ଆମ ଜିଲା ଖବର

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ, ୨୨।୪ (ଡି.ଏନ.ଏ.)-କରୋନାକୁ ପ୍ରତିହିତ କରିବା ପାଇଁ ଦିନ ରାତି ଏକ କରି ଖଟୁଥିବା ଯୋଦ୍ଧାମାନଙ୍କୁ ଭାଜପା ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ମଙ୍ଗଳବାର ଭଣ୍ଡାରିପୋଖରୀ ଓ ଧାମନଗର…

6 years ago

ଲକ୍‌ଡାଉନ୍‌ ଊଲ୍ଲଂଘନ ଅଭିଯୋଗ , ୯ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ, ୨୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ ଜଣ କରନା ରୋଗୀ ଚିହ୍ନଟ ହେବା ପରେ ବ୍ଲକର ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି। ଏହା ଛଡ଼ା ଲକଡାଉନ…

6 years ago

ଭିଡ଼ିଓ କନଫେରେନ୍ସିଂରେ ସରପଞ୍ଚଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୨।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସରପଞ୍ଚମାନଙ୍କ ସହିତ ଭିଡ଼ିଓ କନଫେରେନ୍ସିଂ ଜରିଆରେ କଥାବାର୍ତ୍ତା କରି ବିଭିନ୍ନ ପରାମର୍ଶ ଦେଇଛନ୍ତି। ଲକ୍‌ ଡାଉନ କଟକଣା ଯୋଗୁ…

6 years ago

ନିମ୍ନମାନର ଚାଉଳ ଦେଇ ଫସିଲା ଯୋଗାଣକାରୀ ସଂସ୍ଥା

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ସଂକ୍ରମିତ, ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଏହାକୁ ପ୍ରତିହତ କରିବା ପାଇଁ ସାରାଦେଶରେ ଲକ୍‌…

6 years ago

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି: ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପଶ୍ଚିମବଙ୍ଗରୁ ଫେରିଥିଲେ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତିଜଣଙ୍କ ଯାଜପୁରର ୩୮ବର୍ଷୀୟ ଯୁବକ। ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଛନ୍ତି। ତେବେ ଏହାକୁ…

6 years ago

ଭତ୍ତା ହିତାଧିକାରୀଙ୍କୁ କରୋନା ସୁରକ୍ଷା କିଟ୍‌

କେନ୍ଦ୍ରାପଡା ଅଫିସ, ୨୨।୪-କେନ୍ଦ୍ରାପଡ଼ା ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ଭତ୍ତା ହିତାଧିକାରୀଙ୍କୁ କରୋନା ସୁରକ୍ଷା କିଟ୍‌ ବୁଧବାର ପ୍ରଦାନ କରାଯାଇଛି। ଜିଲାର ୮୦ ବର୍ଷରୁ…

6 years ago

ଲକ୍‌ ଡାଉନ ନିୟମ ଉଲ୍ଲଂଘନ, ୨ ଦୋକାନ ସିଲ୍‌ କଲା ପ୍ରଶାସନ

ବରଗଡ଼ ଅଫିସ୍‌,୨୨।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏଥିରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକୁଥିବା…

6 years ago

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ଲକ୍ଷ ୬୧ହଜାର ଦେଲେ

ବରଗଡ଼ ଅଫିସ୍‌,୨୨।୪: କରୋନା ମୁକାବିଲା ପାଇଁ ବରଗଡ଼ ଜିଲା କଣ୍ଟ୍ରାକ୍ଟରସ୍‌ ଆସୋସିଏଶନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ଲକ୍ଷ ୬୧ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି…

6 years ago

କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ବିଧାୟକ, ଜିଲାପାଳ

ବରଗଡ଼ ଅଫିସ୍‌,୨୨।୪: ବରଗଡ଼ ଜିଲାରେ ମଙ୍ଗଳବାର ଅପରାହ୍ନରେ ଘୂଣ୍ଣିଝଡ଼ ସହିତ ବର୍ଷା ଓ କରକାପାତ ହୋଇଥିଲା । ଏଥିରେ ଜିଲାର ଅତାବିରା, ବରଗଡ଼, ଭେଡ଼େନ, ଗାଇସିଲେଟ୍‌, ପଦ୍ମପୁର,…

6 years ago

ମହୁମାଛି ଆକ୍ରମଣରେ ଜୀବନ ଗଲା

ଦେବଗଡ଼,୨୨ା୪(ଡି.ଏନ.ଏ.): ଦେବଗଡ ସହରର ମିରଗିଡିଆ ସାହିର ଅର୍ଜୁନ ମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତିଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ନିଜର କେତେକ ସାଥୀଙ୍କ ସହ…

6 years ago