ଅନୁଗୋଳ

ହାଟରେ ଶତାଧିକ ଲୋକଙ୍କ ଭିଡ଼

ବନ୍ତଳା, ୨୯ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ସତ୍ତ୍ୱେ ଏହାକୁ ଲୋକେ ମାନୁ ନ ଥିବା  ଦେଖିବାକୁ ମିଳିଛି । ରବିବାର ଅନୁଗୋଳ ଛକଠାରେ ସାପ୍ତାହିକ ହାଟ ଥିବାରୁ ସେଠାରେ ଏକ ସଙ୍ଗରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ। ଜିଲାର…

ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ବଇଣ୍ଡା, ୨୯ା୩(ଡି.ଏନ.ଏ.)- କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଜନତା ମହାବିଦ୍ୟାଳୟ ଓ କିଶୋରନଗର ଡିଗ୍ରୀ କଲେଜ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ସେମାନଙ୍କ ଗୋଟିଏ ଦିନର…

ବସିଲା କୁଲାଡ଼ ହାଟ: ଗହଳି ନ କରି ଶାନ୍ତିଶୃଙ୍ଖଳାରେ ପରିବା କିଣିଲେ ଲୋକେ

ବଅଁରପାଳ,୨୯।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲାର ବଅଁରପାଳ ବ୍ଲକ କୁଲାଡ ଏଫ୍‌ସିଆଇ ଛକଠାରେ ରବିବାର କୁଲାଡ଼ ହାଟ ବସିଛି। ଲକ୍‌ଡାଉନ୍‌ ଲାଗି ଅନୁଗୋଳ ହାଟ ବନ୍ଦ ହୋଇଥିବା ବେଳେ କୁଲାଡ଼ ହାଟକୁ ବହୁ ଚାଷୀ ଆସି ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିଛନ୍ତି।…

ସୁରଟରେ ଅଟକିଛନ୍ତି ଶତାଧିକ ଓଡ଼ିଆ

ଆଠମଲ୍ଲିକ/ଛେଣ୍ଡିପଦା,  ୨୯।୩(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ଓ ଛେଣ୍ତିପଦା ବ୍ଲକର ଶତାଧିକ ଦାଦନ ସୁରଟରେ ଫସି ରହିଛନ୍ତି। ଟଙ୍କା ଅଭାବରୁ ସେମାନେ ଖାଇବାକୁ ପାଉ ନ ଥିବା ଏକ ଭିଡିଓରେ ଜଣାଇଛନ୍ତି। ଆଠମଲ୍ଲିକ ବ୍ଲକ କନ୍ତପଡା ପଞ୍ଚାୟତ…

ପଞ୍ଚାୟତରେ ସରିନି ଆଇସୋଲେଶନ ସେଣ୍ଟର

ଅନୁଗୋଳ ଅଫିସ, ୨୯।୩ – କରୋନା ସଂକ୍ରମଣ ଏବେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯିବା ସହ ଏହାର ମୁକାବିଲାକୁ ଅଧିକ ଶାଣିତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନୁଗୋଳ ଜିଲା ପ୍ରଶାସନ ମଧ୍ୟ ଏ ନେଇ ଘନ…

ସମସ୍ୟା ଥିଲେ ଜଣାଅ: ଏସ୍‌ପି

ଅନୁଗୋଳ ଅଫିସ, ୨୯।୩ – ଲକ୍‌ଡାଉନ୍‌ ବେଳେ ଅନୁଗୋଳ ଜିଲାବାସୀଙ୍କୁ ସହାୟତା ପାଇଁ ପୋଲିସ ଓ ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି। ଯଦି କେହି କୌଣସି ସମସ୍ୟା ଅନୁଭବ କରୁଛି ତା’ହେଲେ ନିଜ ଅଞ୍ଚଳର ଉପଖଣ୍ଡ ଅଧିକାରୀ ଓ ଥାନାକୁ ଯୋଗାଯୋଗ…

ବନ୍ଦ ହେଲା ଅନ୍‌ଲାଇନ୍‌ ଟିକେଟ ବ୍ୟବସ୍ଥା

ଅନୁଗୋଳ ଅଫିସ, ୨୯।୩ – କରୋନା ରୋକିବାକୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିବା ଅତ୍ୟନ୍ତ ଆବଶ୍ୟକ। ଏପରି କି ପରିବା ଦୋକାନ ଠାରୁ ମେଡିସିନ ଦୋକାନ ଯାଏ ସବୁଠି ଲକ୍ଷ୍ମଣରେଖା ଟଣାଯାଇଛି। ତେବେ ଶନିବାରଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ…

ସଂକ୍ରମଣ ରୋକିବାକୁ ଏନ୍‌ଟିପିସିର ସତର୍କତା

ତାଳଚେର, ୨୯।୩(ନି.ପ୍ର.) – କରୋନାଜନିତ ସ୍ବାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା କଣିହଁାସ୍ଥିତ ଏନ୍‌ଟିପିସି ପକ୍ଷରୁ ଓଡ଼ିଶା ତଥା ଦେଶର ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିପାଇଁ ପ୍ଲାଣ୍ଟର ସିଜିଏମ୍‌ଙ୍କ ନେତୃତ୍ୱରେ ଏକ…

କ୍ୱାରାଣ୍ଟାଇନ, ଲକଡାଉନ ନିୟମ ଉଲ୍ଲଂଘନ: ୧୪ ମାମଲା

ଅନୁଗୋଳ ଅଫିସ୍, ୨୮ା୩- ବାହାରୁ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନ ବା ସଙ୍ଗରୋଧରେ ରହିବାକୁ ବାରମ୍ବାର ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହାକୁ ଅନେକେ ମାନୁ ନ ଥିବା ଦେଖାଦେଇଛି । ଅନୁଗୋଳ ଜିଲାକୁ ରାଜ୍ୟ ତଥା ରାଜ୍ୟ ବାହାରୁ…

ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଶନିବାର ଚେରଖଣ୍ଡି ଗ୍ରାମର ଶିକ୍ଷକ ମାନସ ରଞ୍ଜନ ନାୟକଙ୍କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ନଂ. ୩୩/୨୦ରେ ମାମଲା…

ବାଡ଼ ଦେଇ ରାସ୍ତା ଅବରୋଧ, ଜିଲାପାଳଙ୍କୁ ଅଭିଯୋଗ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ଲୋକେ ଗାଁକୁ ଯିବାଆସିବା ରାସ୍ତାରେ ବାଡ଼ ଦେଇ ବାଟ ଅବରୋଧ କରିଥିବା ଅଭିଯୋଗ ହୋଇଛି । ଏଥିଯେୋଗୁ ସ୍ଥାନୀୟ ଲୋକେ ଜରୁରୀ କାମରେ ମଧ୍ୟ ବାହାରକୁ ଯାଇପାରୁ ନ…

ତିନି ମାସର ଦରମା ଦାନ କଲେ ମୁକେଶ

ପାଲଲହଡ଼ା, ୨୭।୩ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡା ବିଧାୟକ ମୁକେଶ କୁମାର ପାଲ ତାଙ୍କର ଆଗାମୀ ୩ ମାସର ଦରମା (ବେସିକ ସାଲାରି) ବାବଦ ୧ଲକ୍ଷ ୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। କରୋନା ମୁକାବିଲା ପାଇଁ ସହାୟତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri