ଆମ ଜିଲା ଖବର

ହାଲେର ଯୋର ଆପ୍ରୋଚ ପୋଲରେ ୩ ଫୁଟ ପାଣି

ଭବାନୀପାଟଣା,୧୫।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏପରି ସ୍ଥିତିରେ ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଯୋର…

4 years ago

ଜଳବନ୍ଦୀ ଜୀବନ ବିତାଉଛନ୍ତି ଗ୍ରାମବାସୀ

ଦଶମନ୍ତପୁର,୧୫ା୮ ( ଡି.ଏନ.ଏ.):୫ବର୍ଷର ଅବଧି ଶେଷ ହୋଇ ଯାଇଥିଲେ ହେଁ ନିର୍ମାଣ ସରୁନି ଚବେରି ନଦୀ ପୋଲ ନିର୍ମାଣ। ଜିଲା ଏବଂ ବ୍ଲକ ପ୍ରଶାସନର ଖାମଖିଆଲ ମନୋଭାବ…

4 years ago

ଚିନ୍ତା ବଢ଼ାଉଛି ଜଳକା ବନ୍ୟା

ରୂପସା,୧୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲାର ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ୩ଦିନ ଧରି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଏହି ନଦୀରେ…

4 years ago

୬୬୭.୩୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ

ବାଲେଶ୍ୱର ଅଫିସ,୧୫।୮: ବାଲେଶ୍ୱର ଜିଲାରେ ପାନୀୟ ଜଳ ଓ ଲୁଣା ବନ୍ଧ ପ୍ରକଳ୍ପ ପାଇଁ ଗତ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ୍‌ ୬୬୭.୩୨ କୋଟି…

4 years ago

ଭାରରେ ବୁହା ହେଲେ ରୋଗୀ

ମହାକାଳପଡ଼ା,୧୫ା୮(ଡି.ଏନ୍‌.ଏ.): ଭାରତ ସ୍ବାଧୀନତା ଲାଭର ୭୫ ବର୍ଷ ପରେ ବି ଗ୍ରାମାଞ୍ଚଳର ଲୋକଙ୍କୁ ମୌଳିକ ସୁବିଧା ମିଳିନି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଚ୍ଛେଲା ପଞ୍ଚାୟତ ଶବରପଲ୍ଲୀ…

4 years ago

ଲୁଣାନଦୀରେ ବନ୍ୟା ଆଶଙ୍କା: ନଦୀକୂଳବାସୀ ଆତଙ୍କିତ

ଡେରାବିଶ, ୧୫ା୮(ସ୍ବ.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷାରେ ମହାନଦୀ ସିଷ୍ଟମ୍‌ରେ ବନ୍ୟା ଆଶଙ୍କା ଦେଖାଦେଇଛି। ହୀରାକୁଦ ଡ୍ୟାମ୍‌ରୁ ଖୋଲାଯାଇଥିବା ୩୪ଟି ଗେଟ୍‌ ଯୋଗେ ପ୍ରବାହିତ ହେଉଥିବା ବନ୍ୟା ଜଳ…

4 years ago

ବ୍ୟାପକ ଅଞ୍ଚଳ ଜଳମଗ୍ନ

ଜଗତ୍‌ସିଂହପୁର ଅଫିସ/କୁଜଙ୍ଗ/ତିର୍ତ୍ତୋଲ/ବିରିଡ଼ି (ଡି.ଏନ୍‌.ଏ.), ୧୫ା୮: ଲଗାଣ ବର୍ଷା ଯୋଗୁ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଅନେକ ସ୍ଥାନରେ ଚାଷଜମି ଦେଖିଲେ ସମୁଦ୍ର ପରି ଅନୁଭୂତ ହେଉଛି।…

4 years ago

ବୈତରଣୀ, କାଣୀ ନଦୀରେ ବନ୍ୟା

ଯାଜପୁର ଅଫିସ/ଝୁମ୍ପୁରୀ (ଡି.ଏନ୍‌.ଏ.),୧୫ା୮: ଯାଜପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଘୁଚାପଜନିତ ବର୍ଷା ଯୋଗୁ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀ ଫୁଲିବାରେ ଲାଗିଛି। ରବିବାର…

4 years ago

ଭୁଶୁଡ଼ିଲା ଓଭରବ୍ରିଜ୍‌

କେନ୍ଦୁଝର,୧୫ା୮(ସ୍ବ.ପ୍ର.): ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ରିଜ୍‌ଟି ବର୍ଷାରେ ଭୁଶୁଡ଼ି ପଡ଼ିଛି। ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। କବିତା ମେଡିକାଲ କଲେଜ ନିକଟ ରାସ୍ତାରେ…

4 years ago

ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ସ୍ତମ୍ଭ ଅବହେଳିତ

ଚଣ୍ଡିଖୋଲ,୧୫ା୮(ଡି.ଏନ.ଏ.): ସାରାଦେଶ ଏବେ ପାଳୁଛି ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ। ଏଥିପାଇଁ ୩ ଦିନ ଧରି ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି।…

4 years ago