ଆମ ଜିଲା ଖବର

ଦକ୍ଷିଣମୋଡ଼ ହେଲା ତିନି ରଥ

ପୁରୀ ଅଫିସ, ୧୮ା୭: ଭଉଣୀ ଭାଇଙ୍କୁ ସାଥିରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ଜନ୍ମବେଦିରେ ଲୀଳା କରୁଛନ୍ତି। ଆଡ଼ପ ମଣ୍ଡପରେ ଲୀଳାଖେଳା ସାରି…

4 years ago

କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଧାୟକ

ଉମରକୋଟ/ରାଇଘର,୧୭ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ୩ ଦିନିଆ ନବରଙ୍ଗପୁର ଜିଲା ଗସ୍ତ କରିଛନ୍ତି। ଶନିବାର ସେ ଉମରକୋଟ ଯାଇଥିଲେ। ତେବେ ମନ୍ତ୍ରୀଙ୍କ…

4 years ago

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ବ୍ଲାକ୍‌ମେଲ

ପାରଳାଖେମୁଣ୍ଡି,୧୭।୭: ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଯୁବତୀଙ୍କ ଏତଲାକ୍ରମେ ଅଡ଼ବା ପୋଲିସ…

4 years ago

ଶିଶୁକନ୍ୟା ଜନ୍ମ ହେବାରୁ ମା’ ହସ୍ପିଟାଲରୁ ଫେରାର

ବ୍ରହ୍ମପୁର ଅଫିସ,୧୭।୭: ଜଣେ ମା’ ଶିଶୁକନ୍ୟାଙ୍କୁ ଜନ୍ମ ଦେବା ପରେ ମେଡିକାଲରୁ ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ଶୁକ୍ରବାର ରାତିରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି। ନବଜାତ…

4 years ago

ଗାଡ଼ିରେ ପ୍ରେସ୍‌ ଲେଖି ଚାଲାଣ କରୁଥିଲେ ଗଞ୍ଜେଇ

ବରଗଡ଼ ଅଫିସ୍‌,୧୭।୭: ସୋନପୁରରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ୨ଟି ଗଞ୍ଜେଇ ବୋଝେଇ କାର୍‌କୁ ବରଗଡ଼ ଜିଲା ସୋହେଲା ପୋଲିସ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ…

4 years ago

ଝିଅପୁଅଙ୍କୁ ଘରୁ ଡାକି ନେଇ କୂଅକୁ ଠେଲି ଦେଲେ ମା’, ନିଜେ କଲେ ଆତ୍ମହତ୍ୟା ଉଦ୍ୟମ

ରାଇକିଆ,୧୭ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମା’ ୯ ବର୍ଷର ଝିଅ ଏବଂ ୫ ବର୍ଷର ପୁଅକୁ କୂଅକୁ…

4 years ago

ଛତ୍ରପୁର ଏନଏସିରେ ସ୍ପେଶିଆଲ ଡ୍ରାଇଭ: ଦାରିଦ୍ର୍ୟ ପ୍ରପୀଡ଼ିତ, ନିରାଶ୍ରୟଙ୍କୁ ଟିକା

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ସ୍ପେଶିଆଲ ଡ୍ରାଇଭ ଆରମ୍ଭ ହୋଇଛି। ଏଥିରେ ଦାରିଦ୍ର୍ୟ ପ୍ରପୀଡ଼ିତ ଓ ନିରାଶ୍ରୟଙ୍କୁ କରୋନା ଟିକା ଦିଆଯାଉଛି। ଏ ନେଇ ସହଯୋଗ…

4 years ago

୧୦ ଦିନ ଧାରଣା ପରେ ମିଳିଲା ନ୍ୟାୟ :୩ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ, ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏ…

4 years ago

ରାତିରେ ଦୁର୍ବୃତ୍ତ ତାଡ଼ିଲେ ଏଟିଏମ୍‌

ପଦ୍ମପୁର,୧୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ବଜାରରେ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍‌ ଭାଙ୍ଗିଥିଲେ ମଧ୍ୟ…

4 years ago

ଘରୁ କେଉଁଆଡ଼େ ଗଲେଯେ ଆଉ ଫେରିଲେନି, ବିଲରୁ ମିଳିଲା ମୁଣ୍ଡବିହୀନ ମୃତଦେହ

ଆରଡ଼ି,୧୭।୭ (ଡି.ଏନ୍‌.ଏ. ): ଭଦ୍ରକ ଜିଲା ଅସୁରାଳି ନିକଟସ୍ଥ କାକୁଡ଼ିଗଡିଆ ନିକଟରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ଗଳିତ ମୃତଦେହ ଜବତ ହୋଇଛି। ଉକ୍ତ ମୃତଦେହ ଧୂଷୁରୀ ଥାନା…

4 years ago