ଆମ ଜିଲା ଖବର

ବିଶ୍ୱ ଆଦିବାସୀ ଦିବସ ପାଳନ

ଭବାନୀପାଟଣା,୯।୮(ଡି.ଏନ.ଏ.): କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ପକ୍ଷରୁ ହଲିଆପଡା ଭବାନୀପାଟଣାଠାରେ ବିଶ୍ୱ ଆଦିବାସୀ ଦିବସ ଶୁକ୍ରବାର ପାଳନ କରାଯାଇଛି। କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘର ସଭାପତି ଡମ୍ବରୁଧର…

7 years ago

ଔଷଧ ଖାଇ ୧୮ ଛାତ୍ରୀଛାତ୍ର ଅସୁସ୍ଥ

କାମାକ୍ଷାନଗର, ୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ଅଧୀନ ଆଞ୍ଚଳିକ ହାଇସ୍କୁଲରେ ଶୁକ୍ରବାର କୃମିନାଶକ ବଟିକା ଖାଇ ୧୮ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଅଁଳାବେରେଣୀ…

7 years ago

ଅଗଷ୍ଟ କ୍ରାନ୍ତି ଦିବସ ପାଳିତ: ‘ସଂଗ୍ରାମୀଙ୍କ ପଥ ଅନୁସରଣ କର’

ଭୁବନ, ୯।୮(ଡି.ଏନ.ଏ.)-ଭୁବନ ହେଉଛି ସଂଗ୍ରାମୀଙ୍କ ମାଟି। ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ସ୍ବାଧୀନତା ସଂଗ୍ରାମ ଇତିହାସରେ ଲିପିବଦ୍ଧ। ଏହି ମାଟିର ସନ୍ତାନ ହୋଇ ଆମେ ଇତିହାସକୁ…

7 years ago

ସ୍ବଭାବିକ ହେଲା ଟ୍ରେନ ଚଳାଚଳ

ମୁନିଗୁଡ଼ା,୯ା୮(ଡ଼ି.ଏନ.ଏ)- ଲଗାଣ ବର୍ଷା ଯୋଗୁ ଗତ ୬ ତାରିଖ ରାତିରେ ରାୟଗଡ଼ା ଜିଲା ଆମ୍ବାଦୋଳା ରେଳ ଷ୍ଟେଶନ ନିକଟରେ ରେଳ ଧାରଣା ଧୋଇ ହୋଇଯାଇଥିଲା ା ଯୁଦ୍ଧକାଳୀନ…

7 years ago

ଆଜି ସୁଆର ମହାସୁଆର ନିର୍ବାଚନ

ପୁରୀ ଅଫିସ, ୯ା୮: ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ମୋଟ ୩୭ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୧୫…

7 years ago

ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ

ପୁରୀ ଅଫିସ, ୯ା୮: ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥିରେ ଶୁକ୍ରବାର ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ କରିଛନ୍ତିି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା…

7 years ago

ଆଜିଠୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା: ଚଳଚଞ୍ଚଳ ଶ୍ରୀକ୍ଷେତ୍ରର ମଠ ମନ୍ଦିର

ପୁରୀ ଅଫିସ, ୯ା୮: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା…

7 years ago

ଶ୍ରୀଲୋକନାଥ ମନ୍ଦିର: ବେଢ଼ାରେ ଜମିଛି ପାଣି, ଭକ୍ତଙ୍କ ଦର୍ଶନରେ ବାଧା

ପୁରୀ ଅଫିସ, ୯ା୮: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ପାଣି ଜମିଛିି। ପ୍ରାୟ ଫୁଟେ ଉଚ୍ଚର ପାଣି ଭିତର ବେଢ଼ାରେ ଜମି ଥିବାରୁ ଭକ୍ତଙ୍କ ଦର୍ଶନରେ ବାଧା…

7 years ago

୧୧ ଦିନରେ ପରୀ-୩ ଅଭିଯାନ:୫୧ ଶିଶୁ ଉଦ୍ଧାର

ଭଦ୍ରକ ଅଫିସ, ୯।୮ - ଓଡ଼ିଶା ପୋଲିସ ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ନିଖୋଜ ଶିଶୁଙ୍କ ତଲାସି ଅଭିଯାନ ପରୀ-୩ ଶୁକ୍ରବାର ୧୧…

7 years ago

ବିଶ୍ୱ ସଂସ୍କୃତ ସପ୍ତାହ ଦିବସ

ମ.ରାମପୁର,୯।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା ମ.ରାମପୁର ଉଚ୍ଚ ବିଦ୍ୟାପୀଠ ସଂସ୍କୃତ ଶିକ୍ଷକ ସମୂହ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାର୍ଥନା ଗୃହଠାରେ ବିଶ୍ୱ ସଂସ୍କୃତ…

7 years ago