ବଲାଙ୍ଗୀର

ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ଗଛ କାଟି କରୁଥିଲେ ଚୋରି, ସିକ୍ୟୁରିଟି ହାତରେ ଧରାପଡିଲେ…

ସଇଁତଳା,୨୪ା୭(ରାଖାଲ ପ୍ରସାଦ ଶତପଥି) – ବଲାଙ୍ଗିର ଜିଲା ସଇଁତଳା ବ୍ଲକ ଅନ୍ତର୍ଗତ ଗୋଳାବାରୁଦ କାରଖାନା ପରିସରରେ ଥିବା ଜଙ୍ଗଲରୁ ଗଛ କାଟି ଚୋରି କରୁଥିବାବେଳେ ସ୍ଥାନୀୟ ସିକ୍ୟୁରିଟି ହାତରେ ଜଣେ ଯୁବକ ସହ ଛତିଶଗଡ ଅଞ୍ଚଳର ଏକ ବୋଲେରୋ ପିକଅପ ଧରା…

ଦେଶୀ ମଦଭାଟି କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ମେଡିକାଲରେ ଚିିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ବଲାଙ୍ଗୀର,୨୩ା୭(ବୀରେନ୍ଦ୍ର ଝାଙ୍କର): ମରଣାନ୍ତକ ଆକ୍ରମଣର ଶିକାର ହେଉଥିବା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଗାଁର ଦେଶୀ ମଦଭାଟିର ଜଣେ କର୍ମଚାରୀଙ୍କ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ କର୍ମଚାରୀ ଜଣକ ବିହାରର ଶାରଦା ଯାଦବ ବୋଲି…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ବାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୧୯।୭(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଚୁଲୁଦା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ୩୫ ବର୍ଷୀୟ ପ୍ରହଲ୍ଲାଦ ମଲ୍ଲିକ ସ୍ତ୍ରୀ ନୀର ମଲ୍ଲିକଙ୍କୁ ଚଢେଇ ମରା ବନ୍ଧୁକରେ ଫାୟାରିଂ…

ବ୍ରିଜ୍‌ ଉପରେ ୩ ଟ୍ରକ୍‌ ପିଟାପିଟି, ଜାତୀୟ ରାଜପଥ ବନ୍ଦ

ବଲାଙ୍ଗୀର/ଲୋଇସିଂହା,୧୯ା୭(ସୁନୀଲ ମହାନ୍ତି/ସୁଶାନ୍ତ ବାରିକ): ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥ ନଂ ୨୬ର ଫାସଡ଼ ସୁକତେଲ ବ୍ରିଜ୍‌ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଟ୍ୟାଙ୍କର ଓ ଗୋଟିଏ ଟ୍ରକ୍‌ ପରସ୍ପର ଭିତରେ ପିଟି ହୋଇଛନ୍ତି। ବ୍ରିଜ୍‌ ଉପରେ…

ମଦ୍ୟପଙ୍କ ଅଜବ କାଣ୍ଡ: ନିଶାସକ୍ତ ଅବସ୍ଥାରେ ଜୀଅନ୍ତା ନାଗ ସାପକୁ ଚୋବାଇ ଖାଇଲେ, ଏବେ…

ବଲାଙ୍ଗୀର,୧୮।୭ (ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଅଜବ କାଣ୍ଡ କରିଛନ୍ତି। ମଦ୍ୟପଜଣଙ୍କ ଜୀଅନ୍ତା ନାଗ ସାପକୁ ଖାଇ ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଭୀମଭୋଇ ମେଡିକାଲ କଲେଜ…

ପୋଲିସ ଅଧିକାରୀଙ୍କୁ ଗାଁ ମଝିରେ ଅଟକ ରଖିଲେ ଗ୍ରାମବାସୀ

ପାଟଣାଗଡ଼,୧୭।୭: ଜଣେ ନାବାଳିକାଙ୍କ ମୃତ୍ୟୁର ତଦନ୍ତ ପାଇଁ ଯାଇଥିବା ୭ଜଣ ପୋଲିସ ଅଧିକାରୀଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲା ପାଟଣାଗଡ଼ ଅଞ୍ଚଳରୁ। ମିଳିଥିବା ସୂଚନା ମୁତାବକୁ, ମାସେ ତଳେ ଜଣେ ନାବାଳିକାଙ୍କ ମୃତ୍ୟୁ…

ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ସାରାଂଶ

ବଲାଙ୍ଗୀର,୧୫।୭: (ସୁନିଲ ମହାନ୍ତି): ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ବଲାଙ୍ଗୀର ଜିଲାରୁ ସାରାଂଶ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଜାତୀୟ ଛାତ୍ର କଂଗ୍ରେସ ସଭାପତି ବରୁଣ ଚୌଧୁରୀଙ୍କ ଅନୁମୋଦନ କ୍ରମେ ଜାତୀୟ ଇନଚାର୍ଜ କହ୍ନୈୟା କୁମାର ନବନିଯୁକ୍ତ…

ରାଜ୍ୟର ନାରୀ ଅସୁରକ୍ଷିତ: ଏଫ୍‌ଏମ୍‌ ଘଟଣାକୁ ନେଇ ଗର୍ଜିଲେ ଛାତ୍ରୀଛାତ୍ର

ବଲାଙ୍ଗୀର, ୧୪।୭( ସୁନିଲ ମହାନ୍ତି):ଫକୀର ମୋହନ ସ୍ବୟଂଶାସିତ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାର ପ୍ରତିବାଦ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ସୋମବାର କଂଗ୍ରେସ ଓ ବିଜେଡି ଛାତ୍ର ସଂଘ ପକ୍ଷରୁ ପୃଥକ ପୃଥକ ଭାବେ ପ୍ରତିବାଦ ଓ…

ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ, ତଳେ ପଡ଼ିବା ପରେ…

ବଲାଙ୍ଗୀର,୧୪ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସୋମବାର ଅଘଟଣ ଘଟିଛି। ମେଡିସିନ ଓ୍ବାର୍ଡର ଦିତୀୟ ମହଲା କୋଠାରୁ ଜଣେ ରୋଗୀ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରୋଗୀ ଜଣକ ବଲାଙ୍ଗୀର ସହର ଖରସେଲପଡ଼ାର ପୂର୍ଣ୍ଣଚନ୍ଦ୍ର…

ଷ୍ଟିଅରିଂ ଛାଡ଼ ଆନ୍ଦୋଳନବେଳେ ଡ୍ରାଇଭରଙ୍କୁ ମାଡ଼: ୮ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୧ା୭(ସୁନୀଲ କୁମାର ମହାନ୍ତି): ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିଥିବାବେଳେ ଟ୍ରକ୍‌ ଚଳାଇବାରୁ ଭଇଁଷାପାଲି ଟୋଲ୍‌ ଗେଟ୍‌ଠାରେ ଜଣେ ଡ୍ରାଇଭରଙ୍କୁ ଆନ୍ଦୋଳନରତ କେତେଜଣ ଡ୍ରାଇଭର ସଂଘବଦ୍ଧ ଆକ୍ରମଣ କରି ମାଡ଼ ମାରିଥିବା ପୁଇଁତଳା ଥାନାରେ ଗୁରୁବାର ଅଭିଯୋଗ…

ଡ୍ରାଇଭରଙ୍କୁ ପିଟିଲେ ଆନ୍ଦୋଳନରତ ଡ୍ରାଇଭର

ବଲାଙ୍ଗୀର,୧୦।୭: ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଟୋଲ ଗେଟ୍‌ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆନ୍ଦୋଳନରତ ଡ୍ରାଇଭର ଜଣେ ଡ୍ରାଇଭରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ…

ଲିଫ୍ଟରେ ଫସିଲେ ମହିଳା ଡାକ୍ତର

ଟିଟିଲାଗଡ଼,୧୦ା୭(ଶରତ ମିଶ୍ର): ଏକ ଅଭାବନୀୟ ଘଟଣାକ୍ରମେ ଟିଟିଲାଗଡ଼ ସହରର ପିପଲପଦରସ୍ଥିତ ମାତୃ ଓ ଶିଶୁ ଡାକ୍ତରଖାନାର ଲିଫ୍ଟରେ ଜଣେ ଡାକ୍ତରାଣୀ ଦୀର୍ଘ ସମୟ ଧରି ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri