ଆମ ଜିଲା ଖବର

ମାଛ ନିଲାମରେ କେଳେଙ୍କାରୀ: ଗହୀରମଥା ବନପାଳ ନିଲମ୍ବିତ

ରାଜନଗର,୩ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ମାଦଳିମାଉଥ ନିକଟ ନିଷିଦ୍ଧାଞ୍ଚଳରେ ପଶି ମାଛ ମାରୁଥିବାବେଳେ ନଭେମ୍ବର ୨୯ରେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଲକ୍ଷ୍ମୀ ତାରିଣୀ-୩ ନାମକ…

5 years ago

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ଟିଟିଲାଗଡ଼,୩।୧୨(ଡି.ଏନ.ଏ): ବଲାଙ୍ଗୀର ଜ଼ିଲା ଟିଟିଲାଗଡ଼ରେ ଗୁରୁବାର ସକାଳୁ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକ ଘରେ ଭିଜିଲାସନ୍ସ ଚଢାଉ ହୋଇଛି। ଡିସପି ଦାଶରଥି ସେଠଙ୍କ ନେତୃତ୍ୱରେ ରେଞ୍ଜରଙ୍କ ଟିଟିଲାଗଡ଼…

5 years ago

ଇକୋ ସେନ୍‌ସିଟିଭ ଜୋନରେ ପ୍ରକଳ୍ପ

କେନ୍ଦ୍ରାପଡା ଅଫିସ,୩।୧୨:କେନ୍ଦ୍ରାପଡ଼ା ଜିଲା ଜାତୀୟ ଉଦ୍ୟାନ ଭିତରକନିକାର ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍‌ସିଟିଭ ଜୋନ)ରେ ଯାଉଛି। ଜିଲାର ରାଜକନିକା ବ୍ଲକ ବରୁଣାଡିହାରେ ନିର୍ମାଣାଧୀନ ଖରସ୍ରୋତା ମେଗା…

5 years ago

ମଦ ବୋତଲ ଭାଙ୍ଗି ମଦ ଦୋକାନ ମ୍ୟାନେଜରଙ୍କୁ ଆକ୍ରମଣ ଓ ଟଙ୍କା ଲୁଟ : ୨ଗିରଫ

ଦେବଗଡ଼,୩।୧୨(ଡି.ଏନ.ଏ)- ମଦ ଦେବାରେ ବିଳମ୍ବ ହେବାରୁ ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାରେ ଥିବା ବିଦେଶୀ ମଦ ଦୋକାନରେ ମଦ ବୋତଲ ଭାଙ୍ଗି ମ୍ୟାନେଜରଙ୍କୁ ମରଣାନ୍ତକ…

5 years ago

ଏସ୍‌ସିବି ପବ୍ଲିକ ସ୍କୁଲରେ ତାଲା

କଟକ ଅଫିସ,୩।୧୨:ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ ଲାଗି ଏସ୍‌ସିବି ପବ୍ଲିକ ସ୍କୁଲ ବନ୍ଦ ହେବ। ଏହି ସ୍କୁଲରେ ପଢୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଯିବ। ତେବେ…

5 years ago

ଆମାଜନ୍‌ ନାଁରେ ପୁଣି ଏତଲା

ପୁରୀ ଅଫିସ,୩।୧୨:ଅନ୍‌ଲାଇନରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ‘ନିର୍ମାଲ୍ୟ’ ବିକ୍ରିକୁ ନେଇ ବିବାଦ ଥମୁନାହିଁ। ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସୁଆର ମହାସୁଆର ନିଯୋଗ…

5 years ago

ଭେଜାଲ ଖାଦ୍ୟ ସାମଗ୍ରୀ ରୋକିବ ସ୍କ୍ବାଡ୍‌

କଟକ ଅଫିସ, ୨।୧୨:କଟକ ଜିଲାରେ ଭେଜାଲ ତଥା ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କାରଖାନାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ବୁଧବାର ଜିଲାପାଳ ଭବାନୀ ଶଙ୍କର…

5 years ago

ଜମି ବଢ଼ିନି, ବଢ଼ିଲେ ଚାଷୀ

ଯାଜପୁର ଅଫିସ,୩।୧୨:ଯାଜପୁର ଜିଲାର ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ଅଗଷ୍ଟ ଶେଷବେଳକୁ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିଯୋଗୁ ପ୍ରାୟ ୭୪ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ…

5 years ago

ସିସିବିରେ ବଢ଼ୁଛି ଆର୍ଥିକ ଅନିୟମିତତା

ଯାଜପୁର ଅଫିସ,୩।୧୨:ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସହିତ ଅନୁବନ୍ଧିତ ୧୭ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ସିସିବି) ବା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ରହିଛି। ସେଥିମଧ୍ୟରୁ ୮ ସିସିବିରେ…

5 years ago

ଆଠଗଡ଼ ସମବାୟ ବ୍ୟାଙ୍କ ଋଣ ଜାଲିଆତିି ଘଟଣା: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୩।୧୨:କଟକ ଜିଲା ଆଠଗଡ଼ ସମବାୟ ବ୍ୟାଙ୍କରେ ଋଣ ପ୍ରଦାନରେ ହୋଇଥିବା ଅନିୟମିତତା ଘଟଣାର ସିବିଆଇ କିମ୍ବା କୋର୍ଟଙ୍କ ନିରୀକ୍ଷଣରେ ଏସ୍‌ଆଇଟି ତଦନ୍ତ କରିବା ଦାବିରେ ହାଇକୋର୍ଟରେ…

5 years ago