ଆମ ଜିଲା ଖବର

ରଥଖଳା : ଆଜି ସିଙ୍ଗଡ଼ା ବାଡ଼ିଆ

ପୁରୀ ଅଫିସ,୧୫।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି ।…

5 years ago

କଳମ୍ବ ଗାଁ ଅଶାନ୍ତ: ନାମଯଜ୍ଞ ସରିଲା, ମୁଣ୍ଡ ଗଡ଼ିଲା

ପୋଲସରା,୧୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧିନ କଳମ୍ବ ଗ୍ରାମରେ ଶନିବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ହେଲେ…

5 years ago

ବରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ, ଉଠାଜଳସେଚନ ପ୍ରକଳ୍ପ କଲେ ତଦାରଖ

ବରଗଡ଼ ଅଫିସ,୧୫।୫: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର ବରଗଡ଼ ଗସ୍ତରେ ଆସିଛନ୍ତି । ସେ ଏଠାକୁ ଆସିବା ବାଟରେ ହୀରକୁଦ…

5 years ago

ବ୍ରଜରାଜନଗର ଉପନିର୍ବାଚନ: ନାରୀଶକ୍ତି ହେବ ବିଜେଡିର ଭୋଟ ପୁଞ୍ଜି

ଝାରସୁଗୁଡା ଅଫିସ,୧୫।୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣକୌଶଳ ପ୍ରସ୍ତୁତରେ ଲାଗିଛନ୍ତି।…

5 years ago

ଘାତକ ସାଜିଛି କିଡ୍‌ନୀ ରୋଗ: ୫ ବର୍ଷରେ ୧୦ ମୃତ

ନୟାଗଡ଼ ଅଫିସ,୧୫।୫: ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଚଢ଼େୟାପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ ଏବଂ ଓଷାମସ୍କା ଗାଁ ଦଳିତସାହିରେ କିଡ୍‌ନୀ ଜନିତ ରୋଗ ଘାତକ ସାଜିଛି। ୫ ବର୍ଷରେ…

5 years ago

ବନ ବିଭାଗ ଖାତାରେ ୨୬ ମୃତ, ମିସିଂ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ନଳପାହି ଗାଁର ଶିବପ୍ରସାଦ ବେହେରାଙ୍କ ସ୍ତ୍ରୀ ସରସ୍ବତୀଙ୍କ ୩ଟି ଝିଅ ଥିଲେ। ୪ର୍ଥ ଗର୍ଭରେ ପୁଅଟିଏ ହୋଇଛି। ଡାକ୍ତରଖାନାରେ…

5 years ago

ଅଧଫୁଟ୍‌ ତଳେ ବିଛା ଯାଉଛି ପାଣି ପାଇପ୍‌

ଡେରାବିଶ, ୧୫ା୫(ସ୍ବ.ପ୍ର.): ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ୩…

5 years ago

ସମୁଦ୍ରକୁ ଗଲେ ୨ କୋଟି କଇଁଛ ଶାବକ

ରାଜନଗର, ୧୫ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥାରେ ୫ ଦିନ ହେଲା ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି। ଗାତରୁ ବାହାରି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଶାବକ ସମୁଦ୍ରକୁ…

5 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରହୁ

ପୁରୀ ଅଫିସ,୧୫।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏହି ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ନେଇ ମୁଖ୍ୟମନ୍ତ୍ରୀ…

5 years ago

ଖାଲଖମାରେ ପୂରିଛି ରାସ୍ତା, ଯାତାୟାତରେ ସମସ୍ୟା

ସିଂହପୁର,୧୪ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅନ୍ତର୍ଗତ ସିଂହପୁର ସେକ୍ସନର ନୂଆମାହାରା ଦକ୍ଷିଣ ପାର୍ଶ୍ୱର ଜରିଠାରୁ ଛୋଟାଗଡ଼ି ପର୍ଯ୍ୟନ୍ତ ୭ କିମି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି।…

5 years ago