ଛତ୍ରପୁର,୧୭ା୫(ଡି.ଏନ୍.ଏ.): ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ଗଞ୍ଜାମ ଜିଲାରେ ଚାଲିଛି। ଜିଲାରେ ମୋଟ ୧୦୪ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ରହିଛି। ଏଥିମଧ୍ୟରୁ ୨୭ଟି ଆଶ୍ରୟସ୍ଥଳୀରେ…
ବଅଁରପାଳ,୧୭ା୫(ଡି.ଏନ୍.ଏ.): ଅନୁଗୋଳ ଜିଲା ନାଲ୍କୋ ସିପିପି ପ୍ଲାଣ୍ଟକୁ ପରିବହନ ପାଇଁ ଯାଉଥିବା ଟ୍ରକଚାଳକମାନେ ବିଭିନ୍ନ ଦାବି ନେଇ ରବିବାର ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି।…
ରାଜନଗର,୧୭ା୫(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ହାତିନା ଗ୍ରାମରେ ଇଟା ନିର୍ମାଣ ପାଇଁ ସୁଦୂର ଛତିଶଗଡ଼ ଚୁରେନ୍ଦ୍ରା ଜିଲାରେ ରାଜକୁମାର ବିଶ୍ୱକର୍ମା, ଲୀଳାବାଇ ଚୌହାନ୍, ସଂଗଲାଲ୍ ଚୌହାନ୍,…
ରାଜନଗର,୧୭ା୫(ଡି.ଏନ୍.ଏ.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫନ’କୁ ନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ମହାକାଳପଡ଼ା ବ୍ଲକରେ ସମୁଦ୍ରକୂଳିଆ ୪୯ଟି ଗ୍ରାମର ଲୋକେ ଆତଙ୍କିତ…
ମହାକାଳପଡ଼ା,୧୭ା୫(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ରବିବାର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବ୍ଲକରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଆଜି…
ହାଟଡିହୀ,୧୭ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ରବିବାର ପୁଣି ୨ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଜଣେ ଆନ୍ଧ୍ରପ୍ରଦେଶ ଓ ଆଉ ଜଣେ ସୁରଟ ଫେରନ୍ତା ବୋଲି…
ପୁରୀ ଅଫିସ,୧୭।୫: ରଥଖଳାରେ ବାଡ଼ିଆପିଟା। ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଏବଂ ତାଙ୍କ ପୁଅ ସୁଧାକରଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଫଳରେ ଉଭୟେ ଆହତ ହୋଇଛନ୍ତି। ସୁଧାକରଙ୍କ…
କୃଷ୍ଣପ୍ରସାଦ,୧୭।୫(ଡି.ଏନ୍.ଏ.): କରୋନା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି। ଫଳରେ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ୩୦ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କ ଫେରିବା…
ପୁରୀ ଅଫିସ,୧୭।୫: ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସମୁଚିତ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ କରୋନା ଯେଉଁଭଳି ଭାବେ ମାଡ଼ି ଚାଲିଛି…
କଟକ ଅଫିସ,୧୭।୫: ରେଡ୍ ଜୋନରେ ରହୁଥିବା ବିଦ୍ୟାର୍ଥୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ମନା। ସ୍ଥିତି ଆୟତାଧିନ ନ ହେଲା ଯାଏଁ ସେମାନେ ବିଶ୍ୱବିଦ୍ୟାଳୟ ଭିତରକୁ ଆସିପାରିବେ ନାହିଁ।…