ଆମ ଜିଲା ଖବର

ସିଂହଦ୍ୱାର ସୌନ୍ଦର୍ଯ୍ୟକରଣ କାମ ଦେଖିଲେ ମୁଖ୍ୟ ପ୍ରଶାସକ; ନୂଆ ପାଦ ପ୍ରକ୍ଷାଳନ କାମ ଆରମ୍ଭ

ପୁରୀ ଅଫିସ,୩୦।୧୨:  ସିଂହଦ୍ୱାରରେ ସୌନ୍ଦର୍ଯ୍ୟକରଣ କାମ ଦ୍ରୁତଗତିରେ ଚାଲିଛି। ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏହି ସୌନ୍ଦର୍ଯ୍ୟକରଣ କାମ ବୁଲି ଦେଖିଛନ୍ତି। ସେହିପରି…

7 years ago

ରାସ୍ତାରେ ଢ଼େଉ ମାରୁଛି ଡ୍ରେନ୍‌ପାଣି

ଚୌଦ୍ୱାର,୩୦।୧୨(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଳିଙ୍ଗ ଛକ-ଶଙ୍କରପୁର ରାସ୍ତାର କଳିଙ୍ଗଛକ ନିକଟରେ ରାସ୍ତାରେ ହମ୍ପ୍‌ସ ନିର୍ମାଣ ଯୋଗୁ ଆଖପାଖ ରାସ୍ତାରେ ନିୟମିତ ପାଣି…

7 years ago

ଆର୍‌ଆଇ ଧରିଲେ ପଥର ଟ୍ରକ୍‌

ଖୁଣ୍ଟୁଣୀ,୨୯ା୧୨(ଡି.ଏନ.ଏ): ରବିବାର ରାତି ପ୍ରାୟ ୯ଟା ବେଳେ ଗୁରୁଡ଼ଝାଟିଆ ରାଜସ୍ବ ନିରୀକ୍ଷକ ସୁଚନ୍ଦ୍ର ମହାନ୍ତି ୪ଟି ଚୋରା ମାଙ୍କଡ଼ା ପଥର ଟ୍ରକ ଧରିଥିଲେ। ଏହି ଟ୍ରକ୍‌ଗୁଡ଼ିକ ଢ଼େଙ୍କାନାଳ…

7 years ago

ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ ଗୁଳିମାଡ଼

ବ୍ରହ୍ମଗିରି,୩୦।୧୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ଅର୍ନ୍ତଗତ ସାକ୍ଷୀଗୋପାଳ-ଅଳଗୁମା ରାସ୍ତାର ପୁରୁଣା ସୋମେଶ୍ୱରପୁର ଛକ ନିକଟରେ ସୁଜାତା ପେଟ୍ରୋଲ୍‌ ପମ୍ପରେ ରବିବାର ରାତିରେ ଗୁଳିକାଣ୍ଡ ଘଟିଛି।  ଲୁଟ୍‌…

7 years ago

ନିମାପଡ଼ାରେ ଟ୍ରାଫିକ ଯନ୍ତ୍ରଣା: ରୋଗୀ, ପର୍ଯ୍ୟଟକ ସମସ୍ତେ ଅଟକ

ନିମାପଡ଼ା,୩୦।୧୨(ଡି.ଏନ୍‌.ଏ): ନିମାପଡ଼ାରେ ଟ୍ରାଫିକ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ନିତି ବହୁ ସଂଖ୍ୟାରେ ଯାନବାହାନ ଟ୍ରାଫିକ ଜାମ୍‌ ଯୋଗୁ ଅଟକି ରହୁଛି। ପର୍ଯ୍ୟଟକବାହୀ ଯାନ ହେଉ ଅବା ଆମ୍ବୁଲାନ୍ସ,…

7 years ago

ଜିରୋ ଆଓ୍ବାର ପାଳନ ପ୍ରସ୍ତୁତି ଜୋର୍‌ଦାର: ବଲିଉଡ ଗାୟକଙ୍କ ସହ ରସିଆନ୍‌ ବେଲି ଡ୍ୟାନ୍ସ

କଟକ ଅଫିସ, ୩୦।୧୨- ବୁଧବାର ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ଧୁମ୍‌ଧାମ୍‌ରେ ସ୍ବାଗତ କରିବେ ସହରବାସୀ। ଏଥିପାଇଁ କଟକର ବିଭିନ୍ନ କ୍ଲବରେ…

7 years ago

ଆଦିବାସୀଙ୍କ ସ୍ବପ୍ନରେ ସୀମିତ ରହିଯାଉଛି ଆବାସ

ଦଶମନ୍ତପୁର,୩୦।୧୨(ଡି.ଏନ୍‌.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡ଼ାପଦର ପଞ୍ଚାୟତରେ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ଗୁମର ଧୀରେଧୀରେ ଖୋଲିବାରେ ଲାଗିଛି। ଏହି ଅଞ୍ଚଳର ଆବାସ ଘର…

7 years ago

ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ: ସମାଜର ମଙ୍ଗଳ ପାଇଁ ଏକାଠି ହେବାକୁ ଆହ୍ବାନ

ବନ୍ତଳା,୩୦।୧୨(ଡି.ଏନ.ଏ.) - ଅନୁଗୋଳ ବାର୍‌ ଆସୋସିଏଶନ ନେତୃତ୍ୱରେ ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ରବିବାର ଅନୁଗୋଳ ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ଆଇନଜୀବୀ ସଂଘ…

7 years ago

ପାହାଡ଼ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ଜୟପୁର,୩୦।୧୨(ଡି.ଏନ୍‌.ଏ.) ଜୟପୁର ସହର ଉପକଣ୍ଠରୁ ମାତ୍ର ୩ କିମି ଦୂର ବାରିଣିପୁଟ ନିକଟସ୍ଥ ମହୁଲଭଟ୍ଟା ରାସ୍ତାରେ ଥିବା ପାହାଡ଼ରୁ ମୋରମ ଓ ମାଟି ବେଆଇନ ଚାଲାଣ କରାଯାଉଛି। ରାଜସ୍ବ…

7 years ago

ତାପମାତ୍ରା ୪.୬, ଥରୁଛି ଅନୁଗୋଳ

ବନ୍ତଳା,୩୦।୧୨(ଡି.ଏନ.ଏ.) - ଅନୁଗୋଳ ଜିଲାରେ ଶୀତ ଲହରି ଜାରି ରହିଛି। ଶନିବାର ଜିଲାର ତାପମାତ୍ରା ରେକର୍ଡ ସ୍ତର ୩.୪କୁ ଖସି ଆସିଥିବା ବେଳେ ରବିବାର ତାହା ୪.୬…

7 years ago