କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ
ବଲାଙ୍ଗୀର ଅଫିସ,୨୪ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ମଙ୍ଗଳବାର ଜିଲା ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି। ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଭାବେ…
୨୦ ବଛର ହେଲା ଆବେଦନ କରିଆସୁଛନ୍: ଭତାରୁ ବଁଚିତ୍ ୯୦ ବଛରିଆ ବୁରୁଧ୍
ଦେଓଗାଁ,୨୮ା୧(ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଦେଓଗଁା ବ୍ଲକ ରାମଚନ୍ଦ୍ରପୁର ପଁଚେତ୍ ଲୁହାଖାନା ଗଁାର ୯୦ ବଛ୍ରିଆ ବୁରୁଧ୍ ମଧୁ ପଟେଲ। ବଏସର ଶେଷ ମୁଡ଼ସାକେ ପୁହୁଁଚି ସାରିଥିଲେ ବି ସେ ଭତାରୁ ବଁଚିତ୍ ହେଇ ରହିଛନ୍। ଭୋଟ ପରିଚଏପତର ଆର ଆଧାରକାର୍ଡର…
ଲୋଇସିଂହା ଷ୍ଟାଡିୟମରେ ପତାକା ଉତ୍ତୋଳନ କଲେ ବିଧାୟକ
ଲୋଇସିଂହା,୨୬।୧(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମଠାରେ ସ୍ଥାନୀୟ ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ ପକ୍ଷରୁ ପଞ୍ଚାୟତସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଛାତ୍ରୀଛାତ୍ର…
ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
କଣ୍ଟାବାଞ୍ଜି,୨୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜ ଅଧିନ ପଖନମୁଣ୍ଡା ଗାଁରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଗତରାମ ବଗର୍ତ୍ତୀଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ…
ବନ ବିଭାଗ ପକ୍ଷରୁ ଚଢ଼ାଉ: ବ୍ୟାପକ ଶାଗୁଆନ କାଠ ଜବତ
ଲୋଇସିଂହା,୨୫।୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ବନ ବିଭାଗ ସ୍କ୍ବାଡ୍ ପକ୍ଷରୁ ସାଲେଭଟାର ଡୁଡୁକା ରାସ୍ତାରେ ଥିବା ଜଣେ ବ୍ୟବସାୟୀଙ୍କ ଘରେ ଶନିବାର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବ୍ୟାପକ ଶାଗୁଆନ ଗଣ୍ଡି ଜବତ ହୋଇଛି । ତେବେ ଏହି ଘଟଣାରେ କାହାରିକୁ ଗିରଫ…
ଟ୍ରକ୍ ଧକ୍କାରେ ଯୁବକ ମୃତ ଘଟଣା: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକୋ
ପାଟଣାଗଡ଼,୨୫।୧(ଡି.ଏନ୍.ଏ.):ବଲାଙ୍ଗୀର ଜିଲା ପାଟଣାଗଡ଼ ଡାକ୍ତରଖାନା ସମ୍ମୁଖରେ ଶୁକ୍ରବାର ରାତିରେ ଏକ ଟ୍ରକ୍ ଧକ୍କାରେ ରହେନମାଲ ଗ୍ରାମର ଯୁବକ ବେଣୁଧର କୁଅଁରଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଶନିବାର ସକାଳୁ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କ୍ଷତିପୂରଣ ଦାବିରେ…
ଭତାରୁ ବଁଚିତ୍ ବୁରୁଧ୍ ଦମ୍ପତି
ଲୋଇସିଂହା, ୨୫ା୧ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗଁା(ଖ) ସଦର ଗଁାର ବୁରୁଧ୍ ଦମ୍ପତି ଯଦୁମଣି ହରପାଲ(୬୩) ଆର ଉଷା ହରପାଲ(୬୦) ବୁଢ଼ାବୁଢ଼ୀ ଭତା ପାଏବାରୁ ବଁଚିତ୍ ହେଇ ରହିଛନ୍। ଇ ଦମ୍ପତି ଭତାର ଲାଗି ଅନେକ ଥର ପଁଚେତ୍ରୁ…
ତୁଷୁରାରେ ଆମ୍ବୁଲେନ୍ସ ସେବା: ରୁଗୀକୁ ନାଇଁ, ଭିଆଇପିକୁ ହଁ
ଗୁଡ଼ଭେଲା, ୨୫।୧ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ତୁଷୁରା ଏନ୍ଏସିରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୁଗୀ ଆମ୍ବୁଲାନ୍ସ ସେବାରୁ ବଁଚିତ୍ ହେଉଥିଲାବେଲେ ଭିଆଇପିମାନକର ସେବାରେ ଲାଗୁଥିବାର ଅଭିଯୋଗ ହେଉଛେ। ଇ କେନ୍ଦ୍ରରେ ଗୁଟେ ୧୦୮ ଆମ୍ବୁଲାନ୍ସ ଆର ମହିଳା ଶିଶୁ ବିକାଶ…
ସାତ୍ସପନ ହେଇଛେ ଆବାସ ଘର: ଦଦ୍ରା ଘରେ ମୁଡ଼ ଗୁଁଜିଛନ୍ ଗରିବ୍ ପରିବାର
ଲାଠୋର, ୨୫।୧ (ଡି.ଏନ୍.ଏ.)- କେନ୍ଦ୍ର ଆର ରାଏଜ୍ ସରକାର ଉଭଏ ଗରିବ୍ ଦୁଖି, ବାସହୀନ ପରିବାରମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍। ହେଲେ ସର୍ଭେରେ ଭୁଲଭଟକା, ପରଶାସନିକ ଅଧ୍କାରୀକଁର ଉଦାସିନ୍ତା ଲାଗି ଅନେକ୍ ଜାଗାରେ ହକ୍ଦାର ହିତାଧିକାରୀ ଯୋଜନାରୁ ବାଦ୍…
କୁଡ଼ାସାହି ଗ୍ରାମରେ ଡକାୟତି: ମାଡ଼ମାରି ଲୁଟିନେଲେ ଗହଣା, ଟଙ୍କା
ବଲାଙ୍ଗୀର ଅଫିସ,୨୪।୧: ବଲାଙ୍ଗୀର ଜିଲା କୁଡ଼ାସାହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ରାତିରେ ଗ୍ରାମର ଉଜ୍ଜ୍ୱଳ ସାହୁଙ୍କ ଘର ଆଗରେ ଏକ ବୋଲେରୋ ରହିଥିଲା। ବୋଲେରୋରୁ ୧୦/୧୨ ଜଣ ଡକାୟତ ଆସି ଉଜ୍ଜ୍ୱଳଙ୍କ ଘରେ ପଶିଥିଲେ। ତାଙ୍କ ସ୍ତ୍ରୀ…
ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଜେଲ୍ରୁ ବାହାରିଲେ ପୁଞ୍ଜିଲାଲ
ବଲାଙ୍ଗୀର ଅଫିସ,୨୪ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ ପାଇ ଜେଲରୁ ମୁକୁଳିଛନ୍ତି। ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଭାବେ ମାତ୍ର ୪…
ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ
ବଲାଙ୍ଗୀର ଅଫିସ, ୨୪ା୧: ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଓକିଲ ସଂଘ ପକ୍ଷରୁ ଦୀର୍ଘବର୍ଷ ଧରି ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ଏବେ ଏକ ଭିନ୍ନମୋଡ ନେଇଛି। କିଛି ଦିନ ତଳେ ବାର କାଉନସିଲ ଅଫ୍ ଇଣ୍ଡିଆ ଆନ୍ଦୋଳନରତ ଓକିଲମାନଙ୍କ…
Archives


