ଆମ ଜିଲା ଖବର

କରୋନା ଯୋଗୁ ଫିକା ପଡିଲା ବୌଦ୍ଧର ପ୍ରସିଦ୍ଧ ରାମଲୀଳା

ବୌଦ୍ଧ, ୨ା୪(ସ୍ବ.ପ୍ର):  ବୌଦ୍ଧ ଜିଲାର ଗଣପର୍ବ ରାମଲୀଳା କରୋନା ଯୋଗୁ ଫିକା ପଡିଛି। ରାମଲୀଳା ଯାତ୍ରା ଆୟୋଜନ ସମ୍ଭବ ନ ଥିବାରୁ ନାଟକ ପ୍ରଦର୍ଶନକୁ ବନ୍ଦ କରାଯିବା…

6 years ago

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଡାକବିଭାଗ

ଭବାନୀପାଟଣା,୨।୪(ସ୍ବ.ପ୍ର)-କଳାହାଣ୍ଡି ଜିଲା ଡାକ ମଣ୍ଡଳ ପକ୍ଷରୁ ଗୁରୁବାର ଭବାନୀପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ୫ଶହ ଅସହାୟ ଗରୀବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଓଡିଶା…

6 years ago

କାମ କରିବାକୁ ଯାଇ ଶ୍ରମିକ ନିଖୋଜ: ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

ବିନିକା,୨ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମରେ ବୁଧବାର ଜଣେ ଶ୍ରମିକ କ୍ଷେତକୁ କାମ କରିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ…

6 years ago

କରୋନା ମୁକାବିଲା ଅଭିଯାନରେ ସାମିଲ ହେଲେ ବିଧାୟିକା

ସୁନ୍ଦରଗଡ, ୨ା୪ (ଡି.ଏନ୍‌.ଏ) : କରୋନା ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ। ସୁନ୍ଦରଗଡ ପୌରାଞ୍ଚଳ ଓ ସଦର ବ୍ଲକର ବିଭିନ୍ନ ଅଞ୍ଚଳକୁ…

6 years ago

କରୋନା ବେଳେ ସାହାସ ଦେଖାଇଲେ, ରକ୍ତଦାନ କଲେ

ବଲାଙ୍ଗୀର ଅଫିସ, ୨ା୪: କରୋନା ମହାମାରୀ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଛି। ଏହାକୁ ନେଇ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ…

6 years ago

ଓଡ଼ିଶା ସୀମା ସିଲ୍‌ ଅନୁଧ୍ୟାନ କଲେ ଡିଆଇଜି

ପାତ୍ରପୁର,୨ା୪ (ଡି.ଏନ.ଏ.): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ଆନ୍ଧ୍ର- ଓଡ଼ିଶା ସୀମା ସିଲ୍‌ କରାଯାଇଛି। ବାହାର ରାଜ୍ୟର କେହି ଯେଭଳି ଲୁଚାଛପାରେ ନ ଆସିପାରିବେ ସେଥିପ୍ରତି…

6 years ago

ରଥକାଠ କଟା ସରିଲା, ପଠାଯିବ ପୁରୀ

ଭଞ୍ଜନଗର,୨।୪(ଡି.ଏନ.ଏ.)-ମହାମାରୀ କରୋନା ଯୋଗୁ ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ…

6 years ago

ଜିଲା ବିଜେଡି ପକ୍ଷରୁ ରେଡକ୍ରସ ପାଣ୍ଠିକୁ ଦାନ

ଦେବଗଡ,୨ା୪(ଡି.ଏନ.ଏ)-କରୋନା ଭୁତାଣୂ ସଂକ୍ରମଣର ମୁକାବିଲା ପାଇଁ ଦେବଗଡ ଜିଲା ବିଜେଡି ପକ୍ଷରୁ ଜିଲା ରେଡକ୍ରସ ପାଣ୍ଠିକୁ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଦେବଗଡ ନଗର ସଭାପତି…

6 years ago

ଶୁଦ୍ଧିକରଣ ହେଲା ଡାକ୍ତରଖାନା, ଜିଲାପାଳଙ୍କ କାର୍ଯ୍ୟାଳୟ

ଦେବଗଡ,୨ା୪(ଡି.ଏନ.ଏ): କରୋନା ସଂକ୍ରମଣ ରୋକିବା ଲାଗି ଦେବଗଡ ଜିଲା ମୁଖ୍ୟ ଚିକିସତ୍ାଳୟ, ଆଦର୍ଶ ଥାନା ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଗୁରୁବାର ଶୁଦ୍ଧିକରଣ(ସାନିଟାଇଜେସନ)କରାଯାଇଛି। ଦେବଗଡ ଅଗ୍ନିଶମ ବିଭାଗ…

6 years ago

ଦାଦନ ଦୁଃଖ: ଅର୍ଦ୍ଧାହାରରେ ଇଟା ଗଢୁଛନ୍ତି ଶ୍ରମିକ

ବରଗଡ଼ ଅଫିସ୍‌, ୨।୪: ଲକ୍‌ ଡାଉନ୍‌ ଦାଦନ ଶ୍ରମିକଙ୍କ ସମସ୍ୟାକୁ ବହୁଗୁଣିତ କରି ପକାଇଛି। ଏଭଳିସ୍ଥଳେ ସେମାନେ ନା ଘରକୁ ଫେରି ପାରୁଛନ୍ତି କିମ୍ବା ସାମାଜିକ ଦୂରତା…

6 years ago