ଆମ ଜିଲା ଖବର

ବଲାଙ୍ଗୀରରେ ବିଶ୍ୱ ପରିବେଶ ଦିବସ ପାଳନ; ଗଛ ଲଗାଇ ଜୀବନ ବଞ୍ଚାଇବାକୁ ଜିଲାପାଳ ଦେଲେ ଆହ୍ବାନ

ବଲାଙ୍ଗୀର ଅଫିସ,୫।୬: କରଙ୍ଗାକଟା ବଞ୍ଚାଓ ଅଭିଯାନ ପକ୍ଷରୁ ବୁଧବାର ସ୍ଥାନୀୟ ଗାନ୍ଧୀ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟ…

7 years ago

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୫।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି…

7 years ago

ଭୁବନେଶ୍ୱର-ଝାରସୁଗୁଡା ବିମାନସେବା ଆରମ୍ଭ

ଭୁବନେଶ୍ୱର,୫।୬: ଭୁବନେଶ୍ୱରରୁ ଝାରୁସୁଗୁଡା ଓ ରାୟପୁରକୁ ବିମାନ ସେବା ବୁଧବାରରୁ ଆରମ୍ଭ ହୋଇଛି। ଭୁବନେଶ୍ୱରୁ ପ୍ରଥମ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିଛି। ପୁଣି ଝାରସୁଗଡାରୁ ଭୂବନେଶ୍ୱରକୁ…

7 years ago

ମୁନିଗୁଡା: ପରସ୍ପରକୁ ଆଲିଙ୍ଗନ କରି ‘ଇଦ୍‌ ମୁବାରକ’ ଜଣାଇଲେ ମୁସଲମାନ ଭାଇ

ମୁନିଗୁଡ଼ା,୫।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ମୁସ୍‌ଲିମ୍‌ ସଂପ୍ରଦାୟର ଲୋକଙ୍କ ପକ୍ଷରୁ ଇଦ୍‌ ପର୍ବ ମହା ଆଡ଼ମ୍ବର ସହ ପାଳିତ ହୋଇଛି। ମୁନିଗୁଡ଼ା ମୁସଲିମ୍‌ ସଂଘର ସଭାପତି ଏମ୍‌ଡି…

7 years ago

ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର, ବିଭାଗ ଯନ୍ତ୍ରୀଙ୍କ ନିକଟରେ ଖବର ନାହିଁ

ଦାରିଙ୍ଗବାଡ଼ି,୫।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡ଼ି ପଞ୍ଚାୟତରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ଜଣେ ଯୁବକ ଗୁରୁତର ହୋଇପଡ଼ିଛନ୍ତି। ସେ…

7 years ago

ବିଶ୍ୱ ପରିବେଶ ଦିବସରେ ବ୍ରହ୍ମପୁର ବିଏମ୍‌ସି ପକ୍ଷରୁ କପଡ଼ା ବ୍ୟାଗ୍‌ ବଣ୍ଟନ

ବ୍ରହ୍ମପୁର ଅଫିସ,୫।୬: ପଲିଥିନ୍‌ ଓ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ପଲିଥିନ୍‌ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରର ଭୟାବହତା…

7 years ago

ସାପ କାମୁଡ଼ାରେ ମହିଳା ମୃତ

ଦାରିଙ୍ଗବାଡ଼ି,୫।୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ଗଦଡ଼ି ଗ୍ରାମରେ ସାପକାମୁଡ଼ାରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଇଟି ପ୍ରଧାନ ା…

7 years ago

କେନ୍ଦୁଝରରେ ଇଦ୍‌ ପର୍ବ ପାଳିତ

କେନ୍ଦୁଝର, ୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ମୁସଲମାନଙ୍କ ପର୍ବ ଇଦ୍‌ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭାଇଚାରାର ଏହି ପର୍ବରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ସକାଳୁ ବିଭିନ୍ନ…

7 years ago

ନଗରଭବନଠାରେ ବିଶ୍ୱ ପରିବେଶ ଦିବସ ପାଳିତ: ପ୍ରକୃତିବନ୍ଧୁମାନଙ୍କୁ ପୁରସ୍କାର ପ୍ରଦାନ

କେନ୍ଦୁଝର,୫।୬( ସ୍ବ.ପ୍ର.): କେନ୍ଦୁଝର ଜିଲା ନଗରଭବନଠାରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ…

7 years ago

ଶ୍ମଶାନ ଜମିରେ ଶବଦାହ ପିଣ୍ଡି ଭଙ୍ଗାକୁ ନେଇ ସୁନାଖଳାରେ ଉତ୍ତେଜନା: ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ରଣପୁର,୫।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ରମ୍ଭାପଲ୍ଲୀ ଗ୍ରାମ ଠାରେ ଥିବା ଏକ ଶ୍ମଶାନ ଜମିକୁ ଜଣେ ବ୍ୟକ୍ତି ବହୁଦିନ ହେଲା ଜବରଦଖଲ କରିଛନ୍ତି।…

7 years ago