ଆମ ଜିଲା ଖବର

ବିପର୍ଯ୍ୟୟ ମୁକାବିଲା ଖର୍ଚ୍ଚର ଦାଖଲ ହୋଇନି ୟୁସି

ଛତ୍ରପୁର,୧୪।୯(ଡି.ଏନ.ଏ.): ବିପର୍ଯ୍ୟୟ ପରିଚାଳନା, ପ୍ରସ୍ତୁତି, ମୁକାବିଲା, ଦକ୍ଷତା ତାଲିମ ନେଇ ଗଞ୍ଜାମ ଜିଲାକୁ ଆସୁଥିବା ଅନୁଦାନ ବାବଦରେ ୟୁସି (ବିନିଯୋଗ ପ୍ରମାଣପତ୍ର) ଦାଖଲ ହେଉନି ା ଏନେଇ…

4 years ago

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା: ପରିବା ବ୍ୟବସାୟୀ ପୁଅ ସୁନୀଲଙ୍କ ସଫଳତା

ବୁଗୁଡ଼ା,୧୪।୯(ଡି.ଏନ.ଏ.):ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବୁଗୁଡ଼ା ଏନ୍‌ଏସିର ବୁଦ୍ଧଖୋଲ ରୋଡ଼ ସାହି ନିବାସୀ ସୁବାସ ଚନ୍ଦ୍ର ପାତ୍ରଙ୍କ ପୁତ୍ର ସୁନୀଲ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୁବାସ…

4 years ago

ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ କୁଢ଼କୁଢ଼ ଆବର୍ଜନା

ନୀଳଗିରି, ୧୪।୯(ସ୍ବ.ପ୍ର.): ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ମଙ୍ଗଳବାର ଅଚାନକ ନୀଳଗିରି ଗସ୍ତ କରି ଏନ୍‌ଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ପ୍ରଥମେ ନୀଳଗିରି…

4 years ago

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ: ଲୋକେ ଜାଳିଦେଲେ ଟ୍ରକ୍‌

ସମ୍ବଲପୁର,୧୪ା୯(ବ୍ୟୁରୋ): ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥର ସମ୍ବଲପୁର ଜିଲା ଧମା ଥାନା ଛଚାନପାଳି ଗ୍ରାମ ନିକଟରେ ମଙ୍ଗଳବାର ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ୍‌…

4 years ago

ବିପର୍ଯ୍ୟସ୍ତ ରାସ୍ତା, ସମସ୍ୟା ଭୋଗୁଛନ୍ତି ମଦରଙ୍ଗାଯୋଡ଼ିବାସୀ

କେନ୍ଦୁଝର,୧୪।୯ (ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ମଦରଙ୍ଗାଯୋଡି ଗ୍ରାମରେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛ। ସେଗୁଡ଼ିକ ମରାମତି କରାଯାଉ ନଥିତ୍ବାରୁ ଲୋକମାନେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଭଲ ରାସ୍ତା…

4 years ago

ଲାଇସେନ୍ସ ଅବଧି ସରିବା ପରେ ବି ଚାଲିଛି ଲୋଡିଂ

କେନ୍ଦୁଝର, ୧୪।୯ (ସ୍ବ.ପ୍ର.): ଲାଇସେନ୍ସ ଅବଧି ସରିବା ପରେ ମଧ୍ୟ ଝୁମ୍ପୁରା ବ୍ଲକ ନୟାଗଡ଼ ରେଳ ସାଇଡିଂରେ ଲୋଡିଂ କାମ ଚାଲିଛି। ଏଭଳି ଅଭିଯୋଗ ଆସିବା ପରେ…

4 years ago

ଆଖଣ୍ଡଳମଣି ପୀଠ ବିକାଶ ଲାଗି ଖର୍ଚ୍ଚ ହେବ ୭୨ କୋଟି

ଆରଡ଼ି, ୧୪।୯ (ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠର ବିକାଶ ପାଇଁ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ହେବ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୨କୋଟି ଟଙ୍କା ବ୍ୟୟ…

4 years ago

ଜିଲାପାଳଙ୍କୁ ଭେଟିବା ପାଇଁ ସ୍କୁଲ ଛାଡ଼ିଲେ ପିଲା

ବାରିପଦା ଅଫିସ,୧୪।୯: ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ପଥରନେସା ଆଦିବାସୀ ଆଶ୍ରମ ସ୍କୁଲର ଛାତ୍ରୀଛାତ୍ରମାନେ ଜିଲାପାଳଙ୍କୁ ଭେଟିବା ପାଇଁ ସ୍କୁଲ ଛାଡ଼ିବା ଓ ୫ କି.ମି ଚାଲିବା…

4 years ago

ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୧୪।୯: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।…

4 years ago

ଆବାସ ସାତସପନକୁ କ୍ୟାନ୍‌ସର କରୁଛି କଲବଲ

ଆଳି,୧୪ା୯(ଡି.ଏନ.ଏ.): ଆବାସ ଗୃହ ସାତସପନ ପାଲଟିଥିବା ବେଳେ କ୍ୟାନସର ରୋଗ କରୁଛି କଲବଲ। ଘରଟିଏ ନ ଥିବାରୁ ଗ୍ରାମ କ୍ଲବ ଘରେ ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି।…

4 years ago