ଟିଟଲାଗଡରେ ଚାଞ୍ଚଲ୍ୟ: ରେଲୱେ ଓଭର ବ୍ରିଜରେ ଝୁଲୁଛି ଝାଲମୁଡ଼ି ଦୋକାନିଙ୍କ ମୃତଦେହ
ବଲାଙ୍ଗୀର,୬।୯ (ସୁନିଲ ମହାନ୍ତି, ଶରତ ମିଶ୍ର): ବଲାଙ୍ଗିର ଜିଲା ଟିଟଲାଗଡ ରେଳୱେ ଓଭର ବ୍ରିଜରେ ଶନିବାର ସକାଳୁ ଝାଲମୁଡ଼ି ବ୍ୟବସାୟୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, ଆଜି ସକାଳୁ ସକାଳୁ ଲୋକେ ପ୍ରାତଃ ଭ୍ରମଣ କରିବା ପାଇଁ…
ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଚଳନ୍ତା କାରରୁ ଗଞ୍ଜେଇ ଜବତକଲା ପୋଲିସ : ଛତିଶଗଡ଼ର ଦୁଇ ଗିରଫ
ବଲାଙ୍ଗୀର,୫।୯( ସୁନିଲ ମହାନ୍ତି ): କଣ୍ଟାମାଳ ବୌଦ୍ଧରୁ ତୁଷୁରା ନାଇକେନ ଶିରା ଛକଦେଇ ବଲାଙ୍ଗୀକୁୁ କାରରେ ଗଞ୍ଜେଇ ଆସୁଥିଲା । ଏକ ସୁଇପ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସକୁ ଆଗରୁ ସୂଚନା ମଧ୍ୟ ମିଳିଥିଲା। ପୁର୍ବ ପ୍ରସ୍ତୁତି ଅନୁଯାୟୀ ଫିଲ୍ମ…
ଆରମ୍ଭ ହେଲା କଂଗ୍ରେସର ‘ସଙ୍ଗଠନ ସୃଜନ ଅଭିଯାନ’: ଏହାର ମୂଳ ଲକ୍ଷ୍ୟ ହେଉଛି….
ବଲାଙ୍ଗୀର, ୫।୯(ସୁନୀଲ ମହାନ୍ତି): ଜିଲାରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଚାଲିଥିବା ‘ସଙ୍ଗଠନ ସୃଜନ ଅଭିଯାନ’ କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ବଲାଙ୍ଗୀର ଜିଲାରେ ଆରମ୍ଭ ହୋଇଛି। ସ୍ଥାନୀୟ ସାମ୍ବାଦିକ ଭବନ ଠାରେ…
ଦବଙ୍ଗଗିରିକୁ ନେଇ ଏସ୍ପିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ବଦଳିଲେ ଦୁଇ ଆଇଆଇସି
ବଲାଙ୍ଗୀର,୪ା୯(ସୁନୀଲ କୁମାର ମହାନ୍ତି): ଦବଙ୍ଗଗିରିକୁ ନେଇ ବଲାଙ୍ଗୀର ଏସ୍ପି ଅଭିଳାଷ ଜୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଣ୍ଟାବାଞ୍ଜି ଥାନାକୁ ମାଡ଼ି ବସିଥିବା ରଶ୍ମିତା ବେହେରାଙ୍କୁ ସଇଁତଳା ଥାନା ଏବଂ ସଇଁତଳା ଥାନା ଅଧିକାରୀ ରମେଶ ଚନ୍ଦ୍ର ବଢ଼େଇଙ୍କୁ ବଲାଙ୍ଗୀର ହେଡ୍କ୍ୱାର୍ଟରକୁ…
ବ୍ଲକ କାର୍ଯ୍ୟାଳୟରେ ଗୁଣ୍ଡାରାଜ୍, ବିଲ୍ ନ କରିବାରୁ ଜେଇଙ୍କୁ ମାଡ଼ ମାରିଲେ ଠିକାଦାର
ବଲାଙ୍ଗୀର,୩ା୯(ସୁନୀଲ ମହାନ୍ତି): ବଲାଙ୍ଗୀର ପୁଇଁତଳା ବ୍ଲକ କାର୍ଯ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ବ୍ଲକ ଜେଇ ବିଭୂତି ଭୂଷଣ ମହାନ୍ତି ନିଜ ଅଫିସ ଚ୍ୟାମ୍ବରରେ କାର୍ଯ୍ୟରତ ଥିବାବେଳେ ଏହି ସମୟରେ ଜଣେ ଠିକାଦାର ଆସି ଜେଇଙ୍କୁ ଗାଳିଗୁଲଜ କରିବା ସହ ମାଡ଼…
ବେଆଇନ କ୍ରସରରେ ତହସିଲଦାର-ପୋଲିସର ମିଳିତ ଚଢ଼ାଉ, ଜବତ ହେଲା କ୍ରସର ମେଶିନ
ବଲାଙ୍ଗୀର/ସଇଁତଳା,୩ା୯(ସୁନିଲ ମହାନ୍ତି, ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲାରେ ବେଆଇନ କ୍ରସର୍ ଚାଲିଥିବା ନେଇ ଦୀର୍ଘଦିନରୁ ଅଭିଯୋଗ ହେଇଆସୁଥିଲା। ସଇଁତଳା ତହସିଲଦାର କୌଣସି ଏକ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ସଇଁତଳା ବ୍ଲକ କଅଁସର ପଞ୍ଚାୟତ କେଛୋମୁହାଣ କ୍ରସର ଉପରେ…
