ପାଟଣାଗଡ଼, ୨୬ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ପ୍ରଶାସନ ବେଆଇନ ମୋରମ ଚୋରା ଚାଲାଣ ବେଳେ ୪ ଟ୍ରାକ୍ଟର, ଗୋଟିଏ ଜେସିବିକୁ ଜବତ କରିଛି। ସୋମବାର ତହସିଲ…
ବଲାଙ୍ଗୀର ଅଫିସ,୨୪ା୭- ବଲାଙ୍ଗୀର ସହର ଶାନ୍ତିପଡାରେ ଗୁରୁବାର ଜଣେ ଯୁବତୀଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ା କନ୍ୟାଘର ଲୋକେ ବରପକ୍ଷଙ୍କୁ ସ୍ବାଗତ କରିବା ପାଇଁ…
ବଲାଙ୍ଗୀର ଅଫିସ, ୨୨ା୭: ଜଣାଶୁଣା ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ତଥା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ (୫୫)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସକାଳେ ସେ…
ବଲାଙ୍ଗୀର ଅଫିସ,୧୯ା୭: ବନ୍ଧୁକ ଦେଖାଇ ଅପହରଣ ଓ ଡକାୟତି ଘଟଣାରେ ଟାଉନ ଥାନା ପୋଲିସ ୪ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ…
ବଲାଙ୍ଗୀର ଅଫିସ, ୧୯ା୭: ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ସମୟରେ ଜିଲାର କରୋନା ଯୋଦ୍ଧା ସେମାନଙ୍କର ନିରବଚ୍ଛିନ୍ନ ଓ…
ବଲାଙ୍ଗୀର ଅଫିସ,୧୩ା୭: ବଲାଙ୍ଗୀର ସହର ତୁଲସୀନଗର ପଡ଼ାରେ ଏକ ଅଘଟଣ ଘଟିଛି। ସେଣ୍ଟ୍ରିଂ ଖୋଲୁଥିବା ବେଳେ ଘର ଛାତ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ସୂଚନାଯୋଗ୍ୟ,…
ଖପ୍ରାଖୋଲ, ୧୩ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଜଲିଆବାହାଲ ଗାଁର କୃଷ୍ଣ ଦାସ( ୭୫)। ଗାଁମୁଣ୍ଡରେ ଭଙ୍ଗା ଦଦରା ଘରେ ସ୍ତ୍ରୀ ଲକ୍ଷ୍ମୀ…
ବେଲପଡା,୧୧ା୭(ଡି.ଏନ.ଏ.)-ବଲାଙ୍ଗୀର ଜିଲା ବେଲପଡା ଥାନା ଅଧୀନ ମୁଣ୍ଡାଗଁାରେ ଏକ ଡବଲ ମର୍ଡର ଘଟଣା ଘଟିଛି ା ଟଙ୍କା ଦେଣନେଣକୁ କେନ୍ଦ୍ର କରି ଶନିବାର ଅପରାହ୍ନରେ ଏହି ଦୁଃଖଦ…
ଟିଟିଲାଗଡ଼, ୭ା୭ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗଁାରେ ଗତ ୨ତାରିଖ ଘଟିଥିବା ବର୍ଜୁ ରଣା (୫୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟା…
ବଲାଙ୍ଗୀର ଅଫିସ, ୨୯।୬: ବଲାଙ୍ଗୀର ସଦର ବ୍ଲକ ଚୁଡାପାଲି ଗ୍ରାମର ମମତା ପଣ୍ଡା । ସେ ଜଣେ ଅଙ୍ଗନଓ୍ବାଡି କର୍ମୀ । ହେଲେ ଜନ୍ମରୁ ଦିବ୍ୟାଙ୍ଗ ଥିବା…