ବାଲେଶ୍ୱର

‘ଅଣ୍ଡା, ଚାଉଳ ଫେରାଇ ନିଅ, ସ୍କୁଲ ଚାଲୁ କର’

ଭୋଗରାଇ, ୯।୧୧(ଡି.ଏନ.ଏ.)-ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମ୍ମୁଖରେ ସୋମବାର ବାରବାଟିଆ ଆଦିବାସୀ ପ୍ରାଥମିକ ବିଦ୍ୟାଳୟ ଓ ଘଣ୍ଟିଲୋଡ଼ି ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର…

4 years ago

ପୋକ ଲାଗି ଫସଲ ନଷ୍ଟ

ଖଇରା, ୯ା୧୧(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ମାଣିତ୍ରୀ, ଜଳଙ୍ଗଗଣ୍ଡିବେଡ, ମହୁଜମପୁର ଆଦି ଗ୍ରାମର ଅଧିବାସୀମାନେ ଧାନଜମିରେ ଜଉଆ ବା ମାଟିଆଗୁଣ୍ଡି ପୋକ ଲାଗି…

4 years ago

୧୦ବର୍ଷର ପୁଅ ହୃତ୍‌ପିଣ୍ଡରେ ଛିଦ୍ର

ସିମୁଳିଆ, ୮।୧୧(ଡି.ଏନ.ଏ.) କଥାରେ ଅଛି ଦୁଃଖ ଯେତେବେଳେ ଆସେ ନିଜର ବନ୍ଧୁ ବାନ୍ଧବଙ୍କୁ ନେଇଆସେ। ଏଭଳି ଏକ ଦୁଃଖର ପାହାଡ ଛିଣ୍ଡିପଡିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ…

4 years ago

ଭାଲୁ ଗୋଡାଇବାରୁ ଡେଁଇଲେ ପୋଖରୀକୁ

ସଜନାଗଡ଼,୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ସହରରେ ରବିବାର ଭାଲୁ ଆତଙ୍କ ଦେଖିବାକୁ ମିଳିଥିଲା। ପ୍ରାତଃ ଭ୍ରମଣରେ ଯାଉଥିବା ଜଣେ ଯୁବକଙ୍କୁ ଭାଲୁଟି ଗୋଡ଼ାଇବାରୁ ସେ ଜୀବନ ବଞ୍ଚାଇବାକୁ…

4 years ago

୧୯୯୫ ବୋମା ବିସ୍ଫୋରଣ, ୪ ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିଆପାଳ, ୬।୧୧(ସ୍ବ.ପ୍ର.):୧୯୯୫ରେ ହୋଇଥିବା ବୋମା ବିସ୍ଫୋରଣରେ ୱାରେଣ୍ଟି ଥିବା ୪ଅଭିଯୁକ୍ତଙ୍କୁ ବାଲେଶ୍ୱର ଜିଲା ବାଲିଆପାଳ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ୧୯୯୫ରେ ବାଲେଶ୍ୱରରୁ ବାଲିଆପାଳ ଯାଉଥିବା…

4 years ago

ଯବାନ ବଖାଣିଲେ ୧୯୭୧ ଭାରତ-ପାକ୍‌ ଯୁଦ୍ଧ ଅନୁଭୂତି

ବାଲେଶ୍ୱର ଅଫିସ, ୭।୧୧: ବାଲେଶ୍ୱରର ରାଣୀପାଟଣା ସ୍ଥିତ ବ୍ୟାଙ୍କକଲୋନୀରେ ଅବସ୍ଥାନ କରୁଛନ୍ତି ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଯବାନ ଗୋପାଳକୃଷ୍ଣ ଦାସ। ୧୯୭୧ ଭାରତ-ପାକିସ୍ତାନର ଯୁଦ୍ଧ ବିଜୟର…

4 years ago

୭ ମେଡିକାଲରେ ୧୮ ଡାକ୍ତର ପଦବୀ ଖାଲି

ଲଙ୍ଗଳେଶ୍ୱର, ୭।୧୧(ଡି.ଏନ.ଏ.) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ସହ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ହେଲେ ବାଲିଆପାଳ…

4 years ago

୧୯୨ ପ୍ରକଳ୍ପ ଲାଗି ୨୨କୋଟି ୨୦ଲକ୍ଷ ବ୍ୟୟବରାଦ

ଜଳେଶ୍ୱର, ୪।୧୧(ଡି.ଏନ.ଏ.) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରର ବିକାଶ ଲାଗି ୧୯୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିଲାଗି ମୋଟ ୨୨କୋଟି ୧୯ଲକ୍ଷ ୭୭ହଜାର ୯ଶହ ଟଙ୍କା ବ୍ୟୟ…

4 years ago

ସ୍ଥାଣୁ ପାଲଟିଛି ବ୍ରିଟ୍‌

ବାଲେଶ୍ୱର ଅଫିସ, ୨।୧୧-ବାଲେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ୍‌)) ଜିଲାର ଏକ ପ୍ରମୁଖ ଏବଂ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନକାରୀ ସଂସ୍ଥା। ରାସ୍ତାଘାଟଠାରୁ ଆରମ୍ଭ କରି ଆଲୋକୀକରଣ,…

4 years ago

୫୦ ପ୍ରତିଶତ ଧାନ ଅଗାଡ଼ି

ଜଳେଶ୍ୱର,୧।୧୧(ଡି.ଏନ.ଏ): ଚଳିତବର୍ଷ ଧାନ କେଣ୍ଡା ଗର୍ଭରୁ ବାହାରିବା ସମୟରେ ଲଗାତାର ଲଘୁଚାପ ଜନିତ ବର୍ଷା ହୋଇଥିଲା। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣିରେ ଜଳେଶ୍ୱର ବ୍ଲକ ଅଞ୍ଚଳର ବ୍ୟାପକ ଧାନଜମି ବୁଡ଼ି…

4 years ago