ଫାଣ୍ଡିରେ ପଶି ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ମାମଲା ରୁଜୁ
ସଇଁତଳା,୩।୯: ବଲାଙ୍ଗୀର ଜିଲା ବଡ଼ମାଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୨ଜଣ ଦୁର୍ବୃତ୍ତ ଫାଣ୍ଡି ଭିତରକୁ ଧସେଇ ପଶି ଫାଣ୍ଡି ଅଧିକାରୀଙ୍କୁ ଅତର୍କିତ ଆକ୍ରମଣ କରିବା ସହ ତାଙ୍କୁ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ,…
ପୋଲିସ ଅଧିକାରୀଙ୍କ ସ୍ବାମୀଙ୍କ ଦବଙ୍ଗଗିରି: ଲୋକଙ୍କୁ ମାଡ ମାରି ଥାନାକୁ ଜବରଦସ୍ତି ଆଣି…
ବଲାଙ୍ଗୀର, ୩।୯ (ସୁନିଲ କୁମାର ମହାନ୍ତି ): କଣ୍ଟାବାଞ୍ଜିଠାରେ ମଙ୍ଗଳବାର ରାତି ପ୍ରାୟ ୯ଘଣ୍ଟା ୩୦ ମିନିଟ ସମୟରେ ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଭୁଜା ଠେଲାରେ ଭୁଜା ଖାଉଥିବା କିଛି ଲୋକଙ୍କୁ ମାଡ ମାରିଥିବା…
ଇଣ୍ଡିଆ ବୁକ ଅଫ ରେକର୍ଡ-୨୦୨୫ରେ ସ୍ଥାନ ପାଇଲା ବଲାଙ୍ଗୀର କୁନି ଝିଅ ଅନଭିକା
ବଲାଙ୍ଗୀର,୨।୯(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ରାଜେନ୍ଦ୍ର ପଡା ନିବାସୀ କୁନି ଝିଅ ଅନଭିକା ତ୍ରିପାଠୀ (୨ ବର୍ଷ ୬ ମାସ)ଙ୍କର ଅସାଧାରଣ ସ୍ମରଣ ଶକ୍ତି ଥିବାରୁ ତାଙ୍କ ନାମ ଗତ ଅଗଷ୍ଟ ୧୪ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡ-୨୦୨୫ରେ ସ୍ଥାନ ପାଇଛି…
ନିଶା ନିବାରଣ ନେଇ ଭିନ୍ନ ପ୍ରୟାସ : ସଚେତନତା ବାର୍ତ୍ତା ଦେବାକୁ ପହଞ୍ଚିଲେ ବିଧାୟକ କଳିକେଶ ସିଂଦେଓ
ବଲାଙ୍ଗୀର,୨।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୋଲିସ ପ୍ରଶାସନ ଓ ପୌରପରିଷଦ ପକ୍ଷରୁ ନିଶା ନିବାରଣକୁ ନେଇ ମଙ୍ଗଳାବାର ସ୍ଥାନୀୟ ବ୍ରାହ୍ମଣପଡା ଛକରେ ପଥପ୍ରାନ୍ତ ନାଟକର ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଧାୟକ କଳିିକେଶ ନାରାୟଣ ସିଂଦେଓ ,…
ଘର ସାମ୍ନାରେ ସନ୍ତୋଷଙ୍କୁ ହତ୍ୟା: ସନ୍ଦେହଘେରରେ ସ୍ତ୍ରୀ
ବଲାଙ୍ଗିର, ମୁରିବାହାଲ, ୨।୯:( ସୁନିଲ ମହାନ୍ତି/ଶ୍ରୀବତ୍ସ ସାହୁ): ବଲାଙ୍ଗିର ଜିଲା ମୁରିବାହାଲ ଥାନା ମାଲେଶିରା ଗ୍ରାମ ପଞ୍ଚାୟତ ଡେଙ୍ଗପଦର ଗାଁରେ ଘର ସାମ୍ନାରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି l କେହିଜଣେ ଏକ ଧାରୁଆ ଅସ୍ତ୍ରରେ ସନ୍ତୋଷ ପରାଭୁଏ…
ଆୟୁର୍ବେଦ ମହାବିଦ୍ୟାଳୟରେ ସର୍ବଭାରତୀୟ ପ୍ରଶିକ୍ଷଣ: ୧୫ ରାଜ୍ୟରୁ ଯୋଗଦେଲେ
ବଲାଙ୍ଗୀର,୧।୯(ସୁନିଲ କୁମାର ମହାନ୍ତି): ସ୍ଥାନୀୟ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟଓ ଚିକିତ୍ସାଳୟରେ ଏକ ସର୍ବ ଭାରତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ତଥା ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟା ପୀଠର ମିଳିତ ଆନୁକୁଲ୍ୟରେ ସର୍ବ…
Archives


