ଆମ ଜିଲା ଖବର

ଟ୍ରକ୍‌କୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌: ୮ଗୁରୁତର

କେନ୍ଦୁଝର, ୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ନେକଡ଼ାଘର, ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇ ଯାତ୍ରୀବାହୀ…

7 years ago

ଥାନା ଅଧିକାରୀଙ୍କ ନାମରେ କୋର୍ଟରେ ମାମଲା

କାଳିଆପାଣି,୪ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀଙ୍କ ନାମରେ ଗୁରୁବାର ଯାଜପୁର ରୋଡସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏକ ଦୁର୍ବ୍ୟବହାର…

7 years ago

ମାଙ୍କଡ଼ା ପଥର ଟ୍ରକ୍‌ ଜବତ, ଡ୍ରାଇଭର ଗିରଫ

ଧର୍ମଶାଳା,୪ା୧୦(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ରେଳଷ୍ଟେଶନ ନିକଟରୁ ବେଆଇନ ଭାବେ ପରିବହନ କରୁଥିବା ଏକ ମାଙ୍କଡ଼ା ବୋଝେଇ ଟ୍ରକ୍‌କୁ ପୋଲିସ ଜବତ କରିଛି। ଏଥିସହ ଡ୍ରାଇଭରଙ୍କୁ…

7 years ago

ମା’ ସମଲେଶ୍ୱରୀ ଫୁଟବଲ ଟୁର୍ନାମେଣ୍ଟ: ବିନପୁର ଚାମ୍ପିୟନ

ବୋଡେନ,୪।୧୦(ଡି.ଏନ.ଏ.)-ନୂଆପଡା ଜିଲା ବୋଡେନ ବ୍ଲକ ଟେମରି (ଦଣ୍ଡେଇବସା) ଚାରିଛକ ଖେଳ ପଡିଆଠାରେ ଗତ ୨୪ ତାରିଖରୁ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳ…

7 years ago

୬୫ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ଖଡିଆଳ,୪।୧୦(ଡି.ଏନ.ଏ.) - ନୂଆପଡା ଜିଲା ଖଡିଆଳ ବନାଞ୍ଚଳ ପକ୍ଷରୁ ୬୫ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ୮ ତାରିଖରେ ଉଦଯାପିତ ହେବ।…

7 years ago

ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ରହିଛି

ନୂଆପଡା ଅଫିସ,୪ା୧୦- ସ୍ଥାନୀୟ ମହାମାୟା କଲେଜରେ ଚାଲିଥିବା ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ ହୋଇଯାଇଛି। ଗୁରୁବାର ମହାମାୟା କଲେଜରୁ ଛାତ୍ରୀଛାତ୍ରମାନଙ୍କ ଏକ ଶୋଭାଯାତ୍ରା ବାହାରି ସହର…

7 years ago

ବିଦ୍ୟୁତ୍‌ ବିଲ୍‌ କମାଇବା ପାଇଁ ଲାଞ୍ଚ: କନିଷ୍ଠ କିରାଣି ଗିରଫ, ୫ ହଜାର ଟଙ୍କା ଜବତ

ଭବାନୀପାଟଣା,୪।୧୦(ଡି.ଏନ.ଏ.)-କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଥିବା ୧-ନମ୍ବର ବିଦ୍ୟୁତ୍‌ ସବ୍‌ଡିଭିଜନ୍‌ କନିଷ୍ଠ କିରାଣି ଅଜିତ୍‌ ମିଶ୍ର ବିଦ୍ୟୁତ୍‌ ବିଲ କମାଇ ଦେବା ପାଇଁ ଜଣେ ଉପଭୋକ୍ତାଙ୍କଠାରୁ ୫ ହଜାର…

7 years ago

ବଜାର ସଫେଇ କଲେ ଛାତ୍ରୀଛାତ୍ର

ଛତିଆ,୪ା୧୦(ଡି.ଏନ୍‌.ଏ.): ଛତିଆ ବଜାରରେ ଦୀର୍ଘଦିନ ଧରି ପଡିରହିଥିବା ଅଳିଆ ଆବର୍ଜନାକୁ ଗୁରୁବାର ମଣିଆସ୍ଥିତ ଡିଏଭି ପଦ୍ମାବତୀ ସ୍କୁଲ ଛାତ୍ରୀଛାତ୍ର ସଫା କରିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣା ଶର୍ମାଙ୍କ…

7 years ago

ସ୍ଥାୟୀ ଜଳ ଯୋଗାଣ, ବେଆଇନ ଜଳକର ଉଚ୍ଛେଦ ଦାବି: ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୪।୧୦(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଆଟିଗଁା, ତଳମଲା ପଞ୍ଚାୟତକୁ ସ୍ଥାୟୀ ଜଳ ଯୋଗାଣ ଓ ବେଆଇନ ଭାବେ ନିଆଯାଉଥିବା ଜଳକରକୁ ଉଚ୍ଛେଦ ଦାବି ନେଇ ଗୁରୁବାର…

7 years ago

ଆରଟିଓ କାର୍ଯ୍ୟାଳୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ

ଚଣ୍ଡିଖୋଲ,୪ା୧୦(ଡି.ଏନ୍‌.ଏ.): ରାଜ୍ୟରେ ଥିବା ସମସ୍ତ ଆରଟିଓ(ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସ) କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଆର୍‌ଟିଓ କାର୍ଯ୍ୟାଳୟ…

7 years ago