ଆମ ଜିଲା ଖବର

ରାସ୍ତାପାର୍ଶ୍ୱ ଗାର୍ଡରେ ପିଟିହେଲେ ବାଇକ୍‌ ଚାଳକ, ଚାଲିଗଲା ଜୀବନ

ବାଲିଗୁଡ଼ା,୨୫ା୬(ଡି.ଏନ୍‌.ଏ.): ଜାତୀୟ ରାଜପଥ ବାଲିଗୁଡ଼ା ଥାନାଠାରୁ ମାତ୍ର ୪ କି.ମି. ଦୂର ଏକ ବୁଲାଣିରେ ଶନିବାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗାର୍ଡରେ ପିଟି ହୋଇଯିବାରୁ…

4 years ago

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର

କୋକସରା,୨୫ା୬(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଦୁଇ ପରିବାରର ମାଟିଘର ଭାଙ୍ଗିଯାଇଛି। ଫଳରେ ଏବେ ଅସହାୟ ଅବସ୍ଥାରେ ସରକାରୀ ସହାୟତା ଲୋଡୁଛନ୍ତି ବିପନ୍ନ ପରିବାର। କଳାହାଣ୍ଡି ଜିଲା କୋକସରା ବ୍ଲକ…

4 years ago

ପୁଣି ଆଖି ବୁଜିଲା ଆଉ ଏକ ହାତୀ

କେନ୍ଦୁଝର,୨୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କାଳିଆ ହତା ସେକ୍ସନ ଅଧିନସ୍ଥ କଳାପାଟ ଜଙ୍ଗଲରେ ଏକ ୩୫ ବର୍ଷ ବୟସ୍କା ମାଈହାତୀର ମୃତ୍ୟୁ ଘଟିଛି। ଶୁକ୍ରବାର…

4 years ago

୪ ଦଫା ଦାବିରେ ପ୍ରଶାସନର ଦ୍ୱାରସ୍ଥ ବିକଳାଙ୍ଗ ମଞ୍ଚ

ଭଣ୍ଡାରିପୋଖରୀ, ୨୫।୬: ଭଦ୍ରକ ଜିଲା ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଞ୍ଚର ସମ୍ପାଦକ ଅକ୍ଷୟ…

4 years ago

ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ହତ୍ୟା ଉଦ୍ୟମ

ପୁରୁଷୋତ୍ତମପୁର,୨୫।୬(ଡି.ଏନ୍‌.ଏ.): ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ରକ୍ଷିତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ। ଜଣେ…

4 years ago

ରଥଯାତ୍ରା ଲାଗି ଆଇଜି, ଡିଆଇଜିଙ୍କ ସମୀକ୍ଷା

ପୁରୀ ଅଫିସ,୨୫।୬: କରୋନା ଲାଗି ଗତ ୨ ବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ। ରଥଯାତ୍ରାକୁ ଆଉ କେଇଟା ଦିନ ଥିବା ବେଳେ ଏ…

4 years ago

ରଥଯାତ୍ରା ପୂର୍ବରୁ ରାସ୍ତା ମରାମତି କରାଯାଉ

ପଦ୍ମପୁର,୨୫।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୱାର୍ଡ ନଂ-୨ ଶାନ୍ତିନଗରଠାରୁ ଲୁହାରପାଲି ଯାଏ ରାସ୍ତା ଅତ୍ୟନ୍ତ ଶୋଚନୀୟ। ଏହି ରାସ୍ତା ଉପରେ ୨୦ରୁ…

4 years ago

ଓଲଟି ପଡ଼ିଲା ସ୍କୁଲ ବସ୍‌

ଚୌଦ୍ୱାର,୨୫।୬(ଡି.ଏନ୍‌.ଏ.): ଚୌଦ୍ୱାର ମଣ୍ତାପଡ଼ା ରାସ୍ତା ପୋଟଳେଇ ମନ୍ଦିର ନିକଟରେ ଶନିବାର ଏକ ସ୍କୁଲବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୬ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।…

4 years ago

ଟଙ୍କା ନେବାକୁ ଆସି ଧରାପଡ଼ିଲେ ୨ ନକଲି ମାଓବାଦୀ

ଭବାନୀପାଟଣା,୨୫।୬(ସ୍ବ.ପ୍ର.): ମାଓବାଦୀଙ୍କ ନାଁରେ ଲୋକଙ୍କୁ ଭୟ ଦେଖାଇବା ସହ ଧମକାଇ ଟଙ୍କା ଆଦାୟ କରିବା ଅଭିଯୋଗରେ କଳାହାଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ୨ଜଣ ହେଲେ…

4 years ago

ଗ୍ରାମାଞ୍ଚଳରେ ଅପରାଧ ରୋକିବାକୁ ଏସ୍‌ପିଙ୍କ ପ୍ରୟାସ

ପୁରୁଷୋତ୍ତମପୁର, ୨୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ପୋଲିସ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇଆଇସି…

4 years ago