ଆମ ଜିଲା ଖବର

କୋଇଲା ଉତ୍ତୋଳନରେ ଏମ୍‌ସିଏଲର ରେକର୍ଡ:ଡିସେମ୍ବର ୧୪ରେ ୬.୪୬ ଲକ୍ଷ ଟନ୍‌

ତାଳଚେର,୧୫ା୧୨(ନି.ପ୍ର.)- ମହାନଦୀ କୋଲ ଫିଲ୍ଡସ୍‌ ଲିମିଟେଡ (ଏମ୍‌ସିଏଲ)ଚଳିତ ଆର୍ଥିକ ବର୍ଷର ଡିସେମ୍ବର ୧୪ ତାରିଖରେ ୬.୪୬ ଲକ୍ଷ ଟନ କୋଇଲା ଉତ୍ତୋଳନ କରି ନୂତନ ରେକର୍ଡ କରିଛି।…

7 years ago

ବାଇକ ଆରୋହୀଙ୍କଠାରୁ ୫.୭ଲକ୍ଷ ଲୁଟିନେଲେ

କଣ୍ଟାବାଞ୍ଜି, ୧୫ା୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିି ଥାନା ୨୬ନଂ ରାଜ୍ୟ ରାଜପଥର କାନୁଟ-ତଅଁଲା ଇଲେକ୍ଟ୍ରି ଗ୍ରୀଡ ନର୍ସରୀ ନିକଟରେ ରବିବାର ସନ୍ଧ୍ୟାରେ ମୁଖାପିନ୍ଧା ଲୁଟେରା ଜଣେ ବାଇକ ଆରୋହୀଙ୍କଠାରୁ…

7 years ago

ଡାକ୍ତରଙ୍କ ଉପରକୁ ଗୁଳିମାଡ

ଖୋର୍ଦ୍ଧା ଅଫିସ୍‌, ୧୫।୧୨: ରବିବାର ଏକ ଘରୋଇ କ୍ଲିନିକର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ ଉପରକୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲା ମୁଖ୍ୟ…

7 years ago

ପୋଖରୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ରାଜନଗର,୧୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାନବଡ଼ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ କୁଶାଇଲୋ ଗ୍ରାମର ନରହରି ଦାସଙ୍କ ଝିଅ ନମିତା (୧୪)ଙ୍କ ରବିବାର ପୋଖରୀରେ ବୁଡ଼ି ମୃତ୍ୟୁ…

7 years ago

ବାଲି ବୋଝେଇ ଭାରୀଯାନ ଚଳାଚଳକୁ ବିରୋଧ: ପୋଲିସ-ଜନତା ମୁହାଁମୁହିଁ

ଆନନ୍ଦପୁର,୧୫।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ସିଂଡୋଭ ଗ୍ରାମବାସୀ ବଞ୍ଚୋ ବାଲିଘାଟରୁ ଗ୍ରାମରାସ୍ତାରେ ବେଆଇନ ଭାବେ ବାଲି ବୋଝେଇ ଭାରୀଯାନ ଚଳାଚଳକୁ ବିରୋଧ କରି…

7 years ago

ପୋଖରୀରୁ ମାଛ ଚୋରିକୁ ନେଇ ଗୁଳିମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତନାଘନା

ଗୋପାଳପୁର,୧୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା କାଳୁଆଘାଟି ନିକଟରେ ଗତ ବୁଧବାର ରାତିରେ ଏକ ପୋଖରୀରୁ ମାଛ ଚୋରି ନେଇ ଦୁର୍ଦ୍ଦାନ୍ତ ଅପରାଧୀ…

7 years ago

ନିର୍ବନ୍ଧ ଆଗରୁ ବିଷପିଇ ଆତ୍ମହତ୍ୟା କଲେ ଯୁବତୀ

ଗୋପାଳପୁର,୧୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଆରୁଆପଲ୍ଲୀ ଗ୍ରାମର ଜଣେ ଯୁବତୀ ଶନିବାର ବିଷପିଇ ଅତ୍ମହତ୍ୟା କରିଛନ୍ତି। ସେ ହେଲେ ସନ୍ତୋଷିନୀ ପ୍ରଧାନ (୧୮)। ତାଙ୍କ…

7 years ago

ମୋବାଇଲ ଚାର୍ଜ କରିବା ହେଲା କାଳ: ବିଦ୍ୟୁତ୍‌ ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା,୧୫।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ମେର୍ଘରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ମୋବାଇଲ ଚାର୍ଜ କଲାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି…

7 years ago

ଆଦିବାସୀ ମହାସଂଘ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୫।୧୨: ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀଙ୍କ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିରେ ରବିବାର ଆଦିବାସୀ ମହାସଂଘ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।…

7 years ago

ଆକ୍ଟିଭାକୁ ଧକ୍କାଦେଲା ଟ୍ରଲର: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗୁରୁତର

ଅନୁଗୋଳ ଅଫିସ,୧୫।୧୨: ଅନୁଗୋଳ ଟ୍ରାଫିକ ଛକଠାରେ ଟ୍ରଲର ଓ ଆକ୍ଟିଭା ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଚାଲିଯାଇଛି। ରବିବାର ସମ୍ବଲପୁରରୁ କଟକ ଅଭିମୁଖେ ଏକ ଟ୍ରଲର…

7 years ago