ଆମ ଜିଲା ଖବର

ହାତୀ ଉପଦ୍ରବ, ଧାନ ଫସଲ ନଷ୍ଟ

ବୁଗୁଡା,୧୪ା୧୧(ଡି.ଏନ୍‌.ଏ)-ବୁଗୁଡା ବ୍ଲକ କରସିଙ୍ଗି ଗ୍ରାମରେ ଦୁଇଦିନ ହେଲା ହାତୀ ଉପଦ୍ରବ ଯୋଗୁ ପ୍ରାୟ ୫୦ ଭରଣ ଧାନ ଫସଲ ନଷ୍ଟ ହୋଇଛି। ଏହି ହାତୀପଲ ନୟାଗଡ଼ ଜଙ୍ଗଲରୁ…

5 years ago

କେଏସ୍‌ୟୁବି କଲେଜର ଭିତ୍ତିଭୂମି ସୁଦୃଢ଼ କରାଯିବ: ମନ୍ତ୍ରୀ

ଭଞ୍ଜନଗର,୨୪।୧୧(ଡି.ଏନ.ଏ.)-ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶନିବାର ପୂର୍ବାହ୍ନରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସ୍‌ୟୁବି) କଲେଜ ପରିଦର୍ଶନରେ…

5 years ago

ଗଞ୍ଜେଇ ମାଫିଆ ଗିରଫ, ୩ଲକ୍ଷ ୩୦ ହଜାର ଜବତ

ଜୟପୁର, ୧୪।୧୧ (ଡି.ଏନ୍‌.ଏ.) କୋରାପୁଟ ଜିଲା ଜୟପୁର ସଦର ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ଇମ୍ରାନ ଖାଁ ଓରଫ ରାଜା(୨୪)ଙ୍କୁ ବୋରିଗୁମ୍ମା ଥାନା…

5 years ago

ଧାନ କିଣାବିକାରେ ରହୁନି ସ୍ବଚ୍ଛତା

ନୟାଗଡ଼ ଅଫିସ,୧୪ା୧୧: ନୟାଗଡ଼ ଜିଲାରେ ଧାନ କିଣାବିକାରେ ସ୍ବଚ୍ଛତା ରହୁନାହିଁ। ୨୦୧୯-୨୦ ଆର୍ଥିକ ବର୍ଷର ସ୍ଥିତି ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେବ। ଚଳିତବର୍ଷ ଏହି ଅନିୟମିତତା…

5 years ago

ଅଦାଲତ ଆଦେଶ ମାନିଲାନି ବ୍ୟାଙ୍କ: ଅପିଲ ପରେ ମିଲିଲା କ୍ଷତିପୂରଣ

ନୟାଗଡ଼ ଅଫିସ,୧୪ା୧୧-ଖାଉଟି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ନ ହେବାରୁ ଆଦେନକାରୀ ଅପିଲ କରି ନ୍ୟାୟ ପାଇଛନ୍ତି। ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମର ମାଗୁଣି ସେଠୀ ନାମକ ଜଣେ…

5 years ago

ରାସ୍ତାକଡ଼ରେ ପ୍ରସବ କଲେ ମହିଳା

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରଳାଖେମୁଣ୍ଡି ରାଜନହର ମୁଖ୍ୟ ରାସ୍ତା କଡ଼ରେ ଜଣେ ଅସହାୟ ମହିଳା ପ୍ରସବ କରିଛନ୍ତି। ମହିଳା…

5 years ago

ବଡ଼ଚଣାରେ ଖୋଲିଲା ବିହନ ପରୀକ୍ଷା କେନ୍ଦ୍ର

ଚଣ୍ଡିଖୋଲ,୧୪ା୧୧(ଡି.ଏନ.ଏ.): ବଡ଼ଚଣାଠାରେ ଏକ ବିହନ ପରୀକ୍ଷାଗାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାକୁ ଶୁକ୍ରବାର କୃଷିମନ୍ତ୍ରୀ ଅରୁଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ରାଜ୍ୟ…

5 years ago

ପରିବେଶ ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଖଣ୍ଡପଡ଼ା,୧୪ା୧୧(ସ୍ବ.ପ୍ର.): ଖଣ୍ଡପଡ଼ା ସହର ଉପକଣ୍ଠରେ ରହିଛି ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳୀ। ୨ବର୍ଷ ତଳେ ଏହା ଲୋକାରଣ୍ୟ ହୋଇଉଠୁଥିଲା। ରାଜ୍ୟ ତଥା ରାଜ୍ୟ ବାହାରରୁ ଏଠାକୁ ପର୍ଯ୍ୟଟକଙ୍କ…

5 years ago

ଗଜପତିରୁ ୪ ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ଗଜପତିରେ ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାରଳା ପୌର ପରିଷଦରୁ ୩ ଜଣ, ଗୋଷାଣିରୁ ଜଣେ ଆକ୍ରାନ୍ତ ହୋଇଥିବା ଗଜପତି ଜିଲାପାଳ ଅନୁପମ…

5 years ago

ଲକ୍ଷାଧିକ ଟଙ୍କାର ବାଣ ଜବତ, ବ୍ୟବସାୟୀ ଗିରଫ

ଦିଗପହଣ୍ଡି,୧୪ା୧୧(ଡି.ଏନ୍‌.ଏ.): ଦିଗପହଣ୍ଡି ପୋଲିସ ଡେଙ୍ଗାଓସ୍ତା ଗ୍ରାମର ଏକ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ବ୍ୟବସାୟୀ ୟୁ.…

5 years ago