ଆମ ଜିଲା ଖବର

ଝରଣା କୂଳରୁ ମିଳିଲା ନରକଙ୍କାଳ

ନୂଆଗଡ,୨୫ା୩(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ ବ୍ଲକର ବଡପଦା ଗ୍ରାମ ନିକଟ ଝରଣା କୂଳରେ ଶୁକ୍ରବାର ଏକ ନରକଙ୍କାଳ ଦେଖିବାକୁ ମିଳିଛି। ସେହି କଙ୍କାଳ ଗ୍ରାମର ଲିଟୁ ଦଳାଇ(୩୫)…

5 years ago

ସରପଞ୍ଚରୁ ଜିଲା ପରିଷଦ ଉପସଭାପତି

ଭବାନୀପାଟଣା,୨୫।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଆଟିଗଁା ୧ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟା ସୁଧୀରା ମେହେର କଳାହାଣ୍ଡି ଜିଲା ପରିଷଦ ଉପସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ…

5 years ago

ଟଙ୍କା ଜମାକରୁଥିବା ବେଳେ ଧରାପଡ଼ିଲେ ଭିଜିଲାନ୍ସ ହାତରେ

ମାଲକାନଗିରି,୨୫।୩(ଡି.ଏନ୍‌.ଏ.): ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଯନ୍ତ୍ରୀ ଦାସ ଶୁକ୍ରବାର ଡିସିବି ବ୍ୟାଙ୍କରେ ୧୦ ଲକ୍ଷ…

5 years ago

ନିର୍ବାଚନୀ ହିଂସାରେ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର ଅଫିସ,୨୫ା୩: ବ୍ରହ୍ମପୁର ମହାନଗରରେ ସଂଘଟିତ ନିର୍ବାଚନୀ ହିଂସା ଘଟଣାରେ ବୈଦ୍ୟନାଥପୁର ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଲାଞ୍ଜିପଲ୍ଲୀ ଢିପ ସାହିର ସୁନୀଲ ବେହେରା।…

5 years ago

ଅଞ୍ଚଳର ବିକାଶ ପାଇଁ କାମ କରିବି

କୋକସରା,୨୫।୩(ଡି.ଏନ.ଏ): କଳାହାଣ୍ଡି ଜଲା କୋକସରା ପଞ୍ଚାୟତ ସମିତିର ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଏବଂ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି…

5 years ago

ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ/ଆସ୍କା, ୨୫।୩: ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି । ଏ ନେଇ ଗଞ୍ଜାମ…

5 years ago

ମିଳିଲା ମାନସଙ୍କ ହାତ ଲେଖା ଚିଠି

ଚାନ୍ଦବାଲି,୨୫।୩(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ମାନସ ଲେଖିଯାଇଥିବା ଚିଠି ମିଳିଛି।…

5 years ago

ଝସକେତନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ସୋନପୁର,୨୫।୩(ନି. ପ୍ର): ସୁବର୍ଣ୍ଣପୁର ଜିଲା ପରିଷଦ ଉପାଧ୍ୟକ୍ଷ ଭାବେ ବରିଷ୍ଠ ବିଜେଡି ନେତା ଝସକେତନ ବଘାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି. ତାଙ୍କୁ ଜିଲାପାଳ ଆବୋଲି ସୁନିଲ ନରୱାଣେ…

5 years ago

ଜିଲା ପରିଷଦ ଉପାଧ୍ୟକ୍ଷା ହେଲେ ମିଥିଳା

ବଲାଙ୍ଗୀର ଅଫିସ, ୨୫।୩- ଶୁକ୍ରବାର ଅନୁଷ୍ଠିତ ଜିଲା ପରିଷଦ ଉପାଧ୍ୟକ୍ଷା ନିର୍ବାଚନରେ ମୁରିବାହାଲ ୨୭ ନମ୍ବର ଜିଲା ପରିଷଦ ଜୋନର ଜିଲା ପରିଷଦ ପ୍ରାର୍ଥିନୀ ମିଥିଳା ମାଝି…

5 years ago

ମା ଦଣ୍ଡ କାଳୀଙ୍କ ପ୍ରସିଦ୍ଧ  ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ 

ପୁରୁଷୋତ୍ତମ ପୁର,୨୫/୩(ଡିଏନ୍ଏ) ଗଞ୍ଜାମ ଜିଲ।ର ପ୍ରସିଦ୍ଧ ମା ଦଣ୍ଡ କାଳୀ ଙ୍କ ୨୧ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି। ଗତ ତିନି ବର୍ଷ ହେଲା ମହାମାରି କରୋନାକୁ…

5 years ago