ଆମ ଜିଲା ଖବର

ନଦୀ କୂଳରେ ଥାଇ ମଧ୍ୟ ପାଣି ପାଇଁ ହନ୍ତସନ୍ତ

ଗୁଡଭେଲା,୨ା୫(ଡି.ଏନ.ଏ.): ତୁଷୁରା ସହରଟି ନଦୀ କୂଳରେ ଥାଇ ମଧ୍ୟ ପିଇବା ପାଇଁ ସହରବାସୀ ହନ୍ତସନ୍ତ ହେଉଛନ୍ତି। ସହରକୁ ସ୍ଥାନୀୟ ସୋନଗଡ ନଦୀରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି…

5 years ago

ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ଚାଲିଗଲା ପଡ଼ୋଶୀର ଜୀବନ

ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଏକ ଅଘଟଣ ଘଟିଛି । ସହରର ମନ୍ଦାରବଗିଚାପଡ଼ାରେ ରାଜୁ ରଣା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ମାଡ…

5 years ago

କୋଭିଡ ହସ୍ପିଟାଲ ପାଇଖାନାରୁ ମିଳିଲା ରୋଗୀଙ୍କ ମୃତଦେହ

ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା କାମଠଣା କୋଭିଡ୍‌ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ହସ୍ପିଟାଲ ପାଇଖାନା ଭିତରେ ଜଣେ କୋଭିଡ୍‌ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।…

5 years ago

ହେଲମେଟ ପିନ୍ଧି ନ ଥିବାରୁ ଫାଇନ ଗଣିଲେ ଟ୍ରକ୍‌ ଡ୍ରାଇଭର

ଚିତ୍ରଡ଼ା,୧।୫: ୨ ହଜାର ଟଙ୍କା ଲାଞ୍ଚ ମାଗି ବିଫଳ ହେବାରୁ ଜଣେ ପୋଲିସ ଏସ୍‌ଆଇ ଦେଖାଇଛନ୍ତି ଦବଙ୍ଗଗିରି। ସିଟ୍‌ବେଲ୍ଟ ସହ ହେଲମେଟ ପିନ୍ଧି ନ ଥିବା କହି…

5 years ago

କରୋନାରେ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକ ତଥା କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ସ୍ଥାନୀୟ ଦଲକି ପଞ୍ଚାୟତ ସରପଞ୍ଚ ଓସ୍କାର କୁମାର କିଣ୍ଡୋ…

5 years ago

ସପ୍ତାହାନ୍ତ ଶଟଡାଉନ: ଶୂନ୍‌ସାନ ଦେବଗଡ଼ ସହର

ଦେବଗଡ଼,୧।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଘୋଷିତ ୨ ଦିନିଆ ସପ୍ତାହାନ୍ତ ଶଟଡାଉନ ପରିପ୍ରେକ୍ଷୀରେ ଶନିବାର ଦେବଗଡ଼ ସହର ଶୂନ୍‌ଶାନ ରହିଛି। ଶନିବାର ସକାଳେ…

5 years ago

ପରିବା ଗାଡ଼ିରୁ ମିଳିଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

ଜୟପୁର, ୧।୫: ପନିପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ତାହା ଜୟପୁର ସଦର ଥାନା ପୋଲିସ ହାତରେ ଧରାପଡିଛି। ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ…

5 years ago

କୋଭିଡ୍‌ ଟେଷ୍ଟ ପାଇଁ ତୁଷୁରା ଚିକିତ୍ସାଳୟରେ ଭିଡ: ରହୁନି ସାମାଜିକ ଦୂରତା

ଗୁଡଭେଲା,୧।୫(ଡି.ଏନ.ଏ ): ବଲାଙ୍ଗୀର ଜିଲା ତୁଷୁରା ଏନ.ଏ.ସି ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ତୁଷୁରା ଚିକିତ୍ସାଳୟରେ କୋଭିଡ୍‌ ଟେଷ୍ଟ ପାଇଁ ଭିଡ…

5 years ago

ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ, ୧।୫: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ବନ୍ଦ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ବନ୍ୟଜନ୍ତୁ ଏବଂ ପାଦଦେଶରେ…

5 years ago

ଥାନା ଆଗରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ବାସୁଦେବପୁର,୧ା୫: ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକ ଜିଲା ଅରଣ୍ଡୁଆ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ତାରାମଣି ବିଶ୍ୱାଳ ବାସୁଦେବପୁର ଥାନା ସମ୍ମୁଖରେ ଦେହରେ କିରୋସିନ ଢାଳି…

5 years ago