ଆମ ଜିଲା ଖବର

ଗୌତମପୁରରେ ଜଳ ସଙ୍କଟ: ଲୋକେ ହନ୍ତସନ୍ତ

ମାଧପୁର, ୨୯।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ଗୌତମପୁର ଗ୍ରାମରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏହି ଗ୍ରାମରେ ଗୋଟିଏ ନଳକୂପ ରହିଛି,…

7 years ago

ତିର୍ତ୍ତୋଲରେ ମାଙ୍କଡ଼ ଆତଙ୍କ: ୫ରୁ ଊର୍ଦ୍ଧ୍ୱ ଆହତ

ତିର୍ତ୍ତୋଲ, ୨୯।୫(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଙ୍କଡ଼ ଆତଙ୍କ ଦେଖାଦେଇଛି। ମାଙ୍କଡ଼ ଆତଙ୍କରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇ…

7 years ago

ଜଙ୍ଗଲ ସୁରକ୍ଷା ନେଇ ବନ ବିଭାଗର ପ୍ରୟାସ: ଜଙ୍ଗଲ ନିକଟ ଗ୍ରାମବାସୀଙ୍କୁ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ

ଶେରଗଡ଼,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ନିକଟସ୍ଥ ମଛାକୋଟ ଗ୍ରାମରେ ବୁଧବାର ବନ ବିଭାଗ ପକ୍ଷରୁ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ କରାଯାଇଛି। ଏଥିରେ ଆଞ୍ଚଳିକ ବନ ସଂରକ୍ଷକ…

7 years ago

ଟ୍ରକ୍‌ ଧକ୍କାରେ ପରିବାରର ୩ ଜଣଙ୍କ ଜୀବନ ଗଲା : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବେଲପାହାଡ଼,୨୯।୫(ଡ଼ି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୌଡପଡା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥରେ ଗୋଟିଏ ପରିବାରର ୩…

7 years ago

ଅଳିଆ ଗଦାରୁ ଶିଶୁପୁତ୍ରର ମୃତଦେହ ଠାବ

ଜୟପୁର,୨୯।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଏକ ଶପିଂ ମଲ ସମ୍ମୁଖରେ ଥିବା ଅଳିଆ ଗଦାରୁ ବୁଧବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁଟିକୁ କେହି…

7 years ago

ଡମ୍ପର ଧକ୍କାରେ ଅଙ୍ଗନଓ୍ବାଡି ଛାତ୍ରୀଙ୍କ ଜୀବନଗଲା

ବନ୍ତ,୨୯ା୫(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଆଗରପଡ଼ା-କୁପାରୀ ରାସ୍ତାର କାଣ୍ଡବା ପୋଲ ନିକଟସ୍ଥ ପେଟ୍ରୋଲ ଟାଙ୍କି ଛକ ନିକଟରେ ବୁଧବାର ସକାଳ ସାଢ଼େ ୬ଟାରେ…

7 years ago

ବାତ୍ୟାରେ ମଣିମୁହଁ ଛାରଖାର: ପୁନର୍ବାର ବୃକ୍ଷରୋପଣ ଦାବି

ନିରାକାରପୁର,୨୯ା୫(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ଅଧୀନ ରାଉଳହଜ ମୌଜାସ୍ଥିତ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଆମ୍ବଗଛ ଥିବା ଏକ ତୋଟା ଫନୀ ଯୋଗୁ ଛାରଖାର ହୋଇଯାଇଛି। ଏହି…

7 years ago

ମା’ଯୋଗମାୟା ଭାଗବତ ପ୍ରତିଯୋଗିତା: ବାଘୁଆପଲ୍ଲୀ ଚାମ୍ପିୟନ

ବୋଲଗଡ଼,୨୯ା୫(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତ ଗ୍ରାମସ୍ଥିତ ରାମଲୀଳା ସ୍ଥଳରେ ଚାଲିଥିବା ମା’ଯୋଗମାୟା ଭାଗବତ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ବିଳମ୍ବିତ ରାତି…

7 years ago

ଆଦିବାସୀ ପିଲାଙ୍କୁ ମିଳୁନି ଜାତିଗତ ପ୍ରମାଣପତ୍ର: ପାଠ ପଢ଼ି ନ ପାରିଲେ ଲାଲବାହିନୀରେ ମିଶିବା ପାଇଁ ଚେତାବନୀ

ମାଲକାନଗିରି, ୨୯।୫(ଡି.ଏନ୍‌.ଏ.) - ହାଇସ୍କୁଲରେ ପାଠ ପଢିବା ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ। କିନ୍ତୁ ବାରମ୍ବାର ଆବେଦନ କଲେ ମଧ୍ୟ ପ୍ରମାଣପତ୍ର ମିଳୁନି। ଫଳରେ ପିଲାମାନଙ୍କ ଭବିଷ୍ୟତ…

7 years ago

ଜିଲାପାଳକଁର ନିରଦେଶକେ ବେଖାତିର: ଘରଭଂଗା ସାହାଯ୍‌ରୁ ବଁଚିତ ଅସାହା ପରିବାର

ବିନିକା,୨୯ା୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କୁହିବାହାଲ ଗଁାର ହିରଣ୍ୟ ନାୟକକଁର ଗଲା ବରଷା ଦିନେ ଭାଂଗି ଯାଇଥିଲା। ସେ ଘରଭଂଗା ସାହାଯ୍‌ ପାଏବାର ବାବ୍‌ଦେ…

7 years ago