ଆମ ଜିଲା ଖବର

ବୃଦ୍ଧା ମା’ଙ୍କ ଉପରେ ଇଟା ଲଦିଦେଲେ ପୁଅବୋହୂ

ଯାଜପୁର ଅଫିସ,୪ା୪: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦତ୍ତପୁର ଗ୍ରାମରେ ସମ୍ପତ୍ତି ଲୋଭରେ ବୃଦ୍ଧା ମା’ଙ୍କୁ ଇଟାରେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା…

4 years ago

ଶାଳଗଛ କାଟୁଥିଲେ ଦୁର୍ବୃତ୍ତ, ଗ୍ରାମବାସୀଙ୍କୁ ଦେଖି କାଠ ଓ ଗାଡ଼ି ଛାଡ଼ି ଫେରାର

ପଡ଼ିଆବାହାଲ,୪ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ପଡ଼ିଆବାହାଲ ରେଞ୍ଜ ଅଧୀନ କଦଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲ ରାତାରାତି ସଫା ହୋଇଯାଇଛି। କଦଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଗତ…

4 years ago

କାଠରେ ତାରାତାରିଣୀ ମନ୍ଦିରର କ୍ଷୁଦ୍ର କଳାକୃତି

ବ୍ରହ୍ମପୁର ଅଫିସ୍‌,୪ା୪: କାଠଶିଳ୍ପୀ ଦିଲୀପ ମହାରଣା ପୁଣିଥରେ ଏକ ନୂଆ କଳାକୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଚୈତ୍ର ମେଳା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗଞ୍ଜାମର ଶକ୍ତିପୀଠ…

4 years ago

ମା’ କାମୁଡ଼େଇ ପୀଠକୁ ଅଣଦେଖା

ରଗଡି,୪ା୪(ଡି.ଏନ୍‌.ଏ.): ଯାଜପୁର ଜିଲାର ରଗଡ଼ି ଅଞ୍ଚଳର ପ୍ରସିଦ୍ଧ ଦୈବୀପୀଠ ମା’ କାମୁଡ଼େଇଙ୍କ ମନ୍ଦିରକୁ ପ୍ରଶାସନ ଅଣଦେଖା କରୁଛି। ଜିଲା ତଥା ଜିଲା ବାହାରୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ…

4 years ago

ବାଘୁଆ ପାହାଡ଼ରେ ପୁଣି ବ୍ଲାଷ୍ଟିଂ ଆରମ୍ଭ

ଜେନାପୁର,୪ା୪(ଡି.ଏନ.ଏ.): ଧର୍ମଶାଳା ତହସିଲ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୧୧ରେ ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ସଂଲଗ୍ନ ବାଘୁଆ ୪ନଂ. କଳାପଥର ଖାଦାନ ଉପରେ ୧୪୪ ଧାରା…

4 years ago

ଉପାଧ୍ୟକ୍ଷ ପଦକୁ ବିଜେଡିର ୧୪ ଆଶାୟୀ

ଯାଜପୁର ରୋଡ,୪ା୪(ଡି.ଏନ୍‌.ଏ.): ନିର୍ବାଚନ ଫଳାଫଳ ଘୋଷଣା ପରେ ୨୬ଟି ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ନିର୍ବାଚନ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ଏହି ମ୍ୟୁନିସିପାଲିଟିର ୨୮…

4 years ago

ଉତ୍କଟ ହେଉଛି ଜଳସଙ୍କଟ

ବରୀ,୪ା୪(ଡି.ଏନ.ଏ.): ରାଜ୍ୟ ସରକାର ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହେଉଛି।…

4 years ago

ନିଜ ପିସ୍ତଲରୁ ଗୁଳି ଫୁଟାଇ ଯୁବକଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧୀନ ଗୋପୀନାଥପୁର ନିକଟ ଜାତୀୟ ରାଜପଥ ନଂ.୫୯ରେ ଥିବା ଏକ ଗ୍ୟାରେଜରେ ରବିବାର ଜଣେ ଯୁବକ ଗୁଳି ଫୁଟାଇ ଆତ୍ମହତ୍ୟା…

4 years ago

ଦଶାଶ୍ୱମେଧ ଘାଟ ନିକଟରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଯାଜପୁର ଟାଉନ,୪ା୪(ଡି.ଏନ୍‌.ଏ.): ଯାଜପୁର ସହରସ୍ଥିତ ଦଶାଶ୍ୱମେଧ ଘାଟ ନିକଟ ବୈତରଣୀ ନଦୀରୁ ରବିବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ବହୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି। ଯାଜପୁର ସପ୍ତମାତୃକା…

4 years ago

ସମସ୍ୟା ଘେରରେ କୁଞ୍ଜବିହାରୀ ମନ୍ଦିର

କୁଜଙ୍ଗ,୪ା୪(ଡି.ଏନ୍‌.ଏ.): ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗରେ ପ୍ରସିଦ୍ଧ କୁଞ୍ଜବିହାରୀ ମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ଏହାସତ୍ତ୍ୱେ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି।…

4 years ago