ଆମ ଜିଲା ଖବର

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ। ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

5 years ago

ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଖୋର୍ଦ୍ଧା ଅଫିସ,୨।୧୦: ୧୬ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି।…

5 years ago

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା ଅଫିସ,୨।୧୦: ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଖୋର୍ଦ୍ଧା ଆନୁକୂଲ୍ୟରେ ଜିଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ…

5 years ago

ଦୁର୍ଘଟଣାରେ ପୂର୍ବତନ ଛାତ୍ର ସଂସଦ ସଭାପତି ଆହତ, ମେଡିକାଲରେ ଉତ୍ତେଜନା

ଗଞ୍ଜାମ,୨।୧୦(ଡି.ଏନ୍‌.ଏ.): ଋଷିକୂଲ୍ୟା ପୋଲଠାରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଗଞ୍ଜାମ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଅନିଲ କୁମାର ପରିଡ଼ା ବ୍ରହ୍ମପୁରରୁ ନିଜ ଗ୍ରାମକୁ ଫେରୁଥିବା…

5 years ago

ନଦୀ ପଠାଜମିକୁ ବେଆଇନ ଲିଜ୍‌

କୁଜଙ୍ଗ, ୨।୧୦(ଡି.ଏନ୍‌.ଏ.): କୁଜଙ୍ଗ ତହସିଲ ଦେଇ ପ୍ରବାହିତ ସାହାରାପେଣ୍ଠ ମତ୍ସ୍ୟଦିଆ ସଇରାତର ଶାମୁକାତିମୁଣ୍ଡା ନଦୀ ପଠା ଜମିକୁ ବେଆଇନଭାବେ ଲିଜ୍‌ ଆକାରରେ ଦିଆଯାଇଛି। ଏନେଇ କୈର୍ବତ୍ତ୍ୟମାନଙ୍କ ତରଫରୁ…

5 years ago

ଜିଲାରେ ବଢୁଛି ସମସ୍ୟା, ସମାଧାନ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ପୂରିଛି। ଖଣି, ଶିଳ୍ପ ବିହୀନ ଜିଲାରେ ଚାଷ ଓ ମାଛ ଜୀବନ ଜୀବିକା ହୋଇଛି।…

5 years ago

ଯାଜପୁର ସିମେଣ୍ଟ କାରଖାନାରେ ଉତ୍ତେଜନା

କଳିଙ୍ଗନଗର, ୨।୧୦(ଡି.ଏନ.ଏ.): କଳିଙ୍ଗନଗର ଶଳ୍ପାଞ୍ଚଳର ଯାଜପୁର ସିମେଣ୍ଟ (ସାଗର ସିମେଣ୍ଟ୍‌) କାରଖାନାରେ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଛି। ୩ ମାସର ବକେୟା ଦରମା ଦାବିରେ ଶ୍ରମିକ ଓ…

5 years ago

ସେବା ଯୋଗାଣ କେନ୍ଦ୍ରରେ ଶୋଷଣ

ରସୁଲପୁର, ୨।୧୦(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ଜନସେବା, ମୋ ସେବା ଓ ଆଧାର କେନ୍ଦ୍ର ରହିଛି। ମାତ୍ର ଏସବୁ ସେବାକେନ୍ଦ୍ରଗୁଡ଼ିକ ମଧ୍ୟରୁ ଅନେକ କେନ୍ଦ୍ରରେ…

5 years ago

କୋରାପୁଟ୍‌ କଫି କାଫେ ଉଦ୍‌ଘାଟିତ

ଭୁବନେଶ୍ୱର(ବ୍ୟୁରୋ)/ କୋରାପୁଟ (ସ୍ବ.ପ୍ର.), ୨।୧୦: ଅନ୍ତର୍ଜାତୀୟ କଫି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ‘କୋରାପୁଟ କଫି କାଫେ’ର ଉଦ୍‌ଘାଟନ କରିବା ସହ www.koraputcoffee.org ନାମକ…

5 years ago

ଓଏସ୍‌ଏସ୍‌ଟିଇଟି ପରୀକ୍ଷାରେ ତ୍ରୁଟି ଅଭିଯୋଗ

କଟକ ଅଫିସ, ୨।୧୦: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ କରାଯାଇଥିବା ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି)ରେ ତ୍ରୁଟି ହୋଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି।…

5 years ago