ଆମ ଜିଲା ଖବର

ଜଳଯୋଗାଣ ଦାବିରେ କୃଷକଙ୍କ ଧାରଣା

କଣ୍ଟାପଡ଼ା,୨ା୧୧(ଡି.ଏନ୍‌.ଏ.): ପ୍ରତାପନଗରୀ ଜଳସେଚନ ବିଭାଗ ଫୁଲନଖରା ଡିଷ୍ଟ୍ରିବ୍ୟୁଟାରି କେନାଲ ପାର୍ଶ୍ୱରେ ଥିବା କଣ୍ଟାପଡ଼ା ଓ ଶିଶୁଆ ମୌଜାର ଶତାଧିକ ଏକର ଜମିରେ କେନାଲ ଜଳ ଅଭାବରୁ ଜମିଫାଟି…

4 years ago

ସହରରେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ହେବ ସହଜ

ବଲାଙ୍ଗୀର ଅଫିସ,୨ା୧୧: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବୁଧବାର ସ୍ଥାନୀୟ ଟାଉନ ଥାନା ଠାରେ ବଲାଙ୍ଗୀର ସହରରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥାର ଭିତ୍ତିପ୍ରସ୍ତର…

4 years ago

ଦାଦନ ଖଟିବାକୁ ଯାଇ ଘରକୁ ଫେରିଲା ମୃତଦେହ, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଚାନ୍ଦବାଲି,୨ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲିରେ ସାମ୍ନାକୁ ଆସିଛି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ। ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟୁଥିଲେ କିନ୍ତୁ ଶ୍ରମିକଙ୍କ ମୃତଦେହ ଏବେ…

4 years ago

ନିଜାମବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୨ା୧୧(ଡି.ଏନ୍‌.ଏ.): ଦାଦନ ଖଟିବାକୁ ଯାଇ ପୁଣି ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ଟ୍ରାକ୍ଟର ଓଲଟିବା ଫଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲା…

4 years ago

ଓଲଟି ପଡ଼ିଲା ବସ୍‌: ୬ ଗୁରୁତର

ଯାଜପୁର ଅଫିସ,୨।୧୧: ଯାଜପୁର ଜିଲା ପାଣିକୋଇଲି ଥାନା ୧୬ନମ୍ବର ଜାତୀୟ ରାଜପଥ ସାହାପୁର ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌…

4 years ago

ଉପଦ୍ରବ କରୁଥିବା ହାତୀକୁ କରାଗଲା ଟ୍ରାଙ୍କୁଲାଇଜ

ଖୋର୍ଦ୍ଧା ଅଫିସ, ୨।୧୧: ଉପଦ୍ରବ କରୁଥିବା ଅମାନିଆ ହାତୀକୁ ବୁଧବାର ଟ୍ରାଙ୍କୁଲାଇଜ କରାଯାଇଛି। ପରେ ତାକୁ ଟାଙ୍ଗୀ ରେଞ୍ଜ ପଟିଆ ଜଙ୍ଗଲକୁ ବନ ବିଭାଗ ନେଇଛି। ହାତୀକୁ…

4 years ago

ଧାନଗଦାରେ ଲାଗିଲା ନିଆଁ: ଜଳିଗଲା ୧ ଲକ୍ଷ ଟଙ୍କାର ଊର୍ଦ୍ଧ୍ୱ ସମ୍ପତ୍ତି

ପାପଡ଼ାହାଣ୍ଡି,୨।୧୧(ଡି.ଏନ୍‌.ଏ.): ଧାନଗଦାରେ ନିଆଁ ଲାଗି ଜଳିଗଲା ସୁନାର ଫସଲ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗାଁର ଯଦୁ ମାଝୀଙ୍କ ଖଳାରେ।…

4 years ago

ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ

ଆଠଗଡ,୨।୧୧(ଡି.ଏନ.ଏ): ଏଥର ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶକ କରିବେ ଭକ୍ତ। ଝୁଲାପୋଲ ନିକଟରେ ଏକ ବଡ ଏଲ୍‌ଇଡି ଟିଭି ଲଗାଯିବ। ଏହି ମାଧ୍ୟମରେ ବାବା ଧବଳେଶ୍ୱରଙ୍କୁ ଭକ୍ତ ଦର୍ଶନ…

4 years ago

ନିୟମିତ ଯାଞ୍ଚ ପାଇଁ ନିଷ୍ପତ୍ତି

ଦେବଗଡ଼,୨।୧୧(ଡି.ଏନ.ଏ):  ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲା ସଡକ ସୁରକ୍ଷା କମିଟିର ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପରିବହନ ବିଭାଗ ଆନୁକୂଲ୍ୟରେ ତଥା ଆଞ୍ଚଳିକ…

4 years ago

ରାତିପାହିଲେ ଉପନିର୍ବାଚନ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ଭଦ୍ରକ ଅଫିସ,୨।୧୧: ଧାମନଗର ଉପନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆସନ୍ତାକାଲି ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସା ୬ଟା ଯାଏ…

4 years ago