ଆମ ଜିଲା ଖବର

କରୋନା କଟକଣା ଭିତରେ ଜି.ଉଦୟଗିରିରେ ଉଡିଲା ତ୍ରିରଙ୍ଗା

ଜି.ଉଦୟଗିରି,୧୫।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ହବାକ ହାଇସ୍କୁଲ ଖେଳ ପଡିଆରେ ଶନିବାର ନିରାଡ଼ମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଡିଓ ତଥା ଭାରପ୍ରାପ୍ତ ଅତିରିକ୍ତ…

6 years ago

ନୟାଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି

ନୟାଗଡ଼ ଅଫିସ,୧୫ା୮: ନୟାଗଡସ୍ଥିତ ପୋଲିସ ଟ୍ରେନିଂ ସ୍କୁଲ(ପିଟିଏସ୍‌)ଠାରେ ୭୪ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଶନିବାର ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

6 years ago

ସ୍ବାଧୀନତା ଦିବସରେ ବୁଡ଼ିଲା ବ୍ଲକକୁ ସଂଯୋଗ କରୁଥିବା ପୋଲ: ଏନ୍‌ଏସି କାର୍ଯ୍ୟାଳୟରେ ପଶିଲା ବର୍ଷାଜଳ

ଧାମନଗର,୧୫।୮(ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଯଅ ନଦୀ ପୋଲ…

6 years ago

କଟକଣା ମଧ୍ୟରେ କେନ୍ଦୁଝରରେ ସ୍ବାଧୀନତା ଦିବସ: କୃଷି ମନ୍ତ୍ରୀ କଲେ ପତାକା ଉତ୍ତୋଳନ

କେନ୍ଦୁଝର,୧୫।୮(ସ୍ବ.ପ୍ର.): କରୋନା କଟକଣା ମଧ୍ୟରେ କେନ୍ଦୁଝରରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଶନିବାର ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏ ଥିରେ ମୁଖ୍ୟ ଅତିଥି ଭାବରେ କୃଷି ମନ୍ତ୍ରୀ…

6 years ago

ଭଦ୍ରକ ଜିଲା ବଳିଦାନର ମାଟି: ଜିଲାପାଳ

ଭଦ୍ରକ ଅଫିସ,୧୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ କଲେଜ ପଡ଼ିଆରେ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ…

6 years ago

ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ

ଚୌଦ୍ୱାର,୧୫।(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱାର ପୌରକାର୍ଯାଳୟ…

6 years ago

ପୁରୁଷୋତ୍ତମପୁରରେ ସ୍ବାଧୀନତା ଦିବସ: ଜାଣନ୍ତୁ କେଉଁଠି କିଏ କଲେ ପତାକା ଉତ୍ତୋଳନ

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ୭୪ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଏବଂ ଓକିଲ…

6 years ago

ଗାଡ଼ି ଗଲାନି, ଖଟିଆରେ ବୁହାହେଲେ ବ୍ୟକ୍ତି; ଡାକ୍ତରଖାନାରେ ଜୀବନ ଗଲା

ବରଗଡ଼ ଅଫିସ୍‌/ସରଣ୍ଡା,୧୫।୮: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମରେ ରାସ୍ତା ଖରାପ ଯୋଗୁ ଜଣେ ରୋଗୀଙ୍କୁ ଖଟିଆରେ ବୋହିବା ଏବଂ ଡାକ୍ତରଖାନାରେ…

6 years ago

ବଞ୍ଚିଛି ମାନବିକତା: ମା’-ବାପା ଛେଉଣ୍ଡ ୩ ପିଲାଙ୍କୁ ସହାୟତାର ହାତ ବଢ଼ାଇଲେ…

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଏବେ ବି ବଞ୍ଚିଛି ମାନବିକତା। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ଗାଁରେ। ମା’-ବାପା ଛେଉଣ୍ଡ ୩ ଅସହାୟ…

6 years ago

ଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ସ୍ବାଧୀନତା ଦିବସରେ ଉପସ୍ଥିତ ହେଲେ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା

ବଡ଼ବିଲ,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଶନିବାର ୭୪ ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଦିବସ ପାଳନ ସମିତି ସଭାପତି ତଥା ବଡ଼ବିଲ ତହସିଲଦାର କ୍ଷୀରୋଦ…

6 years ago