ଝାରସୁଗୁଡ଼ାଅଫିସ/ପଦ୍ମପୁର,୧୯।୧୧(ଡି.ଏନ୍.ଏ.): ପଦ୍ମପୁର ଉପ-ନିର୍ବାଚନରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଯୁବନେତ୍ରୀ ଦୀପାଳି ଦାସଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ପ୍ରଚାର କାର୍ଯ୍ୟରେ ବିଜେଡି ପକ୍ଷରୁ ତାଙ୍କୁ ଏହି…
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ଜାରି ରହିବ। ୨୧ ତାରିଖରୁ ପାଗ ବଦଳିବ। ଆକାଶ ମେଘାଚ୍ଛନ୍ନ ରହିବା ସହ କିଛି ଜିଲାରେ…
ଯାଜପୁର ଅଫିସ,୧୯।୧୧: ଯାଜପୁର ଜିଲା ଦୁଲାଖପାଟଣା ରେଳ ଷ୍ଟେଶନରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରେନ୍ରେ ଅତ୍ୟାଧିକ ଯାତ୍ରୀଭିଡ଼ ଯୋଗୁ ଚଢ଼ିଲା ସମୟରେ ୨ ଯାତ୍ରୀ ଖସିପଡ଼ି…
ଦାରିଙ୍ଗବାଡ଼ି,୧୯।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ଏହି ଅବସରରେ ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ…
ପଦ୍ମପୁର,୧୯।୧୧(ଡି.ଏନ.ଏ.): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏନେଇ ରାଜନୀତି ସରଗରମ ରହିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋରଦାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର…
ପୁରୀ ଅଫିସ,୧୯।୧୧: ପୁରୀ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ପତଳା ହେଉଛି । ଏ ନେଇ ମନ୍ଦିର ନାଟମଣ୍ଡପସ୍ଥିତ ଗରୁଡ଼ ସ୍ତମ୍ଭକୁ ରୁପା ଚାଦରରେ ଆଚ୍ଛାଦନ କରାଯିବ। ଛତିଶା…
ଗଞ୍ଜାମ,୧୯।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଏକ ଢାବା ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ…
ଗଞ୍ଜାମ,୧୯।୧୧(ଡି.ଏନ୍.ଏ.): ବାଲି ଚୋରାଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଶୁକ୍ରବାର ଗଞ୍ଜାମ ଥାନା ପୋଲିସ ଚଢ଼ାଉ…
ବଲାଙ୍ଗୀର ଅଫିସ,୧୯।୧୧: ବଲାଙ୍ଗୀରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦର ରଜତ ଜୟନ୍ତ୍ରୀ ଉତ୍ସବ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ପୁରୁଣା ମଞ୍ଚରେ ଶୁକ୍ରବାର…
ସୋରଡ଼ା,୧୯।୧୧: ରାଜ୍ୟ ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତିକ୍ରମେ ୪ଟି ସବ୍କମିଟି ଗଠନ କରାଯାଇଛି। ଉକ୍ତ କମିଟିକୁ ବିଭିନ୍ନ ଜିଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଦାୟିତ୍ୱ…