ଆମ ଜିଲା ଖବର

ସୀମାନ୍ତରେ ଗୁଳି ବିନିମୟ: ୩ ମାଓବାଦୀ ନିହତ, ଜଣେ ଯବାନ ଆହତ

ମାଲକାନଗିରି,୨୩ା୧୧(ଡି.ଏନ୍‌.ଏ.)-ମାଲକାନଗରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡରେ ସୋମବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି।…

6 years ago

ମାଡ଼ ମାରି ଲୁଟି ନେଲେ ୬ ଲକ୍ଷ

ମାଲକାନଗିରି,୨୩ା୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସଦର ମହକୁମାରେ ଜଣେ ବ୍ୟବୟାସୀଙ୍କଠାରୁ ୨ ଜଣ ଦୁର୍ବୃତ୍ତ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୋମବାର ମଧ୍ୟାହ୍ନ ୨ଟାରେ ମାଲକାନଗିରି ସଦର ମହକୁମାସ୍ଥିତ…

6 years ago

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର, ୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣବଳାତ୍କାର କରିବା ଘଟଣାରେ ଅତିରିକ୍ତ ଜିଲା ଜଜ୍‌ ଓ ସ୍ବତନ୍ତ୍ର ଜଜ୍‌ ଲୋକନାଥ ସାହୁ…

6 years ago

ଯୁବତୀଙ୍କୁ କଟୁରିରେ ହାଣି ହତ୍ୟା

ନୟାଗଡ଼ ଅଫିସ,୨୩ା୧୧: ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମରେ ଜଣେ ଯୁବତୀଙ୍କୁ କଟୁରିରେ ହାଣି କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାପଡ଼ିଛି। ତେବେ କିଏ ହତ୍ୟା…

6 years ago

ଥରେ ଗିରଫ ପରେ ସୁଧୁରିଲେନି: ପୁଣି ଲାଞ୍ଚ ନେଇ ଡାକ୍ତର ଗିରଫ

ମାଲକାନଗିରି, ୨୩।୧୧(ଡି.ଏନ୍‌.ଏ.): ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଜଣେ ଡାକ୍ତର ପୁଣିଥରେ ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।…

6 years ago

ନାବାଳିକା ଝିଅକୁ ପୋଡିଦେଲେ ବାପା

ପାଟଣାଗଡ, ୨୩।୧୧ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଡେବିରିପାଲି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ କାଣ୍ଡ। ଜଣେ ନାବାଳିକା ଝିଅକୁ ବାପା…

6 years ago

ଆଜି ପବିତ୍ର ଅଁଳା ନବମୀ

ସାକ୍ଷୀଗୋପାଳ,୨୩ା୧୧(ଡି.ଏନ୍‌.ଏ.):ସୋମବାର ଅଁଳାନବମୀ ଉପଲକ୍ଷେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ନୀତି ଅନୁଷ୍ଠିତ ହେବ। ପାରମ୍ପରିକ ବେଶଭୂଷା ଓ ଗହଣାରେ ଲାଗି ହୋଇ ମା’ ରାଧାରାଣୀ ଓଡିଆଣୀ…

6 years ago

ପୁରୀ: ପୁଣି ଏକ ଥାର୍ଡ ଡିଗ୍ରୀ ଅଭିଯୋଗ

ପୁରୀ ଅଫିସ,୨୩ା୧୧:ଥାନା ହାଜତରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ସମଗ୍ର ରାଜ୍ୟରେ ଏବେ ପୁରୀ ଜିଲା ଚର୍ଚ୍ଚାରେ ରହିଛି । ବାସେଳିସାହି ଥାନା ହାଜତ ମୃତ୍ୟୁ ପରେ…

6 years ago

ରୋଗ ବାଣ୍ଟୁଛି ‘ରଗଡ଼ି’

ଭୁବନ, ୨୩।୧୧ (ବିପିନ ବିହାରୀ ସେଠୀ) : ଭୁବନ ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡ଼ିତ ରଗଡ଼ିନାଳ ଏବେ ପରିତ୍ୟକ୍ତ। ଭୁଶୁଡ଼ି ପଡ଼ିଥିବା ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ନାଳରେ ସିଧାସଳଖ…

6 years ago

‘ଅପରାଧମୁକ୍ତ ପୁରୀ ମୁଖ୍ୟ ଲକ୍ଷ୍ୟ’

ପୁରୀ ଅଫିସ,୨୩ା୧୧:ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସ୍‌ପି ଭାବେ ଆଇପିଏସ୍‌ ଅଫିସର କେ. ବିଶାଲ ସିଂ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ…

6 years ago