ଆମ ଜିଲା ଖବର

ଦଶହରା ଛୁଟିରେ ଆସିଥିଲେ ମାମୁଘର: ଚାଲିଗଲା ଜୀବନ

ଏମ୍‌ଭି ୭୯,୯ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ମାଲଭାରମ ପଞ୍ଚାୟତ ସାଡ଼ବାନପାଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବିଜୟ ମାଡ଼କାମୀ।…

4 years ago

କୁମାରପୂର୍ଣ୍ଣିମାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ହେଲେ ମା’ସମଲେଇ

ସମ୍ବଲପୁର,୯।୧୦(ବ୍ୟୁରୋ): କୁମାରପୂର୍ଣ୍ଣିମାରେ ଇଷ୍ଟଦେବୀ ମା’ ସମଲେଇ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଓ ରୀତିନୀତି ଅନୁସାରେ ଭୋର ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ…

4 years ago

ଫୁଟବଲ ଖେଳବେଳେ ପଡ଼ିଆରେ ବଜ୍ରପାତ: ଚାଲିଗଲା ୨ ଖେଳାଳିଙ୍କ ଜୀବନ

ସୁନ୍ଦରଗଡ଼/ନୂଆଗାଁ,୯।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ଅଧୀନ କନ୍ଦରକେଲା ପଞ୍ଚାୟତ ବନେଇଲତା ଗ୍ରାମରେ ରବିବାର ଅପରାହ୍ନରେ ଫୁଟବଲ ଟୁର୍ନାମେଣ୍ଟ ଚାଲିଥିବାବେଳେ ବଜ୍ରପାତ ଘଟି ୨ ଖେଳାଳିଙ୍କ ମୃତ୍ୟୁ…

4 years ago

କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼, କଳାପତାକା ପ୍ରଦର୍ଶନ

ରାଉରକେଲା ଅଫିସ,୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବାରୁ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଡ. ଉଦିତରାଜଙ୍କୁ ବିରୋଧ ବଢିବାରେ ଲାଗିଛି। ଅଣସଙ୍ଗଠିତ ଶ୍ରମିକ…

4 years ago

ଲଲିପପ୍‌ ଖାଇ ଚାଲିଗଲା ନାବାଳକଙ୍କ ଜୀବନ, ଦୋକାନୀ ଅଟକ

ପାରଳାଖେମୁଣ୍ଡି,୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଡିମ୍ବିରିଝୁଳି ଗାଁରେ ଅଘଟଣ ଘଟିଛି। ଏକ ଦୋକାନରୁ ଲଲିପପ୍‌ ଖାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ…

4 years ago

ଗଞ୍ଜାମରେ ମା’ ଗଜଲକ୍ଷ୍ମୀ ପୂଜା: ବର୍ଷାରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଗଞ୍ଜାମ,୯।୧୦(ଡି.ଏନ୍‌.ଏ.): ପ୍ରତିବର୍ଷ ଭଳି ଚଳିତ ବର୍ଷ କୁମାରପୂର୍ଣ୍ଣିମା ଉପଲକ୍ଷେ ଗଞ୍ଜାମ ସହର ବଡ଼ ବଜାରଠାରେ ମା’ଗଜଲକ୍ଷ୍ମୀଙ୍କ ପୂଜା ରବିବାର ଆରମ୍ଭ ହୋଇଛି। ବଜାର ବଣିକ ସଂଘ ପକ୍ଷରୁ…

4 years ago

ଓଲଟିଲା ଯାତ୍ରୀବାହୀ ବସ୍‌

ପରଜଙ୍ଗ,୯ା୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ରୋନି ନାମକ ଏକ…

4 years ago

ଓଏଏସ୍‌ ପରୀକ୍ଷାରେ କୋରାପୁଟ ଝିଅଙ୍କ ସଫଳତା

କୋରାପୁଟ,୯ା୧୦(ସ୍ବ.ପ୍ର.): ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷାରେ ୯୦ତମ ସ୍ଥାନରେ ରହି ଜିଲା ପାଇଁ ଗୌରବ ଆଣିଦେଇଛନ୍ତି କୋରାପୁଟର ଝିଅ ସରଞ୍ଜିତା। ତାଙ୍କ…

4 years ago

ଭୁଶୁଡ଼ିଲା ନିର୍ମାଣାଧୀନ ପୋଖରୀ ଓ୍ବାଲ୍‌

ଦାରିଙ୍ଗବାଡ଼ି,୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସର୍ବ ପୁରାତନ ପୋଖରୀରେ ନିର୍ମାଣାଧୀନ କାର୍ଯ୍ୟ ଭୁଶୁଡ଼ି ପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବରୁ ଭୁଶୁଡ଼ି ଯାଇଥିବା ଗ୍ରାମର ଓକିଲ ପ୍ରଦୀପ…

4 years ago

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଅସୁସ୍ଥ

ଭବାନୀପାଟଣା,୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଡ଼ିଦର ପଞ୍ଚାୟତ ତେନ୍ତୁଳିପଡ଼ାରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବର୍ତ୍ତମାନ…

4 years ago