ବାଲେଶ୍ୱର ଅଫିସ/ସଜନାଗଡ଼, ୮ା୪(ଡି.ଏନ.ଏ.): ପୋଲିସ ବର୍ବରତାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୋଲିସ ଆକ୍ରୋଶମୂଳକ…
ପଟ୍ଟାମୁଣ୍ଡାଇ,୮ା୪(ସ୍ବ.ପ୍ର.): ରାଜ୍ୟ ସରକାର ପ୍ରତି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ…
କୋରେଇ,୮ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ୧୪ ନଂ. ୱାର୍ଡର ଭଣ୍ଡାରୀଗଡ଼ିଆ ଗାଁ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ବ୍ଲକ କାର୍ଯ୍ୟାଳୟ ନିକଟରେ ରହିଥିଲେ…
ରଘୁନାଥପୁର,୮ା୪(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ୭ ଦିନ ହେଲା ଭୋଗ ଓ ଦୀପ ଦୋକାନ ବନ୍ଦ ରହିଛି। ଏହାର ସୁଯୋଗରେ…
କେନ୍ଦ୍ରାପଡ଼ା ଅଫିସ,୮ା୪: ଓଡ଼ିଶା ଛତୁଚାଷରେ ସଫଳ ହୋଇଥିବା ଗତ ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଉଲ୍ଲେଖ କରିଥିଲେ। ତେବେ କେନ୍ଦ୍ରାପଡ଼ା ଜିଲାର ଛତୁଚାଷୀ ମଣ୍ଡିର ଅଭାବ…
ଭୁବନେଶ୍ୱର,୮।୪ (ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ ବିପୁଳ ଆୟ…
କଟକ ଅଫିସ,୮ା୪: ହତ୍ୟା ମାମଲାରେ ଫେରାର ଥିବା ତେଲଙ୍ଗାନାର ମୋଷ୍ଟ ଓ୍ବାଣ୍ଟେଡ୍ ଉମର ଫାରୁକ୍ଙ୍କୁ କଟକ ରେଳ ଷ୍ଟେଶନରେ ଟ୍ରେନ୍ ଭିତରୁ ବୁଧବାର ରାତିରେ ରେଳବାଇ ପୋଲିସ…
ନାରାୟଣପାଟଣା,୭ା୪(ଡି.ଏନ.ଏ.): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ବାଲିପେଟା ଗ୍ରାମ ଶ୍ମଶାନରେ ଗୁରୁବାର ମହୁମାଛି ଆକ୍ରମଣରେ ୧୫ ଜଣ ଗୁରୁତର ହୋଇଛନ୍ତି। ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ଲାଗି…
ଗୁଣପୁର,୭ା୪(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦକୁ ଦଖଲ କରିଛନ୍ତି ସ୍ତ୍ରୀ ଏବଂ ସ୍ବାମୀ। ସ୍ବାଧୀନ ପ୍ରାର୍ଥତ୍ନୀ ମମତା ଗୌଡ଼ ପୌରାଧ୍ୟକ୍ଷ ହୋଇଥିବା ବେଳେ ସ୍ବାମୀ ଶିବ…
କେନ୍ଦୁଝର,୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ଅଞ୍ଚଳରୁ ନୟାକୋଟ ଥାନା ଅଧୀନ ବାଂଶପାଳ ସାପ୍ତାହିକ ହାଟକୁ ଗୁରୁବାର ଯାତ୍ରୀ ନେଇ ଯାଉଥିବା ଏକ ସବାରୀ ଜିପ(ଓଆର୍-୦୯ଏଲ୍/୬୨୩୩)…