିରିପୋଷି ରେଳଲାଇନର ଭଗବାନପୁର ଗାଁ ଛକରୁ ବାମଡ଼ା ଲେଭଲ୍‌ କ୍ରସିଂ ପର୍ଯ୍ୟନ୍ତ ନୂତନ ଲିଙ୍କରୋଡ଼ ନିର୍ମାଣ ହେଉ ନ ଥିବାରୁ…

6 years ago

ରାସ୍ତା ବନ୍ଦ କରିବା ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ, ୨୫।୮-ବାଲେଶ୍ୱର ସହରର ଉତ୍ତର-ପୂର୍ବ ଦିଗ ଓଟିରୋଡ୍‌ରେ ଥିବା ସରକାରୀ ଆଇଟିଆଇ କଲେଜ ପରିସରରେ ଦେଇ ଯାଇଥିବା ପକ୍କା ରାସ୍ତାକୁ ବନ୍ଦ କରିବା ଲାଗି ଆଇଟିଆଇ…

6 years ago

ଜିକେ ଭଟ୍ଟର ହସ୍‌ପିଟାଲରେ ଭଙ୍ଗାରୁଜା ଘଟଣା: ବସିଲା ଶାନ୍ତି କମିଟି ବୈଠକ

ଜଳେଶ୍ୱର, ୨୫ା୮-ଜଳେଶ୍ୱର ଜିକେଭଟ୍ଟର ହସପିଟାଲରେ ହୋଇଥିବା ଭଙ୍ଗାରୁଜା ଘଟଣାକୁ ନେଇ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଆବାହକତ୍ୱରେ ଶନିବାର ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ଏକ…

6 years ago

ମୋରମ ଗାଡ଼ିଆରେ ବୁଡ଼ି ନାବାଳକ ମୃତ

ସଜନାଗଡ଼,୨୪।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ବାଘମରା ଗ୍ରାମର ଶମ୍ବୁ ସିଂଙ୍କ ୭ ବର୍ଷର ପୁଅ ଅଜୟ (୭) ମୋରମ ଗାଡିଆରେ ବୁଡି ପ୍ରାଣ ହରାଇଛନ୍ତି। ସେ…

6 years ago

ଶିଶୁକନ୍ୟାକୁ ଜନ୍ମ ଦେଇ ମା’ ମୃତ

ସଜନାଗଡ଼, ୨୪।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ନରଣପୁର ପଞ୍ଚାୟତର ବିଜିରାସାହି ଗ୍ରାମର ସୁନି ମାଝି(୪୫) ନାମ୍ନୀ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେବାପରେ ମୃତ୍ୟୁବରଣ…

6 years ago

ବିଦ୍ୟୁତ ତାର ଚୋରି ର଼୍ୟାକେଟ୍‌ ଠାବ : ଜେଲ୍‌ ଗଲେ ୪ ଅଭିଯୁକ୍ତ

ବସ୍ତା/ରୂପ୍‌ସା,୨୪।୮(ଡି.ଏନ.ଏ./ସ୍ବ.ପ୍ର.): ବାଲେଶ୍ୱର ଜିଲା ଅଧୀନ ସଦର, ରୂପ୍‌ସା, ବସ୍ତା, ସିଂଲା ଓ ବାଲିଆପାଳ ଥାନା ଅଞ୍ଚଳରୁ ଲଗାତର ବିଦ୍ୟୁତ୍‌ ତାର ଚୋରି ଘଟଣାରେ ଏକ ର଼୍ୟାକେଟ କାମ…

6 years ago