ଆମ ଜିଲା ଖବର

ମିଶନ ‘ବିୟୁଟି ସିଟି’କୁ ସ୍ବାଗତ: ସହରକୁ ଜବରଦଖଲ ମୁକ୍ତ ଦାବି

ବାଲେଶ୍ୱର ଅଫିସ,୨୬।୭-ବାଲେଶ୍ୱର ସହର ରାସ୍ତା ତଥା ନୟନଯୋରୀକୁ ଜବରଦଖଲ କରି ବହୁ ବ୍ୟକ୍ତିବିଶେଷ, ବ୍ୟବସାୟୀମାନେ ସଙ୍କୁଚିତ କରିବା ଦ୍ୱାରା ସର୍ବସାଧାରଣ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏହାକୁ ଅନୁଭବ…

7 years ago

ଅଣବ୍ୟାଙ୍କିଙ୍ଗ ସଂସ୍ଥାରୁ ଟଙ୍କା ହେରଫେର ଅଭିଯୋଗ

ବାଲେଶ୍ୱର ଅଫିସ,୨୬।୭-ବାଲେଶ୍ୱର ସଦର ଥାନା କୁରୁଡ଼ା ସ୍ବାତୀନଗରରେ ସାଟିନ କ୍ରେଡିଟ୍‌ କେୟାର ନେଟ୍‌ୱାର୍କ ଲିମିଟେଡ୍‌, ହରିୟାନା ରାଜ୍ୟର ଅଣବ୍ୟାଙ୍କିଙ୍ଗ୍‌ ସଂସ୍ଥା ଦେଢ଼ବର୍ଷ ଧରି କାର୍ଯ୍ୟ କରିଆସୁଛି। ଉକ୍ତ…

7 years ago

ତିହିଡ଼ିରେ କୋର୍ଟ ପାଇଁ ଚିହ୍ନଟ ହୋଇପାରୁନି ଜମି

ତିହିଡ଼ି, ୨୬।୭(ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଅତିରିକ୍ତ ଜେଏମ୍‌ଏଫ୍‌ସି କୋର୍ଟ ସହ ଅତିରିକ୍ତ ସିଭିଲ ଜଜ୍‌ କୋର୍ଟ ସ୍ଥାପନ ପାଇଁ ସ୍ଥିର ହୋଇଥିଲା। ମାତ୍ର…

7 years ago

ଅବ୍ୟବସ୍ଥା ଘେରରେ ଭୀମ ଭୋଇ ସାମର୍ଥ୍ୟ ଶିବିର

କର୍ଲାମୁଣ୍ଡା,୨୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନର ଅବହେଳା ଯୋଗୁ ୫୦ରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ…

7 years ago

ବନ୍ଧୁକ ମୁନରେ ଲୁଟି ନେଲେ ୩୬ହଜାର, ବାଇକ୍‌

ଜମନକିରା, ୨୬। ୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସହଯୋଗ ଗ୍ରାହକ ସେବା କେନ୍ଦ୍ରରୁ…

7 years ago

ନାଳରୁ ଅଧାପୋତା ଅବସ୍ଥାରେ ଶ୍ରମିକ ଉଦ୍ଧାର, ୭ ଦିନ ହେବ ନିଖୋଜ ଥିଲେ

ଛେଣ୍ଡିପଦା ,୨୬।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଡାହିବର ଗ୍ରାମ ନିକଟସ୍ଥ ନାଳରୁ ଶୁକ୍ରବାର ଅଧାପୋତା ଅବସ୍ଥାରେ ନିଖୋଜ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେ ହେଲେ ଝାଡ଼ଖଣ୍ଡ…

7 years ago

କେନାଲରେ ବୁଡ଼ି ୨ ଛାତ୍ର ମୃତ: ବିଦ୍ୟାଳୟରେ ଉତ୍ତେଜନା

ଖଇରା, ୨୬।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଆମ୍ବହତା କେନାଲରେ ବୁଡ଼ି ଶୁକ୍ରବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରଟିଣା ନୋଡ଼ାଲ ହାଇସ୍କୁଲର…

7 years ago

ଲାଞ୍ଚ ନେଇ ଜେଲ୍‌ ଗଲେ ମାଲକାନଗିରି ସଦର ଥାନାର ୩ ପୋଲିସ ଅଧିକାରୀ

ମାଲକାନଗିରି,୨୬।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ଥାନାର ୩ ଜଣ ପୋଲିସ ଅଧିକାରୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ କଟକ ଦୁର୍ନୀତି ନିବାରଣ ନିର୍ଦ୍ଦେଶକ କାର୍ଯ୍ୟାଳୟର ପଦାଧିକାରୀମାନେ ଲାଞ୍ଚ ନେବା…

7 years ago

୫ ମାସ ହେଲା ଅକାମୀ ହୋଇ ପଡ଼ିଛି କେସିଙ୍ଗା ରେଳଷ୍ଟେଶନର ନୂତନ କାର୍ଯ୍ୟାଳୟ, ଗେଟ୍‌: ଗମନାଗମନରେ ସମସ୍ୟା

କେସିଙ୍ଗା, ୨୬।୭ (ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ନୂତନ ମୁଖ୍ୟ କାର୍ଯ୍ୟାଳୟ ଓ କମ୍ପ୍ୟୁଟର ଗୃହ ଆଜକୁ ୫ମାସ ହେବ ଅକାମୀହୋଇ…

7 years ago

ମାଉଜର ଦେଖାଇ ଡାକ୍ତରଙ୍କ ଘରୁ ସୁନାଗହଣା, ୩ ଲକ୍ଷ ଟଙ୍କା, କାର ଲୁଟ୍‌

ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଧରପୁର ଗ୍ରାମରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି । ଦୁର୍ବୃତ୍ତମାନେ ମାଉଜର ଦେଖାଇ ସୁନାଗହଣା, ନଗଦ…

7 years ago