ଆମ ଜିଲା ଖବର

କ୍ରୀଡ଼ା ସଙ୍ଗଠକ ସୁମନ୍ତ ଭୋଇଙ୍କ ପରଲୋକ

ବଲାଙ୍ଗୀର ଅଫିସ,୩୧।୧: ବଲାଙ୍ଗୀରର ବିଶିଷ୍ଟ କ୍ରୀଡ଼ା ସଙ୍ଗଠକ ସୁମନ୍ତ ଭୋଇ (୫୬)ଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ବଲାଙ୍ଗୀରରେ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଦିଗରେ…

5 years ago

୧୧ କେଭି ଲାଇନ୍‌ରୁ ଶିକାର ପାଇଁ ଟାଣିଥିଲେ ତାର, ଦୁଇ ଗିରଫ

କେନ୍ଦୁଝର/ବଡ଼ବିଲ,୩୧ା୧(ସ୍ବ.ପ୍ର.): କେନ୍ଦୁଝର ବନ ଡିଭିଜନ ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବଳିତା ବିଟ୍‌ ଅଧିନସ୍ଥ ବିଲେଇପଦା ସେକ୍ସନରେ ଦୁଇଟି ବାରହା ଶିକାର ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି।…

5 years ago

ପର୍‌ମିଶନ ନ ଥାଇ ମୂଲ୍ୟବାନ ପଟା ଚାଲାଣ ଅଭିଯୋଗ

କାଲିମେଳା,୩୧।୧(ଡି.ଏନ.ଏ) ମାଲକାନଗିରି ଜିଲା କାଲିମେଳା ସଦର ମହକୁମାସ୍ଥିତ ଶିଶୁମନ୍ଦିର ବିଦ୍ୟାଳୟ ପଛପଟେ ଭଡା ଘରେ ରହୁଥିବା କାଲିମେଳା କେସିସି ବ୍ୟାଙ୍କ ମ୍ୟାନେଜର ଚୋରା କାଠପଟା ଚାଲାଣ କରୁଥିବା ଦେଖିବାକୁ…

5 years ago

ଉମରକୋଟରେ ପୁଣି ଭାଲୁ ଭୟ

ଉମରକୋଟ,୩୧।୧(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ କିଛି ଦିନର ବ୍ୟବଧାନରେ ପୁଣି ୨ ଭାଲୁଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଉମରକୋଟ ବ୍ଲକ ମୁର୍ତ୍ତୁମା…

5 years ago

ଅଦିନିଆ ବର୍ଷାରେ ଗଜା ହେଲା ଧାନ

ମୁନିଗୁଡ଼ା,୩୧।୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକରେ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ଗଜା ହୋଇଛି। ଅଞ୍ଚଳର ଚାଷୀ ଧାନ, କପା ଓ ପରିବା ଚାଷ କରିଥିଲେ। କିନ୍ତୁ ଅଦିନିଆ…

5 years ago

ଜଙ୍ଗଲ ସୁରକ୍ଷା ଲାଗି ଏକାଠି

ବଇଣ୍ଡା, ୩୧।୧(ଡି.ଏନ୍‌.ଏ.) କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ୍‌ ଅଧୀନ ନୁନୁକାପଶି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଞ୍ଚଳବାସୀ। ରବିବାର ସ୍ଥାନୀୟ ବାସିନ୍ଦା ଏକାଠି ହୋଇ…

5 years ago

ସମସ୍ୟା ଘେରରେ ଲୁହାମୁଣ୍ଡା ସୋସାଇଟି

ବଇଣ୍ଡା, ୩୧।୧(ଡି.ଏନ୍‌.ଏ.) କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଲୁହାମୁଣ୍ଡା ସେବା ସମବାୟ ସମିତିରେ ସମସ୍ୟା ଲାଗିରହିଛି। ଆବଶ୍ୟକ ମୌଳିକ ସୁବିଧା ଉପଲବ୍ଧ ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। ଏହାର…

5 years ago

ନିର୍ବାଚନ ରଣାଙ୍ଗନରେ ୭୭ ବର୍ଷୀୟ ସୁବାସ

ଆରଡ଼ି, ୩୧।୧ (ଡି.ଏନ.ଏ.) ଅର୍ଥ ନୁହେଁ ପ୍ରାର୍ଥୀଙ୍କୁ ଦେଖନ୍ତୁ, ବକ୍ତବ୍ୟ ନୁହେଁ ବ୍ୟକ୍ତିଙ୍କୁ ଦେଖନ୍ତୁ, ଚିତ୍ର ନୁହେଁ ଚରିତ୍ର ଦେଖନ୍ତୁ। ଏଭଳି ଲେଖାଥିବା ପୁସିଂ କାର୍ଡ ଧରି…

5 years ago

ଫାଇନାଲ ରାଉଣ୍ଡ ଅଡିଶନରେ ମିଲନ

ଢେଙ୍କାନାଳ ଅଫିସ, ୩୧।୧: ଜାତୀୟସ୍ତରୀୟ ମଞ୍ଚରେ ଲଗାତର ଚମକୁଛନ୍ତି ଢେଙ୍କାନାଳ ଜିଲାର ପ୍ରତିଭାବାନ ଯୁବପିଢ଼ି। ଏମ୍‌ଟିଭି ଫ୍ୟାଶନ ରିୟଲଟି ଶୋ’ରେ ସ୍ବପ୍ନା ପ୍ରିୟଦର୍ଶିନୀ, ‘ମିଶନ ଡ୍ରିମ୍ସ ମିସ୍‌…

5 years ago

ହାତୀ ଚଳପ୍ରଚଳରେ ବାଧକ ଟ୍ରକ୍‌ ପାର୍କିଂ

କେନ୍ଦୁଝର, ୩୧।୧ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ହାତୀମାନଙ୍କ ଅପେକ୍ଷା ଖଣିଖାଦାନ ଓ ଖଣି ପରିବହନକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ହାତୀ ମାନଙ୍କ ଚଳପ୍ରଚଳ ସଙ୍କୁଚିତ ହେବା ସହ ଚଲାପଥ…

5 years ago