ଆମ ଜିଲା ଖବର

ଫେରାର ଶିକ୍ଷକଙ୍କ କାଗଜପତ୍ର ଜବତ କଲା ପୋଲିସ

ଛତ୍ରପୁର,୨୧ା୨(ଡି.ଏନ.ଏ)- ଜାଲ ସାର୍ଟିଫିକେଟ୍‌ ଦେଇ ଶିକ୍ଷକ ନିଯୁକ୍ତି ଘଟଣାର ଖୋଳତାଡ ଚାଲିଛି। ପୃଥକ ୩ଟି ମାମଲାରେ ଛତ୍ରପୁର, ଚମାଖଣ୍ଡି ଓ ମେରାଇନ୍‌ ଥାନା ପୋଲିସ ତଦନ୍ତ କରୁଥିବାବେଳେ…

7 years ago

ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା

ବାଲେଶ୍ୱର ଅଫିସ,୨୦।୨-ବାଲେଶ୍ୱର ସହର ବାଲିଆ ବୃନ୍ଦାବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ବିଶ୍ୱ ମାତୃଭାଷା ଦିବସ’ ଗୁରୁବାର ପାଳିତ ହୋଇଯାଇଛି। ପ୍ରତିବର୍ଷ ଫେବୃୟାରୀ…

7 years ago

ବାସୁଦେବପୁର ଥାନା ଏସ୍‌ଆଇ ନିଲମ୍ବିତ

ବାସୁଦେବପୁର,୨୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଥାନା ଏସ୍‌ଆଇ ମହାପ୍ରସାଦ ନାୟକଙ୍କୁ ଗୁରୁବାର ଏସ୍‌ପି ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଏସ୍‌ପି ଏସ୍‌ଆଇ…

7 years ago

ଜୟମଙ୍ଗଳ କେନାଲ, ରାହାଡ଼ା ନାଳ ପୁନରୁଦ୍ଧାର ହେବ: ବିଧାନସଭାରେ ଜଣାଇଲେ ମନ୍ତ୍ରୀ

ଛତ୍ରପୁର,୨୦ା୨(ଡି.ଏନ.ଏ)-ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଚଳିତ ବିଧାନସଭା ଅଧିବେଶନରେ ଜୟମଙ୍ଗଳ କେନାଲ ଓ ରାହାଡା ନାଳ ପୁନରୁଦ୍ଧାର ନିମନ୍ତେ ଏକ ପ୍ରଶ୍ନ କରିଥିଲେ। ଛତ୍ରପୁର ବ୍ଲକ…

7 years ago

ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଏଚ୍‌ସି ଘୋଷଣା ନେଇ ବିଜ୍ଞପ୍ତି ପ୍ରକାଶ

ବରଗଡ଼ ଅଫିସ, ୨୦।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ରାଜ୍ୟ ସରକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଘୋଷଣା କରିଛନ୍ତି। ଗୁରୁବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ…

7 years ago

ପରୀକ୍ଷାରେ ସଫଳତା ପାଇଁ ୨୧୦ କିମି ଦୌଡି ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଲେ ଯୁବକ

ପୁରୀ ଅଫିସ, ୨୦।୨: ସେନାବାହିନୀରେ ଚାକିରୀ କରିବା ଲାଗି ଏକାଧିକଥର ପରୀକ୍ଷା ଦେଇ ବିଫଳ ହେଉଥିବା ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ…

7 years ago

ପାରିବାରିକ କଳହ: ଦେହରେ ନିଆଁ ଲଗାଇଲେ ମହିଳା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ମହାକାଳପଡ଼ା, ୨୦।୨(ଡି.ଏନ୍‌.ଏ.): ପାରିବାରିକ କଳହକୁ କେନ୍ଦ୍ରକରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବରକନ୍ଧା ପଞ୍ଚାୟତ ଛେଡାକଣି ଗ୍ରାମର ଜନୈକା ମହିଳା ଗୁରୁବାର ସକାଳେ ଦେହରେ କିରୋସିନ ଢାଳି…

7 years ago

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଭାଜପା ଯୁବମୋର୍ଚ୍ଚା

କେନ୍ଦୁଝର,୨୦।୨(ସ୍ବ.ପ୍ର.): ବେରୋଜଗାରରେ ଓଡ଼ିଶା ୧ ନମ୍ବର ପ୍ରସଙ୍ଗକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଗତ ୨୦ବର୍ଷ ହେଲା ସରକାର ରାଜ୍ୟରେ…

7 years ago

ଖମାରସାହି ସମବାୟ ସମିତିରେ ଧାନକିଣା ଦୁର୍ନୀତି: ସମ୍ପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ

ନୟାଗଡ ଅଫିସ,୨୦।୨: ନୟାଗଡ ଜିଲାପାଳ ନୟାଗଡ଼ ବ୍ଲକ ଖମାରସାହି ସମବାୟ ସମିତି ସମ୍ପାଦକ ପ୍ରଫୁଲ୍ଲ ବିଶ୍ବାଳଙ୍କୁ ଗୁରୁବାର ନିଲମ୍ବନ କରିଛନ୍ତି। ସେହିଭଳି ଡାଟା ଏଣ୍ଟ୍ରି ଅପରେଟର ସୁରେଶ…

7 years ago

ବିଦ୍ୟୁତ୍‌ ଆଘାତରେ ଓରିକନ ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି,୨୦।୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ଓରିକନ ଜଳସମ୍ପଦ ବିଭାଗର ଖଲାସୀ ସୁରେନ୍ଦ୍ର ଆଚାର୍ଯ୍ୟ (୪୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ସେ ନଦୀବନ୍ଧ ସର୍ଭେ…

7 years ago