ଆମ ଜିଲା ଖବର

ନିର୍ଦ୍ୱନ୍ଦ୍ୱରେ ଜିତିଲେ ଓସିମ ଏଜଦାନୀ କାଦ୍ରୀ

ଧାମନଗର, ୨୧।୪(ସ୍ବ.ପ୍ର./ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ର ଉପାଧ୍ୟକ୍ଷ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ୬ନଂ. ୱାର୍ଡର କାଉନ୍‌ସିଲର ଓସିମ ଏଜଦାନୀ କାଦ୍ରୀ(ନୁରାନି)…

4 years ago

ଡିପିଆର୍‌ ଅନୁମୋଦନ ବିନା ଚାଲିଛି କାମ

ପୁରୀ ଅଫିସ,୨୧।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ହୋଇଥିବାବେଳେ ମେଘନାଦ ପାଚେରିଠାରୁ ୫୫ ମିଟର ଦୂରରେ ଏକ ପ୍ରାଚୀର ନିର୍ମାଣ କରାଯିବ।…

4 years ago

ଖୋର୍ଦ୍ଧାରେ ଚାଲିଛି ଶତାଧିକ ବେଆଇନ ଖଣି, କ୍ରଶର

ଖୋର୍ଦ୍ଧା ଅଫିସ,୨୧ା୪: ଖୋର୍ଦ୍ଧା ଜିଲାରେ ବେଆଇନ ଭାବେ ପଥର ଖନନ ଓ ମାଙ୍କଡ଼ା ପଥର ଚୋରା ଚାଲାଣ ବଢିବାରେ ଲାଗିଛି। ଏନ୍‌ଜିଟି ଛାଟ ପରେ ଜିଲା ପ୍ରଶାସନ…

4 years ago

ବିଶ୍ୱ ଐତିହ୍ୟସ୍ଥଳ ପାଲଟିବ ଧବଳେଶ୍ୱର ପୀଠ

ଖୁଣ୍ଟୁଣୀ,୨୧ା୪(ଡି.ଏନ୍‌.ଏ.): ଏକାଦଶ ଶତାବ୍ଦୀରେ ନିର୍ମିତ କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠ ବିଶ୍ୱ ଐତିହ୍ୟ ମାନଚିତ୍ରରେ ସ୍ଥାନ ପାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ…

4 years ago

୨୨୨ ଟଙ୍କା ମଜୁରିରେ କାମ କରୁନାହାନ୍ତି ଶ୍ରମିକ

ବିଞ୍ଝାରପୁର,୨୧ା୪(ଡି.ଏନ.ଏ.): ବିଞ୍ଝାରପୁର ପଞ୍ଚାୟତ ସମିତିର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ବିଞ୍ଝାରପୁର…

4 years ago

ବିଜୁ ସେତୁ ନାମରେ ଲକ୍ଷାଧିକ ଟଙ୍କା ଚଳୁ, ସୁଇମିଂ ପୁଲ ଭଳି ଗର୍ତ୍ତ ଖୋଳି ଫେରାର

ରଗଡ଼ି, ୨୧ା୪(ଡି.ଏନ.ଏ.): କୋରେଇ ବ୍ଲକ ରଣପୁର ପଞ୍ଚାୟତ ରଣପୁର ଗ୍ରାମର ଗହନିଆ ନାଳ ଉପରେ ବିଜୁ ସେତୁ ନିର୍ମାଣ ନାମରେ ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ଅଭିଯୋଗ…

4 years ago

ପ୍ରଦୂଷଣ ଯୋଗୁ ହ୍ରାସପାଉଛି କାଜୁବାଦାମ ଉତ୍ପାଦନ

ମହାକାଳପଡ଼ା ,୨୧ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତିଘର, ରାମନଗର ଆଦି ଅଞ୍ଚଳରେ ପ୍ରଦୂଷଣ ବଢିବାରେ ଲାଗିଛି। ଫଳରେ ଜଙ୍ଗଲରେ କାଜୁବାଦାମ ଫଳ…

4 years ago

୭ ନଦୀ,୨୭ ନାଳବନ୍ଧ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୨୧ା୪: ଗତ ସପ୍ତାହରେ ଜଳସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀବନ୍ଧର ସର୍ବେକ୍ଷଣ ହୋଇଛି । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହିତ ଜିଲା ଅଧିକାରୀ…

4 years ago

ମଦଦୋକାନୀଙ୍କ ଉପରେ ଅଙ୍କୁଶ ରହୁନି, ଦିବାଲୋକରେ ଗ୍ରାହକଙ୍କୁ ଲୁଟୁଛନ୍ତି

ଜଗତ୍‌ସିଂହପୁର ଅଫିସ, ୨୧।୪: ଜଗତ୍‌ସିଂହପୁର ଜିଲାରେ ମଦ ଦୋକାନୀମାନଙ୍କ ଉପରେ ପ୍ରଶାସନର ଅଙ୍କୁଶ ରହୁନି। ଅନେକ ଦୋକାନୀ ଦିବାଲୋକରେ ଗ୍ରାହକଙ୍କୁ ଲୁଟୁଛନ୍ତି। ସରକାରୀ ନିୟମକାନୁନକୁ ଦୋକାନୀମାନେ ଦଳି…

4 years ago

ଜଣେ ଏସିପି, ୭ ଇନ୍ସପେକ୍ଟର, ୪୪ ଏସ୍‌ଆଇ, ୪ ଏଏସ୍‌ଆଇଙ୍କ ବଦଳି

କଟକ ଅଫିସ,୨୧ା୪: କମିଶନରେଟ୍‌ ପୋଲିସରେ ବୁଧବାର ଜଣେ ଏସିପିଙ୍କ ସମେତ ୭ ଇନ୍ସପେକ୍ଟର, ୪୪ ସବ୍‌ଇନ୍ସପେକ୍ଟର ଓ ୪ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ବଦଳି କମିଶନରେଟ ପୋଲିସ…

4 years ago