ବଲାଙ୍ଗୀର

୧୩ ପଞ୍ଚାୟତରେ ୧୩ ଆଇସୋଲେଶନ କେନ୍ଦ୍ର, ୪୩୫ ଶଯ୍ୟା ପ୍ରସ୍ତୁତ

ଗୁଡଭେଲା,୨୨ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ୧୩ଟି ପଞ୍ଚାୟତରେ ୧୩ ଆଇସୋଲେଶନ କେନ୍ଦ୍ର ଖୋଲାଯାଇଥିବା ବେଳେ ୪୩୫ଟି ଶଯ୍ୟା ପ୍ରସ୍ତୁତ ରହିଛି। ଏହି ସମସ୍ତ କେନ୍ଦ୍ରକୁ ବ୍ଲକ ଅଧ୍ୟକ୍ଷ ତଥା…

ଗ୍ରୀନ୍‌ ଜୋନ୍‌ରେ ବଲାଙ୍ଗୀର: ଲକ୍‌ଡାଉନ୍‌ କୋହଳ ପାଇଁ ସାମାଜିକ ଦୂରତ୍ୱ ହେଲା ଖୋଲା ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୨୧ା୪- ବଲାଙ୍ଗୀର ଜିଲା ଗ୍ରୀନ୍‌ ଜୋନ୍‌ରେ ରହିଛି । ଏଭଳି କ୍ଷେତ୍ରରେ ଏପ୍ରିଲ ୨୦ ତାରିଖ ପରେ ଗ୍ରୀନ୍‌ ଜୋନ୍‌ ଜିଲାଗୁଡିକରେ ଲକ୍‌ଡାଉନ୍‌ କୋହଳ କରାଯିବ ବୋଲି ଆଲୋଚନା ହେଉଥିଲା। ପୂର୍ବରୁ ମେଡିକାଲ ଷ୍ଟୋର, ଗ୍ରୋସରୀ ଦୋକାନ, ଡେଲିମାର୍କେଟ,…

ଜୀବନ ବିନ୍ଦୁ କାର୍ଯ୍ୟକ୍ରମ: ୩୦ୟୁନିଟ ରକ୍ତ ସଂଗ୍ରହ

ଟିଟିଲାଗଡ଼, ୨୧।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି। ରକ୍ତ ଅଭାବ ଦୂର ଲାଗି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଆହ୍ବାନ କ୍ରମେ ବିଜୁ…

କାଠ ବୋଝେଇ ଟ୍ରାକ୍ଟର ଜବତ୍‌, ଜଣେ ଗିରଫ

ଖପ୍ରାଖୋଲ, ୨୧ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ହରିଶଙ୍କର ରେଞ୍ଜ ସାନ ବାଂଜିପାଲି ଗାଁ ନିକଟରେ ଜଙ୍ଗଲ ବିଭାଗ ଚଢାଉ କରି ସୋମବାର ବିଳମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ା ଗିରଫ…

ମ୍ୟୁନିସିପାଲିଟି କରୋନା ଯୋଦ୍ଧାଙ୍କୁ ଔଷଧ ବ୍ୟବସାୟୀ ସଂଘର ସହାୟତା

ବଲାଙ୍ଗୀର ଅଫିସ, ୨୧ା୪: କରୋନା ସଂକ୍ରମଣକୁ ଖାତିର ନ କରି ଲକ୍‌ଡାଉନ୍‌ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ବଲାଙ୍ଗୀର ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ମାସ୍କ, ହାତଧୁଆ ସାବୁନ୍‌, ପାଣି ବୋତଲ ଏବଂ ବିସ୍କୁଟ ବଣ୍ଟନ କରାଯାଇଛି।…

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କଡାକଡି କଲେ ତହସିଲଦାର

ଗୁଡଭେଲା ୨୧।୪, (ଡି.ଏନ.ଏ.)- ରାଜ୍ୟରେ ସାଧାରଣ ଲୋକ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଲକ ଡାଉନ ନିୟମକୁ ନେଇ ଆଦୌ ସଚେତନ ହେଉନାହାନ୍ତି କିଛି ଲୋକ। ଏଥିପାଇଁ ବଲାଙ୍ଗୀର ଜିଲା ତୁଷୁରା ଏନଏସି ଓ ପୋଲିସ ଦ୍ୱାରା…

