ସୁନ୍ଦରଗଡ଼,୮।୫: ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ହାର ଥମିବାର ନାଆଁ ଧରୁନାହିଁ। ଗତ ୨୪ ଘଣ୍ଟାରେ ପୁଣି ୧,୯୨୨ ପଜିଟିଭ ଚିହ୍ନଟ ହୋଇ ଏହି ଜିଲା ଶୀର୍ଷରେ…
ଆଳି,୮ା୫: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଭଉଣୀ, ଭାଇଙ୍କ ଜୀବନ ଯାଇଛି…
ମାଲକାନଗିରି/ପଡ଼ିଆ,୮ା୫: ମାଲକାନଗିରି ଜିଲା ପଡ଼ିଆ ବ୍ଲକ ନିଲିଗୁଡା ପଞ୍ଚାୟତ ନିଲିଗୁଡା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ୨ ଜଣ ଯୁବକ ଜଣେ ବୃଦ୍ଧଙ୍କୁ…
ଦାରିଙ୍ଗବାଡ଼ି,୮।୫: ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଲା ଉତ୍ସବ ଭୋଜି ଭାତର ଆୟୋଜନ ଶୁକ୍ରବାର କରାଯାଉଥିଲା। ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ଏବଂ…
ଚମ୍ପୁଆ,୮।୫: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଚମ୍ପୁଆ ଓ ଉଖୁଣ୍ଡା ଅଞ୍ଚଳରେ ୬ଦିନ ଧରି ହାତୀ ପଲଙ୍କ ଉପତ୍ାତ ଜାରି ରହିଛି। ଏଥିରେ ବନ ବିଭାଗ…
ନର୍ଲା,୮।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ୍ ପଞ୍ଚାୟତର ବରଗା ଗ୍ରାମର ଭିକାରୀ ସାହୁ (୩୦) ବିଦ୍ୟୁତତାର ସଂସ୍ପର୍ଶରେ ଆସିବାରୁ ଶନିବାର ତାଙ୍କର ମୃତ୍ୟୁ…
ବିଶୋଇ,୮।୫(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବିଶୋଇ ବଣ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସ୍ଥାନୀୟ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଶନିବାର ଏକ ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା…
ଛେଣ୍ଡିପଦା,୮।୫(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଝି ଗୋହିରାପଶି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିବା ପରେ କରୋନା…
କେସିଙ୍ଗା,୮।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କନ୍ତେସିର ଗ୍ରାମର ଜାତୀୟ ରାଜପଥ ୨୬ ନିକଟରେ ଥିବା ଏକଘର ଭିତରେ ଶନିବାର ସକାଳେ ଆଳୁ ବୋଝେଇ ଟ୍ରକ ପଶିଯାଇଥିଲା।…
ଗଞ୍ଜାମ,୮।୫(ଡି.ଏନ୍.ଏ.): କୋଭିଡ୍ କଟକଣା ପାଇଁ ସର୍ବସାଧାରଣ ଯେ କୌଣସି ସରକାରୀ ଅଫିସ ଯିବାକୁ ବାରଣ କରାଯାଇଛି l ଏଥିପାଇଁ ତହସିଲ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସେବା ଯୋଗାଇ…