ପୁରୀ ଅଫିସ,୨୬।୭: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା। ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଇସିୟୁକୁ ସାମୟିକଭାବେ…
କଟକ ଅଫିସ,୨୬।୭: ରେଭେନ୍ଶା ବିଶ୍ୱବିଦ୍ୟାଳୟର ଜଗନ୍ନାଥ ଛାତ୍ରାବାସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ପୁଅ ଶନିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ଯୁବକ ଜଣଙ୍କ ହାୱଡା ମୋର୍ଟସଠାରେ ଥିବା ଏକ…
କଟକ ଅଫିସ,୨୬।୭: ଆଳୁ ଓ ପିଆଜ ଦର ଗତ କିଛି ସପ୍ତାହ ଭିତରେ ବଢ଼ିବାରେ ଲାଗିଛି। ମାସକ ଭିତରେ ଆଳୁ ଦର କେଜି ପିଛା ୧୫ ଟଙ୍କା…
କୋଣାର୍କ,୨୬।୭(ଡି.ଏନ.ଏ.) : ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ। ଏହାର ଭୂମି ପୂଜା ପାଇଁ କୋଣାର୍କରୁ ପବିତ୍ର ତୀର୍ଥ ଜଳ ଓ ମାଟି ସଂଗ୍ରହ…
ଛେଣ୍ଡିପଦା,୨୫ା୭(ସ୍ବ.ପ୍ର.) ଗାଁକୁ ଭଲ ରାସ୍ତାଟିଏ ନାହିଁ। ଚାରିପଟୁ ଘେରି ରହିଛି ନୁହୁରାଣୀ ଓ ବାଇଶିନାଳିଆ ନଦୀ। ବର୍ଷ ତମାମ ସେଥିରେ ପାଣି ରହୁଥିବାରୁ ଯାତାୟାତ ବେଶ୍ କଷ୍ଟକର।…
କାମାକ୍ଷାନଗର, ୨୬।୭ (ସୁଧୀର କୁମାର ପରିଡ଼ା): ‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଇ ପର...’ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ଉପରେ ଆଧାରିତ କଥାଚିତ୍ର…
ବ୍ରହ୍ମପୁର ଅଫିସ ,୨୬ା୭ - ମଣ୍ଡଳ କାରାଗାରରେ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଆରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସେଠାରେ ୫୦ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ଜେଲ୍…
ଚମ୍ପୁଆ, ୨୬ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ହେଉଛି ଏକ କୃଷିବହୁଳ ଜିଲା। ଚମ୍ପୁଆରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି।…
ଚମ୍ପୁଆ,୨୬।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତର ମହେଶ୍ୱରପୁରଠାରେ ଥିବା ଉଠା ଜଳସେଚନ ପଏଣ୍ଟର ବିଜୁଳି ସଂଯୋଗ ବିଦ୍ୟୁତ୍ ବିଭାଗ କାଟିଦେବାପରେ ଏକର ଏକର…
ବାରିପଦା ଅଫିସ,୨୬ା୭(ରଞ୍ଜନ କୁମାର ପ୍ରଧାନ): ସବାଇ ଘାସରେ ପ୍ରସ୍ତୁତ ସୁନ୍ଦର ହସ୍ତକଳା ଓ ବିଭିନ୍ନ ଘରକରଣା ଜିନିଷର ଚାହିଦା ରହିଛି। ଫୁଲ ଚାଙ୍ଗୁଡ଼ି,ପାଛିଆ, ବ୍ୟାଗ୍ ସହିତ ବିଭିନ୍ନ…