ଆମ ଜିଲା ଖବର

କରୋନା ସଚେତନତା ନେଇ ଆରପିଏଫର ନିଆରା ଉଦ୍ୟମ

ଟିଟିଲାଗଡ଼, ୧୪।୪ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଟିଟିଲାଗଡ ଆରପିଏଫ ପକ୍ଷରୁ କରୋନା ମହାମାରୀ ସଚେତନତା ନେଇ ମଙ୍ଗଳବାର ନିଆରା ପ୍ରୟାସ ଆଲୋଚନାର ବିଷୟ ହୋଇଛି। ଆରପିଏଫର ଜଣେ…

6 years ago

ହାତୀପଲ ଉଜାଡିଲେ ରବିଧାନ ଫସଲ

ବିନିକା, ୧୪ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ଅନ୍ତର୍ଗତ ମଣିଗାଁ ଗଁାରେ ହାତୀ ଉପଦ୍ରବ ଦେଖାଦେଇଛି। ଉଲୁଣ୍ଡା ଜଙ୍ଗଲରୁ ସିଣ୍ଡୋଳ ମହାନଦୀ ଦେଇ ଆସିଥିବା…

6 years ago

କରୋନା ପାଇଁ ଅନ୍‌ ଲାଇନ୍‌ରେ ପାଠ ପଢାକୁ ଗୁରୁତ୍ୱ

ଜୁନାଗଡ,୧୪।୪(ଡି.ଏନ୍‌.ଏ): କରୋନା ମୁକାବିଲା ପାଇଁ ଜାରି କରାଯାଇଥିବା କଟକଣା ଯୋଗୁ ଓଡିଶାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଯାହା ଶିକ୍ଷାଦାନ ଉପରେ ଗୁରୁତର…

6 years ago

ସ୍କୁଲରୁ ଚାଉଳ, ଖେଳ ସାମଗ୍ରୀ ଚୋରି

ଜୁନାଗଡ,୧୪।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ସନ୍ୟାସୀ କୁଣ୍ଡାମାଲ ପଞ୍ଚାୟତ ବାଞ୍ଜିନାଳପଡା ପ୍ରାଥମିକ ବିଦ୍ୟାଳୟରେ ସୋମବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଅଫିସ୍‌ର ତାଲା ଭାଙ୍ଗି ସେଠାରେ…

6 years ago

ଗୀତଗାଇ ସଚେତନତା ବାର୍ତ୍ତା ଦେଲା ପୋଲିସ

ବାଲିଗୁଡା,୧୪ା୪(ଡି.ଏନ୍‌.ଏ.)- ବାଲିଗୁଡା ମହାସିଙ୍ଗି ଠାରେ ପଞ୍ଚାୟତ ସ୍ତରୀୟ ମହାସଂଘ ଦ୍ୱାରା କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲିଗୁଡା ଏସ୍‌ଡିପିଓ ମାନସ ରଞ୍ଜନ…

6 years ago

୧୧୫ ପରିବାରକୁ ଖାଦ୍ୟ ସାମଗ୍ରୀ ଦେଲେ ପ୍ରଧାନଶିକ୍ଷକ

ପାପଡାହାଣ୍ଡି,୧୪ା୪(ଡି.ଏନ.ଏ.)- ଲକ୍‌ଡାଉନର ସମୟରେ ଅସହାୟମାନଙ୍କ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଜଣେ ପ୍ରଧାନ ଶିକ୍ଷକ। ଗ୍ରାମରେ ରହୁଥିବା ଲୋକେ ଯେପରି ଭୋକ ଉପବାସରେ ନ ରହିବେ ସେ…

6 years ago

ରେଡକ୍ରସ ରିଲିଫ ପାଣ୍ଠିକୁ ସଞ୍ଚିତ ଅର୍ଥ ଦେଲେ ଛାତ୍ରୀ

ବୌଦ୍ଧ, ୧୪ା୪(ସ୍ବ.ପ୍ର): କରୋନା ମହାମାରୀର ମୁକାବିଲା ପାଇଁ ମଙ୍ଗଳବାର ବୌଦ୍ଧ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସ୍ମୃୁତି ଆରାଧନା ବେହେରା ନିଜ ସଞ୍ଚିତ ଅର୍ଥରୁ…

6 years ago

ସାନିଟାଇଜ ହେଲା ବୁର୍ଡା ପଞ୍ଚାୟତ ଅଞ୍ଚଳ

ଲୋଇସିଂହା,୧୪ା୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପଞ୍ଚାୟତର ସଦର ଗଁା ଓ ବାଞ୍ଜିପାଲି ଗ୍ରାମ ମଙ୍ଗଳବାର ସାନିଟାଇଜ ହୋଇଛି। ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ନିର୍ଦ୍ଦେଶ ଓ ସ୍ଥାନୀୟ…

6 years ago

ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ: ରହିଛି ୨ ଶହ ଶଯ୍ୟା

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସସେସ୍‌ (କିସ୍‌) କ୍ୟାମ୍ପସଠାରେ ମଙ୍ଗଳବାରଠାରୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି…

6 years ago

ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ଖୋଲି ଜରିମାନା ଦେଲେ ଦୋକାନୀ

ଭଞ୍ଜନଗର,୧୪।୪(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡ ପ୍ର୍ରଶାସନ ପକ୍ଷରୁ ଲକ୍‌ ଡାଉନ କଟନଣା କଡାକଡି ଭାବେ ପାଳନ କରାଯାଉଛି। ମଙ୍ଗଳବାର ସକାଳ ୫ଟାରୁ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ଅନିଲ…

6 years ago