ଦାରିଙ୍ଗବାଡି,୨୭।୧୧(ଡି.ଏନ୍.ଏ.): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ପାରଦ ତଳମୁହାଁ ହେବା ସହ କାକର ପଡିଛି ।…
ବରଗଡ଼ ଅଫିସ୍,୨୭।୧୧: ପଦ୍ମପୁର ଉପନିର୍ବାଚନରେ ପ୍ରଚାର ଜୋରଦାର। କଂଗ୍ରେସ, ଭାଜପା ଓ ବିଜେଡି ହେଭିଓ୍ବେଟ୍ ନିର୍ବାଚନମଣ୍ଡଳୀ ଗସ୍ତ କରି ଭୋଟରଙ୍କୁ ଭେଟୁଛନ୍ତି। ସବୁ ନେତାଙ୍କ ମୁହଁରେ ଏବେ…
ପଦ୍ମପୁର,୨୭।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରବିବାର ପଦ୍ମପୁର ଗସ୍ତ କରୁଛନ୍ତି। ସେମାନେ…
ପଦ୍ମପୁର,୨୭।୧୧(ଡି.ଏନ.ଏ.): ରାଜ୍ୟରେ ୨୨ ବର୍ଷ ହେଲା ବିଜୁ ଜନତା ଦଳ ସରକାର ଶାସନ କରୁଛି। ୨୦୦୦ରୁ ୨୦୦୯ ଭାଜପା-ବିଜେଡି କ୍ଷମତାରେ ଥିବାବେଳେ ପଦ୍ମପୁରର ବିକାଶ କଲେନାହିଁ। ଏବେ…
ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ବାଲିଆ ବଜାରରେ ଗତ ବୁଧବାର ରାତିରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣି ଉତ୍ସବର ବାଣ ବିସ୍ଫୋରଣରେ ୪୦ରୁ…
ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ,ପାପରମେଟେଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍ ସହଯୋଗରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତ…
ବଲାଙ୍ଗୀର ଅଫିସ,୨୬ା୧୧: ବଲାଙ୍ଗୀରର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି (୯୪)ଙ୍କ ଶନିବାର ପରଲୋକ ହୋଇଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ…
ଘସିପୁରା,୨୬ା୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ବଳରାମପୁର ପଞ୍ଚାୟତ ବଳରାମପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୪ ବଖରା ଘର ଧ୍ୱଂସ…
କୋକସରା,୨୬ା୧୧(ଡି.ଏନ୍.ଏ.): ବିଗତ କିଛି ମାସ ମଧ୍ୟରେ କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ଗ୍ରାମକୁ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଛି। ପୁଣି ଆଉ ଜଣେ ଦାଦନ ଶ୍ରମିକର…
କୋରାପୁଟ,୨୬ା୧୧(ସ୍ବ.ପ୍ର.): କୋରାପୁଟ ବ୍ଲକର ସୁକୁ ପଞ୍ଚାୟତରେ ଏକ ଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଶନିବାର ଜଣେ ସହକାରୀ ରାଜସ୍ବ ନିରୀକ୍ଷକ (ଏଆର୍ଆଇ) ଜୟପୁର…