ଅନୁଗୋଳ

ଜିଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨୨।୨: ପ୍ରସ୍ତାବିତ କୋଇଲା ଡିପୋ, କୋଲ ୱାସେରି ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠାର ନିଷ୍ପିକୁ ପ୍ରତ୍ୟାହାର କରିବା, ପୁରୁଷାନୁକ୍ରମେ ଭୋଗଦଖଲ କରିଆସୁଥିବା ଚାଷଜମି ଓ ବାସଜମି ଦଖଲଦାରଙ୍କୁ…

3 years ago

ଅନୁଗୋଳର ୪ ଖେଳାଳି ଜାତୀୟସ୍ତରକୁ ମନୋନୀତ

ଅନୁଗୋଳ ଅଫିସ, ୨୧ା୨: ଜାତୀୟସ୍ତରରେ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ନିମନ୍ତେ ଅନୁଗୋଳ ଜିଲାରୁ ୪ଜଣ ଖେଳାଳି ମନୋନୀତ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଅନୁଗୋଳରେ…

3 years ago

ଖଣି କାର୍ଯ୍ୟ ରୋକିଲେ କ୍ଷତିଗ୍ରସ୍ତ

ଛେଣ୍ଡିପଦା,୨୧ା୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତର ରାଇଝରଣ, କାଉଁଶିିପ, ଗୋଳାଗାଡିଆ, ଧୋବାମଳିହା ଗ୍ରାମବାସୀ ନାଲ୍‌କୋ ପାଇଁ କୋଇଲା ଖନନ କରୁଥିବା ଘରୋଇ କମ୍ପାନୀରେ ନିଯୁକ୍ତି,…

3 years ago

ବେସରକାରୀ ଜମିରେ ପିଣ୍ଡି

ବଇଣ୍ଡା, ୧୯।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୃର୍ତ୍ତିବାସପୁର ପଞ୍ଚାୟତ ଜରପଡ଼ା ସାପ୍ତାହିକ ହାଟରେ ବ୍ୟବସାୟିକ ସୁବିଧା ପାଇଁ ପିଣ୍ଡି ନିର୍ମାଣ କରାଯାଇଛି। ହେଲେ ଉକ୍ତ ପିଣ୍ଡି…

3 years ago

ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ଓଲଟିଲା ଅଟୋ: ୩ ମୃତ

ଅନୁଗୋଳ ଅଫିସ,୧୯ା୨: ଅନୁଗୋଳ ଜିଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଜାଗର ଯାତ୍ରାରୁ ଫେରୁଥିବା…

3 years ago

୫ ଶ୍ରେଣୀକୁ ଗୋଟିଏ କୋଠରି

ମାଧପୁର, ୧୭ା୨(ଡି.ଏନ୍‌.ଏ): ପ୍ରାଥମିକ ବିଦ୍ୟାଳୟରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ଶିକ୍ଷାନୁଷ୍ଠାନରେ ଥିବା ୨ଟି କୋଠରି ମଧ୍ୟରୁ ଗୋଟିଏ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆଉ ଗୋଟିଏ କୋଠରିରେ ବସୁଛନ୍ତି…

3 years ago

ରାତିରେ ଥରାଉଛି ଗାଁ

ବଇଣ୍ଡା,୧୭ା୨(ପରିକ୍ଷିତ ସାହୁ): ଗ୍ରାମ୍ୟ ଜଙ୍ଗଲରେ ଥିବା ପାହାଡ଼ ଫଟାଇ ଚାଲିଛି ପଥର ଲୁଟ୍‌। ବିଳମ୍ବିତ ରାତିରେ ଡିନାମାଇଟ୍‌ ଲଗାଇ କରାଯାଉଛି ବିସ୍ଫୋରଣ। ଏହାର ପ୍ରଭାବରେ ଥରିଉଠୁଛି ଆଖପାଖ…

3 years ago

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବଇଣ୍ଡା,୧୫।୨ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକର ଅନେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡିଛି। ବିଶେଷକରି ଶିକ୍ଷା ବିଭାଗ ପକ୍ଷରୁ ଖାଲି ପଡିଥିବା ଶିକ୍ଷକ ପଦବୀ…

3 years ago

ସ୍ବକାଷ୍ଟିଂ ସଚଳ ନେଇ ପ୍ରଶ୍ନବାଚୀ

ବଅଁରପାଳ, ୧୫।୨: ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ଅନୁଗୋଳସ୍ଥିତ ସ୍ମେଲଟର ପ୍ଲାଣ୍ଟ କାଷ୍ଟହାଉସ ବି ପରିସରରେ ୨୦୧୩ ମସିହାରେ ସ୍ଥାପନ ହୋଇଥିଲା ଡାଇରେକ୍ଟ ସ୍ବକାଷ୍ଟିଂ ପ୍ଲାଣ୍ଟ। ନାଲ୍‌କୋର…

3 years ago

୨୧ରେ ବିଧାନସଭା ସମ୍ମୁଖରେ ଧାରଣା

ତାଳଚେର, ୧୪ା୨ (ନି.ପ୍ର.): ତାଳଚେର-ପାଲଲହଡା ଓ ପରଜଙ୍ଗ ଅଞ୍ଚଳକୁ ନେଇ ତାଳଚେରକୁ ଜିଲା ଘୋଷଣା କରିବା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ…

3 years ago