ଆମ ଜିଲା ଖବର

ସମଲୀଙ୍ଗି ସମ୍ପର୍କ: ପରିବାର ପକ୍ଷରୁ ଅଭିଯୋଗ ପରେ ସାଥି ଗିରଫ

ହରଭଙ୍ଗା,୬।୧୦(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କ ସହ ସମଲୀଙ୍ଗି ସମ୍ପର୍କ ରଖିଥିବା ଅଭିଯୋଗରେ ପୁରୁଣାକଟକ ଅଞ୍ଚଳର ଜଣେ ଯୁବତୀଙ୍କୁ କନ୍ଧମାଳ ଜିଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।…

6 years ago

ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ, ଜଣେ ଅଟକ

ଭଦ୍ରକ ଅଫିସ,୬।୧୦(ଡି.ଏନ୍‌.ଏ.): ଭଦ୍ରକ ପୁରୁଣାବଜାର ପୋଲିସ ସୋମବାର ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବା ସହ ଜଣକୁ ଅଟକ ରଖିଛି। ସୂଚନାନୁସାରେ, ପୁରୁଣାବଜାର ଥାନା ଅଧୀନ…

6 years ago

ଷ୍ଟିମ୍‌ ପାଇପ୍‌ ବେଲ୍‌ ଫାଟି ଇଞ୍ଜିନିୟର ସମେତ ତିନି ଶ୍ରମିକ ଗୁରୁତର: କ୍ଷତି ପୂରଣ ଦାବିରେ ଆନ୍ଦୋଳନ

ଗଞ୍ଜାମ,୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି ।କମ୍ପାନୀର ଷ୍ଟିମ ପାଇପ୍‌ ବେଲ୍‌ ଫାଟିଯିବା ଫଳରେ ସେଠାରେ କାର୍ଯ୍ୟରତ ଜଣେ ଇଞ୍ଜିନିୟର…

6 years ago

ଗାଁ ମଶାଣିରେ ପଡିରହିଛି ପିପିଇ କିଟ୍‌ : କରୋନା ସଂକ୍ରମଣ ଭୟରେ ଅଞ୍ଚଳବାସୀ

ପାଟଣା,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଡୁମୁରିଗୁଡା ଗ୍ରାମର ନେଉଳିଜୁଳି ନାଳ ନିକଟ ଗାଁ ଶ୍ମଶାନରେ ମଙ୍ଗଳବାର ପିପିଇ କିଟ୍‌, ଫେସ ସିଲଡ଼, ବ୍ୟବହୃତ…

6 years ago

ବଳାତ୍କାର ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

କଟକ ଅଫିସ, ୬।୧୦: ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ କରୁଣାକର କାଣ୍ଡିଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି କଟକ ପୋକ୍‌ସୋ କୋର୍ଟ। ଏଥିସହ ଦୋଷୀଙ୍କୁ…

6 years ago

ଦେବୋତ୍ତର କମିଶନରଙ୍କୁ ସ୍ମାରକପତ୍ର ଦେଲେ ନାଗା ସାଧୁ

ପୁରୀ ଅଫିସ, ୬।୧୦: ଲଙ୍ଗୁଳି ମଠରେ ଧୁନି ପରମ୍ପରାକୁ ବଜାୟ ରଖିବା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ନାଗା ସାଧୁମାନେ ଆସି ପୁରୀରେ ଏକାଠି ହୋଇଛନ୍ତି। ମାତ୍ର…

6 years ago

ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବାକୁ ଦାବି

ପୁରୀ ଅଫିସ,୬।୧୦: ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଦାବିରେ ମଙ୍ଗଳବାର ଧାରଣାରେ ବସିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର। ସେ ଅନ୍ୟ କେତେଜଣ…

6 years ago

ସାହା ହେଲା ମା’ ହାତୀ

ଢେଙ୍କାନାଳ ଅଫିସ,୬ା୧୦ ଗଁ। ପାଖ ଦେଇ ଜଙ୍ଗଲକୁ ଯିବାବେଳେ ଏକ କଂକ୍ରିଟ୍‌ ନାଳ ମଧ୍ୟରେ ଖସି ପଡ଼ିଥିଲା ଛୁଆ ହାତୀ। ଦଳରେ ଥିବା ସାଥୀମାନେ ଆଗକୁ ବଢ଼ିଯାଇଥିଲେ…

6 years ago

ଏନ୍‌ଏସି ହେଲେ ଜଳନ୍ତା ବିକାଶ ବତି

ବଇଣ୍ଡା,୬ା୧୦(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡାକୁ ଏନ୍‌ଏସି (ବିଜ୍ଞପିତ ଅଞ୍ଚଳ ପରିଷଦ) ଘୋଷଣା କରାଯାଉ ନାହିଁ। ଏ ନେଇ ଦୀର୍ଘ ୨୨…

6 years ago

ଶ୍ରମ କାର୍ଡ କରାଇବା ନାଁରେ ଅର୍ଥ ଶୋଷଣ

ବଲାଙ୍ଗୀର ଅଫିସ, ୬ା୧୦ ବଲାଙ୍ଗୀର ଜିଲାରେ ଦାଦନ ଶ୍ରମିକଙ୍କ ଶୋଷଣ ଓ ନିର୍ଯାତନା ନୂଆକଥା ନୁହେଁ ା ଏବେ ଦାଦନ ଶ୍ରମିକଙ୍କୁ ଶ୍ରମକାର୍ଡ କରାଇଦେବା ନାଁରେ କେତେକ…

6 years ago