ଚୌଦ୍ୱାର,୧୦ା୫(ଡି.ଏନ୍.ଏ.): କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ ରାଜ୍ୟରୁ ଆସୁଥିବା ଦିନ ମଜୁରିଆ ଏବଂ ତାଙ୍କ ପରିବାର। ସାରା ରାଜ୍ୟରେ ଚାଲିଥିବା ଲକ୍ଡାଉନ୍ ଯୋଗୁ ଜୀବିକା ହରାଇଛନ୍ତି…
ଅନୁଗୋଳ ଅଫିସ,୧୦।୫: ଅନୁଗୋଳ ଜିଲାରେ ରବିବାର ସକାଳୁ ୧୩ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଆକ୍ରାନ୍ତଙ୍କ…
ଭୋଗରାଇ,୧୦ା୫(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ରବିବାର ଏକା ଥରକେ ୧୧ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୫ ଜଣ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ…
କଟକ ଅଫିସ,୧୦।୫: ଲକ୍ଡାଉନ ଶେଷ ହେବା ଯାଏ ଏସ୍ସିବିରେ ରୋଗୀମାନଙ୍କ ନିମନ୍ତେ ଜାରି ରହିବ ଟେଲିମେଡିସିନ ସେବା। ଏବେ ଏଠାକୁ ପହଞ୍ଚତ୍ ପାରୁ ନ ଥିବା ରୋଗୀମାନେ…
କଟକ ଅଫିସ,୧୦।୫: ଦେଶରେ କରୋନା ଭୂତାଣୁ ଦିନକୁ ଦିନ କରାଳ ରୂପ ନେବାରେ ଲାଗିଛି। ସଂକ୍ରମଣ ସଂଖ୍ୟା କମୁ ନ ଥିବାରୁ ସରକାର ଲକଡାଉନ ଅବଧି ବଢ଼ାଇ…
କଟକ ଅଫିସ, ୧୦।୫: କରୋନା ଭୂତାଣୁର ସଂକ୍ରମଣକୁ ଦେଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଶୁଣାଣିକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ…
ରାୟଗଡ଼ା ଅଫିସ,୧୦ା୫ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସରକାର ପ୍ରାୟ ୪୫ ଦିନରୁ ଊର୍ଦ୍ଧ୍ୱ ହେବ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଫଳରେ ବିଭିନ୍ନ ରାଜ୍ୟରେ…
ଖୋର୍ଦ୍ଧା ଅଫିସ,୧୦।୫: ଖୋର୍ଦ୍ଧା ତହସିଲ ଟାଉନ(ଆଦର୍ଶ) ଥାନା ଅନ୍ତର୍ଗତ ହଳଦିପଦା ଗ୍ରାମ ନିକଟରେ ଥିବା ସରକାରୀ ଜମିରୁ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଛି। ପ୍ରଶାସନ ଚୁପ୍…
ବନ୍ତ,୧୦ା୫(ଡି.ଏନ୍.ଏ.): ଲକ୍ଡାଉନ୍ ପରିପେକ୍ଷୀରେ ଅନ୍ୟ ରାଜ୍ୟରୁ ଭଦ୍ରକ ଜିଲା ବନ୍ତ ବ୍ଲକକୁ ଶନିବାର ସୁଦ୍ଧା ୯୨ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ…
ପୁରୀ ଅଫିସ,୧୦।୫: ଜୁନ୍ ୨୩ରେ ରଥଯାତ୍ରା। ତେଣୁ ରଥଖଖଳାରେ ଚାଲିଛି ତିନିରଥ ନିର୍ମାଣ। ବର୍ତ୍ତମାନ ମହାମାରୀ କରୋନା ଯେଉଁଭଳି ଭାବେ ରାଜ୍ୟରେ ମାଡ଼ୁଛି ତାହାକୁ ଦୃଷ୍ଟିରେ ରଖି…