ଲକ୍‌ଡାଉନ ପ୍ରଭାବ: ଅମଳ ଆଖୁ ବିକିପାରୁନି ଚାଷୀ

ଖପ୍ରାଖୋଲ, ୨୦ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡିଛି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ଆଖୁଚାଷୀ ଲକ୍‌ଡାଉନ ଯୋଗୁ ସଙ୍କଟରେ ପଡି ଯାଇଛନ୍ତି। ଯେଉଁମାନେ କ୍ଷେତରୁ କାଟି ଆଣିଥିଲେ…

ବଲାଙ୍ଗୀର ପୌରପାଳିକା ବୁଲା ଗୋରୁଙ୍କୁ ଖାଇବାକୁ ଦେଉନି

ବଲାଙ୍ଗୀର, ୨୦ା୪-ଲକ୍‌ଡାଉନ ଅବଧିକୁ ପ୍ରାୟ ମାସେ ପୂରିବାକୁ ବସିଲାଣି। ବଲାଙ୍ଗୀର ସହରରେ ବୁଲା ଗାଈଗୋରୁ ଭୋକିଲା ଅବସ୍ଥାରେ ବୁଲୁଛନ୍ତି। ରାଜ୍ୟ ସରକାର ବୁଲା ଗାଈଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବଲାଙ୍ଗୀର ମ୍ୟୁନିସିପାଲଟିରେ ଏହାକୁ ପାଳନ କରାଯାଉନାହିଁ। ନାମକୁ…

ତାଲା ପଡ଼ିଛି ସେଲୁନ, ପରିବାର ପୋଷଣ ଚିନ୍ତାରେ ଦୋକାନୀ

ଲାଠୋର, ୨୦।୪ ((ଡି.ଏନ.ଏ.): ସାରା ଦେଶରେ ଲକଡାଉନ ଘୋଷଣା ଜାରି ରହିଛି। ଏଣୁ ଗରିବ ପରିବାର ନିଜର ଜୀବିକା ହରାଇ ଘରେ ବସିଛନ୍ତି। ପରିବାର ପୋଷିବାକୁ ସମସ୍ତେ ଚିନ୍ତାରେ। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋରରେ ସେଲୁନ କରି ଜୀବିକା ନିର୍ବାହ…

କଣ୍ଟାବାଞ୍ଜିରେ ସ୍ଥିତି ଅନୁଧ୍ୟାନ କଲେ ବଲାଙ୍ଗୀର ଏସ୍‌ପି

କଣ୍ଟାବାଞ୍ଜି, ୨୦।୪(ଡି.ଏନ.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକ୍‌ ଡାଉନ ରଖା ଯାଇଛି। ହେଲେ ଏହା ଠିକ୍‌ ଠାକ୍‌ ଭାବେ ପାଳନ ହେଉଛି କି ନାହିଁ ତାହା ପରଖିବା ପାଇଁ ବଲାଙ୍ଗୀର ଏସପି ସନ୍ଦୀପ ମାଡକର କଣ୍ଟାବାଞ୍ଜି ବିଭିନ୍ନ…

ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଇସୋଲେଶନ ସେଣ୍ଟର ପାଇଖାନା ନିର୍ମାଣରେ ଅନିୟମିତତା: ଅଭିଯୋଗ ଆଣିଲେ ଅଞ୍ଚଳବାସୀ

ଲୋଇସିଂହା ,୨୦।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଇସୋଲେଶନ ସେଣ୍ଟର ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏକ ପୁରୁଣା ଟାଙ୍କିକୁ ମରାମତି କରି ଅର୍ଥ ଆତ୍ମସାତ ପାଇଁ ଉଦ୍ୟମ ଚାଲିଥିବା ସ୍ଥାନୀୟ ଅଞ୍ଚଳବାସୀ ଆଭିଯୋଗ କରିଛନ୍ତି। ସୂଚନାନୁଯାୟୀ,…

ଅବକାରୀ ବିଭାଗର ଚଢ଼ାଉ: ୪୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

ଗୁଡଭେଲା,୨୦ା୪(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ତୁଷୁରା ଅବକାରୀ ବିଭାଗ ପକ୍ଷରୁ ସୋମବାର ୪୦ ଲିଟର ରନ୍ଧା ଦେଶୀ ମଦ ସହ ଏକ ବାଇକ୍‌ ଓଡି-୦୩ ଏନ୍‌ ୩୫୦୩ ଜବତ କରାଯାଇ ଥିବାବେଳେ ଦେଓଗାଁ ବ୍ଲକ ଅନ୍ତର୍ଗତ ମୁରସିଂଙ୍ଗ ଗ୍ରାମର ଯୋଗେଶ୍ୱର ବାଗ୍‌ଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri